ଆମ ଜିଲା ଖବର

୪ ଆନ୍ତଃ ଜିଲା ହାଇଓ୍ବେ ଲୁଟେରା ଗିରଫ

ସାକ୍ଷୀଗୋପାଳ,୮।୧(ଡି.ଏନ୍‌.ଏ.): ଜାତୀୟ ରାଜପଥରେ କ୍ରମାଗତ ଲୁଟ୍‌ କରୁଥିବା ଆନ୍ତଃଜିଲା ଲୁଟେରା ଗ୍ୟାଙ୍ଗର ୪ ଜଣ ଲୁଟେରାଙ୍କ ସହିତ ଚୋରି ଜିନିଷ ରଖିଥିବା ଅନ୍ୟ ଦୁଇ ଜଣଙ୍କୁ ଶୁକ୍ରବାର…

6 years ago

ଖୋଲିଲା ଜି. ଉଦୟଗିରି ମହିଳା ମହାବିଦ୍ୟାଳୟ: ଆରମ୍ଭ ହେଲା ପାଠପଢ଼ା

ଜି. ଉଦୟଗିରି,୮।୧(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ସାରା ରାଜ୍ୟରେ ଶୁକ୍ରବାରଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହୋଇଛି। ଜି. ଉଦୟଗିରି ମହିଳା ମହାବିଦ୍ୟାଳୟରେ…

6 years ago

ଦୃଷ୍ଟି ଆଢୁଆଳରେ କ୍ଷେତମୁଣ୍ଡଳୀର ମା’ ରାମଚଣ୍ଡୀ

ଜଗନ୍ନାଥପ୍ରସାଦ,୮।୧(ଡି.ଏନ.ଏ.): ଘୁମୁସର ବନାଞ୍ଚଳର ଜଗନ୍ନାଥପ୍ରସାଦ ବ୍ଲକ କ୍ଷେତମୁଣ୍ଡଳୀ ପଞ୍ଚାୟତ ନିକଟ ବଣପାହାଡ ମଧ୍ୟରେ ଅବସ୍ଥାନ କରିଛନ୍ତି ମାଡ଼ ରାମଚଣ୍ଡି। ଜଗନ୍ନାଥପ୍ରସାଦ ମୁଖ୍ୟ ରାସ୍ତାରୁ କ୍ରିୟାଧର କ୍ଷେତମୁଣ୍ଡାଳୀ ପଞ୍ଚାୟତ ରାସ୍ତାରେ…

6 years ago

ଗାଁକୁ ସର୍ବନିମ୍ନ ସୁବିଧା ଦେବାରେ ବିଫଳ ପ୍ରଶାସନ

ଫୁଲବାଣୀ ଅଫିସ, ୮।୧: କନ୍ଧମାଳ ଜିଲାର ଅନେକ ଗ୍ରାମ ବାହ୍ୟ ମଳମୁକ୍ତ ହୋଇଥିବା ଘୋଷଣା କରାଯାଇଛି। ଏଥିପାଇଁ ଜାତୀୟସ୍ତରରେ ଜିଲାକୁ ପୁରସ୍କାର ମଧ୍ୟ ମିଳିଛି। ସରକାରୀ ଅଧିକାରୀ ଗ୍ରାମରେ…

6 years ago

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା: ସାନି ରିପୋର୍ଟ ଦାଖଲ ଲାଗି ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ, ୮।୧: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଥିଲା। ଏହି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ ପକ୍ଷରୁ ହାଇକୋର୍ଟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ…

6 years ago

ଡ୍ରେନ୍‌ ନିର୍ମାଣ ବଦଳରେ ସୌନ୍ଦର୍ଯ୍ୟକରଣ

ଯାଜପୁର ରୋଡ,୮।୧(ଡି.ଏନ୍‌.ଏ.): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ପୌରାଞ୍ଚଳବାସୀ ଏବେ ନାନା ସମସ୍ୟା ମଧ୍ୟରେ ଦିନ କାଟୁଛନ୍ତି। ଗତ ୨ ବର୍ଷରୁ…

6 years ago

ତମାଣ୍ଡୋ ଗୁଳିକାଣ୍ଡ ଘଟଣା: ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ଆଣିଲା ପୋଲିସ

ଭୁବନେଶ୍ୱର,୮।୧(ବ୍ୟୁରୋ): ତମାଣ୍ଡୋ ଗୁଳିକାଣ୍ଡ ଘଟଣାରେ କମିଶନରେଟ୍‌ ପୋଲିସ ଅଭିଯୁକ୍ତ ଆକାଶ ଷଡ଼ଙ୍ଗୀ, ବଳିଆ ଓରଫ ବଳରାମ ରାଉତରାୟ ଓ ମୃତ୍ୟୁଞ୍ଜୟ ସେଠୀଙ୍କୁ ଗୁରୁବାର ୪ ଦିନିଆ ରିମାଣ୍ଡରେ…

6 years ago

ଆଇଆଇଟି ହାଇଦ୍ରାବାଦ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ: ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ବିବାଦ

କେନ୍ଦ୍ରାପଡ଼ା ଅଫିସ,୮।୧: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ନିକଟସ୍ଥ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ନେବା ବିବାଦ ଅଡୁଆ ସୂତାରେ ଗୁନ୍ଥି ହେବାରେ ଲାଗିଛି।…

6 years ago

ପିକ୍‌ନିକ୍‌ ସ୍ପଟ୍‌: ଖଡ଼ିକାଝଡ଼ି ଜଳପ୍ରପାତ

ପ୍ରକୃତିର ଗନ୍ତାଘର ମାଲକାନଗିରି ଜିଲା। ଏଠାକାର ପରିବେଶ ସବୁବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ଜିଲାର ଅନ୍ୟତମ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ଖଡ଼ିକାଝଡ଼ି ଜଳପ୍ରପାତ। କୋରୁକୋଣ୍ଡା ବ୍ଲକ ବାଲିମେଳା…

6 years ago

୧୦ରୁ ଊର୍ଦ୍ଧ୍ୱ ଡିପୋରେ ଏଫ୍‌ଓ ଅପମିଶ୍ରଣ

ଯାଜପୁର ଅଫିସ,୮।୧: ଯାଜପୁର ଜିଲା ଦେଇ ଯାଇଥିବା ଡୁବୁରୀ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱର ବିଭିନ୍ନ ସ୍ଥାନରେ ଚାଲିଛି ଫର୍ନେସ ଅଏଲ (ଏଫ୍‌ଓ), ପେଟ୍ରୋଲ, ଡିଜେଲ…

6 years ago