ଆମ ଜିଲା ଖବର

ଉଦାହରଣ ପାଲଟିଲେ ସରପଞ୍ଚ

ଖଇରା, ୧୫।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ନହଙ୍ଗ ପଞ୍ଚାୟତର ସରପଞ୍ଚ ରାଜଶ୍ରୀ ଦାସ ନିଜ ପଞ୍ଚାୟତବାସୀଙ୍କ ସୁରକ୍ଷା ପାଇଁ ନିଜେ ଅଣ୍ଟା ଭିଡି ଅନ୍ୟମାନଙ୍କ ପାଇଁ…

6 years ago

ପ୍ରବାସୀ ଶ୍ରମିକଙ୍କୁ ରାସ୍ତାରେ ଛାଡ଼ି ପଳାଇଲା ବସ୍‌

ସଇଁତଲା, ୧୫ା୫ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ସଇଁତଲା ବ୍ଲକ୍‌ କୁମ୍ଭାରୀ, ଡ଼େଙ୍ଗ ଓ ବୁଢ଼ାବାହାଲ ପଞ୍ଚାୟତରର ୧୭ ଜଣ ଶ୍ରମିକ ଗୁଜୁରାଟରୁ ବସ୍‌ରେ ଫେରଛନ୍ତି। ଏମାନେ ପ୍ରଥମେ…

6 years ago

ବଜ୍ରପାତରେ ଯୁବକଙ୍କ ଜୀବନଗଲା

ସଜନାଗଡ, ୧୫ା୫(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ହାତିଆଶିଳା ଗ୍ରାମର ଗୁରା ସିଂ ( ୨୧ )ନାମକ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିିଛି। ଶୁକ୍ରବାର ସାରେ ବର୍ଷା…

6 years ago

କୋଚିଂ ସେଣ୍ଟରରେ ପାଠ ପଢ଼ାଇ ୨ ଅଧ୍ୟାପକ ତଣ୍ଡ ଗଣିଲେ

ବୌଦ୍ଧ,୧୫ା୫(ସ୍ବ.ପ୍ର.)-କେରାନା ଭୁତାଣୁ ସଂକ୍ରମଣ ଆଶଙ୍କାରେ ସାରା ଦେଶରେ ସମସ୍ତ ଶିକ୍ଷା ଅନୁଷ୍ଠାନ ସହ କୋଚିଂ ସେଣ୍ଟର ବନ୍ଦ ରହିଛି। ଯେଉଁମାନେ ଏହାର ଅବମାନନା କରିବେ ସେମାନେ ଦଣ୍ଡିତ…

6 years ago

ପିଡିଏସ୍‌ ଚାଉଳ ଦୁର୍ନୀତି ଅଭିଯୋଗରେ ଯୋଗାଣ ସହାୟକ ବହିଷ୍କୃତ

ବଲାଙ୍ଗୀର ଅଫିସ, ୧୫।୫-ବଲାଙ୍ଗୀର ଜିଲା ମହୀମୁଣ୍ଡା ପଞ୍ଚାୟତରେ ପିଡିଏସ୍‌ ଚାଉଳ ଦୁର୍ନୀତି ଘଟଣାରେ ଯୋଗାଣ ସହାୟକ ନିରଞ୍ଜନ ସାହୁଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଉପଜିଲାପାଳଙ୍କ ନିର୍ଦ୍ଦେଶ ଓ…

6 years ago

ବିନା ସୁରକ୍ଷାରେ ଶିକ୍ଷକ ଜଗିଛନ୍ତି ସଙ୍ଗରୋଧ କେନ୍ଦ୍ର

ଭଞ୍ଜନଗର,୧୫।୫(ଡି.ଏନ.ଏ)- ଗଞ୍ଜାମ ଜିଲାରେ ଶିକ୍ଷକମାନେ ବିନା ସୁରକ୍ଷାରେ ପାଳି କରି ସଙ୍ଗରୋଧ କେନ୍ଦ୍ର ଜଗୁଛନ୍ତି। କେତକ ସ୍କୁଲରେ ପାଚେରୀ ନ ଥିବାବେଳେ ଆଉକେତେକ ସ୍କୁଲରେ ପରିମଳ ବ୍ୟବସ୍ଥା,…

6 years ago

କୋଏମ୍ବାଟୁର, କୁର୍‌ନୁଲରୁ ଆଜି ପହଞ୍ଚତ୍ବ ୨ ଶ୍ରମିକ ସ୍ପେଶାଲ ଟ୍ରେନ୍‌

ବଲାଙ୍ଗୀର ଅଫିସ, ୧୫ା୫- ବଲାଙ୍ଗୀର ରେଲୱେ ଷ୍ଟେଶନ୍‌ରେ ଶନିବାର ୨ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଆସି ପହଞ୍ଚତ୍ବ। ତାମିଲନାଡୁର କୋଏମ୍ବାଟୁରରୁ ଆସୁଥିବା ସ୍ପେଶାଲ ଟ୍ରେନ୍‌ ପୂର୍ବାହ୍ନ ୧୦ଟା…

6 years ago

ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ଭାଇ

ଜେନାପୁର/ଧର୍ମଶାଳା, ୧୫।୫ (ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଅଧୀନ କବାଟବନ୍ଧ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଜଣେ ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ଜେନାପୁର ଥାନା…

6 years ago

ଖରସ୍ରୋତା ପାଣି ଭଦ୍ରକକୁ ନେବା ଘଟଣା: ରାଜ୍ୟ ସରକାରଙ୍କୁ ଏନ୍‌ଜିଟିର କାରଣ ଦର୍ଶାଅ ନୋଟିସ

କେନ୍ଦ୍ରାପଡ଼ା ଅଫିସ, ୧୫ା୫: ଭଦ୍ରକ ଜିଲାର ୪ ବ୍ଲକ ଅଞ୍ଚଳ ପାଇଁ ନିର୍ମାଣାଧୀନ ମେଗା ପାଣି ପ୍ରକଳ୍ପ ଉପରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ଛାଟ ବାଜିଛି।…

6 years ago

ପ୍ରବାସୀଙ୍କୁ ଘାରିଛି ରୋଜଗାର ଚିନ୍ତା: ଜିଲାର ଅଧା ଚାଷଜମିକୁ ଜଳସେଚନ ବ୍ୟବସ୍ଥା ନାହିଁ

କେନ୍ଦ୍ରାପଡ଼ା ଅଫିସ, ୧୫ା୫: ତାଲାବନ୍ଦ ଯୋଗୁ କର୍ମନିଯୁକ୍ତି ହରାଇ ଦେଶ ବିଦେଶରୁ ବହୁ ସଂଖ୍ୟାରେ ପ୍ରବାସୀ ଜିଲାକୁ ଫେରିବାରେ ଲାଗିଛନ୍ତି। ଏମାନଙ୍କୁ ଏବେ ରୋଜଗାର ଚିନ୍ତା ଘାରିଛି।…

6 years ago