ଭଦ୍ରକ ଅଫିସ,୮।୯: ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର ଗ୍ରାମର ପୁରସ୍ତମ ସାହୁଙ୍କ ଘରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ…
ଦେବଗଡ଼,୮।୯(ଡି.ଏନ୍.ଏ.) ଦେବଗଡ଼ ପୌରାଞ୍ଚଳ ୮ ନଂ. ୱାର୍ଡଠାରେ ପ୍ରସ୍ତାବିତ ଠିପିଖୋଲା ବିଦେଶୀ ମଦ ବାର୍ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ବୁଧବାର ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲା…
ବଲାଙ୍ଗୀର ଅଫିସ/ମୁରିବାହାଲ,୮।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଚଲକି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ବମ୍ବର ଭୋଇଙ୍କ ଘରେ ବୁଧବାର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ ଚାଲିଛି।…
ପୁରୀ ଅଫିସ,୮।୯: ଏଣିକି ଶ୍ରୀମନ୍ଦିର ଶନିବାର ଖୋଲା ରହିବ। ଦୈନିକ ଦର୍ଶନ ଅବଧି ମଧ୍ୟ ୨ ଘଣ୍ଟା ବୃଦ୍ଧି ହେବ। ଶ୍ରଦ୍ଧାଳୁ ପ୍ରତିଦିନ ସକାଳ ୭ଟାରୁ ରାତି…
ଭୁବନେଶ୍ୱର,୮ା୯(ବ୍ୟୁରୋ): ଯନ୍ତ୍ରଣାରେ ଅସହ୍ୟ ହୋଇ ବୁଧବାର ବିଧାନସଭା ସମ୍ମୁଖରେ ଜଣେ ଯୁବକ ହାତ କାଟିବା ସହ ବିଷ ପିଇ ଦେଇଛନ୍ତି। ଡାକ୍ତରଙ୍କ ଭୁଲ ଯୋଗୁ ତାଙ୍କ ଗୋଡ଼…
ବାଲେଶ୍ୱର ଅଫିସ,୮ା୯: ବାଲେଶ୍ୱର ଜିଲାର ପ୍ରଭାବିତ ଜଳକା ନଦୀର ଜଳସ୍ତର ବଢ଼ିବାର ଲାଗିଛି। ଗତ କିଛି ଦିନ ହେବ ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ…
ପଟ୍ଟାଙ୍ଗୀ,୮ା୯(ଡି.ଏନ୍.ଏ.):ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ କୋଟିଆ ପଞ୍ଚାୟତକୁ ନେଇ ଲାଗି ରହିଥିବା ବିବାଦ ରାଜନୈତିକ ସ୍ତରରେ ଆଲୋଚନାକରି ୬ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ଉଭୟ…
ଖୋର୍ଦ୍ଧା ଅଫିସ,୮ା୯:ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଅଭିମାନପୁରର ସତ୍ୟବ୍ରତ ନାୟକ ହତ୍ୟା ଘଟଣାରେ ମାନବବାଦ ସଙ୍ଗଠନର ମୁଖ୍ୟ ତଥା ଆତ୍ମଘୋଷିତ ଗୁରୁଜୀ ମାନସ ଦାସଙ୍କୁ ଗିରଫ…
ରତନ ନାୟାର ଢେଙ୍କାନାଳ ଅଫିସ, ୮।୯ - ଢେଙ୍କାନାଳର ଭାଗୀରଥି ସାଗର (ନୂଆ ପୋଖରୀ)ର ଉନ୍ନତୀକରଣ ଲାଗି ମାଳ ମାଳ ଯୋଜନା। ଐତିହ୍ୟସମ୍ପନ୍ନ ଏହି ପ୍ରାଚୀନ ଜଳାଶୟକୁ…
ବଇଣ୍ଡା,୮ା୯(ଡି.ଏନ.ଏ.) - ରାଜପଥ ସମ୍ପ୍ରସାରଣ ପାଇଁ ବଜାର ଭଙ୍ଗାଗଲା। ଶତାଧିକ ଦୋକାନୀ, ଉଠାଦୋକାନୀଙ୍କୁ ରାସ୍ତା ପାର୍ଶ୍ୱରୁ ହଟାଇ ଦିଆଗଲା। ହେଲେ ୩ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟ…