ଆମ ଜିଲା ଖବର

ଟିଉସନ କରିବା ବେଳେ ୧୫ ବର୍ଷର ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଥିଲେ; ଅପହରଣ ପରେ ବଳାତ୍କାର ଅଭିଯୋଗରେ ବାନ୍ଧିଲା ପୋଲିସ

ପାଟଣା,୨୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୧୫ ବର୍ଷର ନାବାଳିକାଙ୍କୁ ପ୍ରେମଜାଲରେ ଫସାଇ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗରେ ପାଟଣା ପୋଲିସ ଜଣେ…

5 years ago

ତଦନ୍ତରେ ବେଦାନ୍ତକୁ ସୁରକ୍ଷା

ଯାଜପୁର ଅଫିସ,୨୯।୬: ବେଦାନ୍ତ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଓସ୍ତପାଳ କ୍ରୋମାଇଟ ଖଣିରୁ ଡମଶାଳା ନାଳକୁ ବର୍ଜ୍ୟଜଳ ନିର୍ଗତ ହେଉଥିବା ଅଭିଯୋଗର ତଦନ୍ତ ରିପୋର୍ଟ ଗତ ୨୧ ତାରିଖରେ…

5 years ago

ସରକାରୀ ଜାଗାରେ ସମ୍ପ୍ରସାରଣ

ଅନୁଗୋଳ ଅଫିସ, ୨୯ା୬ ବଢ଼ୁଛି ଅନୁଗୋଳ ସହର। ବଜାରରେ ବୃଦ୍ଧି ପାଉଛି ବ୍ୟବସାୟିକ ପ୍ରତିଷ୍ଠାନ। ପୌରାଞ୍ଚଳ ହୋଇଥିଲେ ବି ଏହା ଉପରେ ପୌରପାଳିକାର ସେପରି କର୍ତ୍ତୃତ୍ୱ ଥିବା…

5 years ago

ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା: ସୁପ୍ରିମକୋର୍ଟରେ ମାମଲା

କେନ୍ଦ୍ରାପଡ଼ା ଅଫିସ, ୨୯।୬:  କେନ୍ଦ୍ରାପଡ଼ା ଜିଲା ଇଚ୍ଛାପୁରସ୍ଥ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ମାମଲା ସୋମବାର ସୁପ୍ରିମକୋର୍ଟରେ ପହଞ୍ଚତ୍ଛି। କୋଭିଡ୍‌ କଟକଣା ମଧ୍ୟରେ ରଥଯାତ୍ରା ହେଉ ବୋଲି କ୍ଷିତୀଶ କୁମାର…

5 years ago

ରଥଯାତ୍ରା ବେଳେ ପୁରୀକୁ ଚାଲିବନି ଟ୍ରେନ୍‌

ପୁରୀ ଅଫିସ,୨୯।୬: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଜିଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଜାରି ରଖିଛି। ଏ ନେଇ ସୋମବାର ଦଇତାପତି ନିଯୋଗ ସହ ପ୍ରଶାସନ ଆଲୋଚନା…

5 years ago

ସୀମାନ୍ତରେ ଯାଞ୍ଚ ହୁଗୁଳା : ୩ୟ ଲହରକୁ ନେଇ ଚିନ୍ତାରେ ଜଳେଶ୍ୱରବାସୀ

ଜଳେଶ୍ୱର, ୨୯।୬(ଡି.ଏନ.ଏ.)-ପ୍ରବାସୀଙ୍କ ଅବାଧ ପ୍ରବେଶକୁ ରୋକିବା ଲାଗି ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ମଧ୍ୟ ଦେଇଯାଇଥିବା ୬୦ନଂ. ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟରେ ବ୍ୟାରିକେଡ କରାଯାଇ…

5 years ago

ଗଡୁନି ବସ୍‌, ଦୁର୍ଦ୍ଦିନରେ ନିର୍ଭରଶୀଳ ପରିବାର

ବାରିପଦା ଅଫିସ,୨୯।୬- କରୋନାର ଦ୍ୱିତୀୟ ଲହର ସଂକ୍ରମଣ ପାଇଁ ସବୁଆଡ଼େ ଯାତ୍ରୀବାହୀ ବସ୍‌ ବନ୍ଦ ହୋଇଛି। ମୟୂରଭଞ୍ଜ ଜିଲାରେ ମଧ୍ୟ ଶହ ଶହ ଯାତ୍ରୀବାହୀ ବସ୍‌ ଛିଡା…

5 years ago

କରୋନା ବଦଳାଇ ଦେଲା ବେଉସା : ଜଳଖିଆ ଦୋକାନୀ ବିକୁଛନ୍ତି ଫଳ

କେନ୍ଦୁଝର, ୨୯ା୬ (ସ୍ବ.ପ୍ର.): କରୋନା ମହାମାରୀ ବହୁ ଲୋକଙ୍କ ବେଉସା ବଦଳାଇ ଦେଇଛି। ଏଭଳି ଜଣେ ଜଳଖିଆ ବିକି ପେଟ ପୋଷୁଥିବା ଗାନ୍ଧୀ ଛକ ନିକଟରେ ଏବେ…

5 years ago

ହାତୀ-ମଣିଷ ଲଢେଇ

କେନ୍ଦୁଝର, ୨୯ା୬(ଡି.ଏନ.ଏ.): କେନ୍ଦୁଝର ଜିଲାରେ ହାତୀ ଆତଙ୍କ କମିବାର ନାଁ ଧରୁନାହିଁ ା ଗତ ଦୁଇ ବର୍ଷରେ ହାତୀ ଆକ୍ରମଣରେ ୧୫ ଜଣ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଥିବାବେଳେ…

5 years ago

ମଣ୍ଡି ପରିଚାଳନାରେ ଅନିୟମିତତା ମହଙ୍ଗା ପଡ଼ିଲା

ଜୁନାଗଡ଼,୨୮।୬: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଦାସିଗାଁ ପ୍ୟାକ୍ସ ମୁଖ୍ୟ କାର୍ଯ୍ୟ ନିର୍ବାହୀ ବିଷ୍ଣୁ ପ୍ରସାଦ ସାହୁଙ୍କୁ ଜିଲା ପ୍ରଶାସନ ପକ୍ଷରୁ ନିଲମ୍ବିତ କରାଯାଇଛି। ମଣ୍ଡି ପରିଚାଳନାରେ…

5 years ago