ଆମ ଜିଲା ଖବର

ଗାଁରେ ଚୋରା ମଦ ବିକି ଯୁବକ ଗିରଫ

ଖୁଣ୍ଟୁଣୀ,୨୪।୧୨(ଡି.ଏନ୍‌.ଏ.)- ଗାଁ ଭିତରେ ଚୋରା ଦେଶୀ ମଦ ବିକ୍ରି କରିବା ଅଭିଯୋଗରେ ଗୁରୁଡିଝାଟିଆ ପୋଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ,…

6 years ago

ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଚୌଦ୍ୱାର,୨୪ା୧୨(ଡି.ଏନ୍‌.ଏ.)- ଗତ ୭ଦିନ ହେବ ଘରୁ ନିଖୋଜ ଥିବା ଜଣେ ବୃଦ୍ଧଙ୍କ ମୃତଦେହ ସୋମବାର ଉଦ୍ଧାର ହୋଇଛି। ସେ ହେଲେ ଚୌଦ୍ୱାର ଅଞ୍ଚଳର ଓଟିଏମ୍‌ ଦୁର୍ଗା ବଜାରର…

6 years ago

ଘରଡିହ ପଟ୍ଟା ମିଳିବାର ୧୨ବର୍ଷ ବିତିଲା: ଚିହ୍ନଟ ହେଉନି ଜମି, ମିଳୁନି ଦଖଲ

ଢେଙ୍କାନାଳ ଅଫିସ, ୨୪।୧୨ - ଦୀର୍ଘ ୧୨ ବର୍ଷ ହେଲା ମିଳିଛି ଘରଡିହ। ହେଲେ ଜମି ଚିହ୍ନଟ ହେଉଛି ନା ମିଳୁଛି ଦଖଲ। କେବଳ ପଟ୍ଟା କବଲା…

6 years ago

୪୬ତମ ରାଜ୍ୟସ୍ତରୀୟ ବିଜ୍ଞାନମେଳା ଉଦ୍‌ଯାପିତ: ପ୍ରତି ଜିଲାରୁ ୩ ବିଦ୍ୟାଳୟକୁ ମିଳିବ ସ୍କୁଲ ଅଫ୍‌ ଏକ୍ସିଲେନ୍ସି

ଅନୁଗୋଳ ଅଫିସ, ୨୪।୧୨ - ଅନୁଗୋଳ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ୪୬ତମ ରାଜ୍ୟସ୍ତରୀୟ ବିଜ୍ଞାନମେଳା ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏହି ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ ବିଦ୍ୟାଳୟ ଓ…

6 years ago

ଅମରେଶଙ୍କୁ ପରିବେଶ ସୁରକ୍ଷା ଚିନ୍ତା: ସାଇକେଲରେ ବୁଲି କରୁଛନ୍ତି ସଚେତନ

ଢେଙ୍କାନାଳ ଅଫିସ, ୨୪।୧୨ - ବଢ଼ିଚାଲିଛି କଂକ୍ରିଟ ଜଙ୍ଗଲ। ଶିଳ୍ପାୟନ ନାମରେ କଟାଚାଲିଛି ଅସଂଖ୍ୟ ଗଛ। ପ୍ରାକୃତିକ ବିପର୍ଯ୍ୟୟ ବି ପରିବେଶ ପାଇଁ ଏବେ ପାଲଟିଛି ବଡ଼…

6 years ago

ଅନୁଗୋଳ କଲେଜରେ ନୋଡାଲସ୍ତରୀୟ ଲାପଟପ ବଣ୍ଟନ: ପ୍ରଥମ ଦିନରେ ପାଇଲେ ୧୮୫ ମେଧାବୀ

ବନ୍ତଳା,୨୪ା୧୨(ଡି.ଏନ.ଏ.) - ୨୦୧୮-୧୯ ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଭୋକେଶନାଲ କାଉନସିଲ ପରୀକ୍ଷାରେ ସର୍ବାଧିକ ମାର୍କ ରଖିଥିବା ଅନୁଗୋଳ ଜିଲାର ମେଧାବୀମାନଙ୍କୁ ଓଡ଼ିଶା ସରକାର ବିଜୁ…

6 years ago

ଯୁବକଙ୍କ ମୃତ୍ୟୁକୁ ନେଇ ବନ ବିଭାଗ ବିରୋଧରେ ମାମଲା ଘଟଣା: କ୍ଷତିପୂରଣ ଦାବିରେ କାର୍ଯ୍ୟାଳୟ ଘେରାଉ

ପାଲଲହଡ଼ା,୨୪ା୧୨(ଡି.ଏନ.ଏ.) - ଜଙ୍ଗଲକୁ ଜାଳେଣି କାଠ ଆଣିବାକୁ ଯାଇଥିବା ପାଲଲହଡା ଥାନା ବାତିସୂଆଁ ପଞ୍ଚାୟତ ସୋଲଡ଼ା ଗ୍ରାମର ବୁଧୁରାମ କୁଙ୍କାଲଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ବନକର୍ମଚାରୀଙ୍କ ବିରୋଧରେ…

6 years ago

ପାର୍ଶ୍ୱ ରାସ୍ତା ପାଇଁ ଜଙ୍ଗଲରୁ ଗଛ କଟା ଅଭିଯୋଗ: ବନ ବିଭାଗ ଉପରକୁ ଦୋଷ ଠେଲିଲା ଠିକାସଂସ୍ଥା

ବନ୍ତଳା,୨୪ା୧୨(ଡି.ଏନ.ଏ.) - ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟର ପୁରୁଣାକୋଟ ଥାନା ଟିକରପଡା ରେଞ୍ଜ ଅଧୀନରେ ଥିବା କୁସଖଳିଠାରୁ ଟିକରପଡା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ…

6 years ago

ଧାନକିଣାକୁ ନେଇ ଅସନ୍ତୋଷ: ତାଲା ପକାଇ ଧାରଣାରେ ବସିଲେ ଚାଷୀ

ସଜନାଗଡ଼, ୨୪।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଲ୍ୟାମ୍ପ ଅଧୀନ ଅଯୋଧ୍ୟା ସୋସାଇଟିରେ ଧାନକିଣାକୁ ନେଇ ସୋମବାର ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଫଳରେ ଚାଷୀମାନେ ସୋସାଇଟି ଅଫିସରେ ତାଲା…

6 years ago

ସ୍ବାମୀଙ୍କ ଘରୁ ଚୋରି କରି ଚମ୍ପଟ ହେବା ଘଟଣା: ଉତ୍ତରପ୍ରଦେଶରୁ ସ୍ତ୍ରୀ ଗିରଫ

ରୂପ୍‌ସା, ୨୪।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ଥାନା ମାଣିକପୁରା ଗ୍ରାମର ଖଗେନ୍ଦ୍ର ପରିଡ଼ାଙ୍କ ଘରୁ ବିଭିନ୍ନ ଘରକରଣା ସାମଗ୍ରୀ ସହ ସୁନାଗହଣା ଚୋରି ଅଭିଯୋଗରେ ପନତ୍ୀ ଟିକିଲି ପରିଡ଼ାଙ୍କୁ ପୋଲିସ…

6 years ago