ଆମ ଜିଲା ଖବର

ଦୃତଗତିରେ ଆସି ଯୁବକଙ୍କ ଉପରକୁ ମାଡ଼ିଗଲା ପିକଅପ୍‌ ଭ୍ୟାନ୍‌, ଆଉ ତା’ପରେ..

ଗଞ୍ଜାମ,୧୯ା୧୦(ଅଖିଳ ତରାଇ): ୧୬ ନମ୍ବର ଜାତୀୟ ରାଜପଥ ହୁମ୍ମା ଖଜୁରିଆପଲ୍ଲୀ ଛକ ନିକଟରେ ରବିବାର ଏକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ…

6 months ago

ବାଣ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ବାଣ

ଗଞ୍ଜାମ/ରମ୍ଭା,(ବନବାସୀ ସେଠୀ/ଅଖିଳ ତରାଇ)୧୯।୧୦: ଦୀପାବଳି ପୂର୍ବରୁ ରମ୍ଭା ସହରରେ ରବିବାର ଏକ ବଡ଼ ଧରଣର ଅଘଟଣ ଘଟିଛି। ଧୋବାସୀ ପୋଖରୀ ନିକଟରେ ଖୋଲିଥିବା ବାଣ ଦୋକାନରେ ଭୟଙ୍କର…

6 months ago

ଢେଙ୍କାନାଳ: ଝିଅକୁ ଅସଦାଚରଣ କରିବାରୁ ଯୁବକକୁ ହତ୍ୟା କଲେ ବାପା

କାମାକ୍ଷାନଗର,୧୯ା୧: ଢେଙ୍କାନାଳ ଜିଲା କାମାକ୍ଷାନଗରରେ ଝିଅକୁ ଅସଦାଚରଣ ଅଭିଯୋଗରୁ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଛି। ଅଭିଯୁକ୍ତ ବାପା ପରଜଙ୍ଗ ଥାନା ଅନ୍ତର୍ଗତ ଦଦରାଘାଟି ଫାଣ୍ଡିରେ ଆତ୍ମସମର୍ପଣ…

6 months ago

ଗୋ ହତ୍ୟା, ଗୋ ସୁରକ୍ଷାକୁ ନେଇ ସାମ୍ବାଦିକ ସମ୍ମୀଳନୀ: ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

ବଲାଙ୍ଗୀର ୧୯।୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ପକ୍ଷରୁ ରବିବାର ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡିଶା ସଂଗଠନ ତରଫରୁ ଗୋ ସୁରକ୍ଷା ଦାବି ନେଇ…

6 months ago

ଗାଁରେ ମାଙ୍କଡ଼ ଆତଙ୍କ, ଗୋଡେଇ ଗୋଡେଇ କାମୁଡୁଛି ଲୋକଙ୍କୁ

ବଲାଙ୍ଗୀର,୧୯।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ରେଞ୍ଜ ଅନ୍ତର୍ଗତ ପୁଟୁପଡା, ଭାନପୁର, ସାଲେବରଟ ତଥା ଆଖ ପାଖ ଗାଁରେ ମାଙ୍କଡ଼ ଆତଙ୍କ ଦେଖିବାକୁ ମିଳିଛି…

6 months ago

ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା

କୃଷ୍ଣପ୍ରସାଦ,୧୯ା୧୦: ପୁରୀ ଜିଲାର କୃଷ୍ଣପ୍ରସାଦ ନିକଟରେ ମଝି ଚିଲିକାରେ ଫସିରହିଛି ଏକ ଯାତ୍ରୀବାହୀ ଡଙ୍ଗା। ମହିଷାକୁଦ ନିକଟରେ ରବିବାର ଘଣ୍ଟାଏରୁ ଅଧିକ ସମୟ ହେବ ଡଙ୍ଗାଟି ଅଟକି…

6 months ago

ଦୀପାବଳିରେ ସରକାରଙ୍କ ବଡ଼ ପଦକ୍ଷେପ: ୧୬୪ ହିତାଧିକାରୀଙ୍କୁ ମିଳିଲା…

ଦାରିଙ୍ଗବାଡ଼ି,୧୯ା୧୦(ଅରୁଣ ସାହୁ): ରବିବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ। ଭୁବନେଶ୍ୱରରୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ରାଜ୍ୟରେ ପଞ୍ଚାୟତ ଭବନ ପାଇଁ ଭିତ୍ତି ପ୍ରସ୍ତର…

6 months ago

ଲିଜ୍‌ ଘାଟରୁ ଚୋରା ବାଲି ଉତ୍ତୋଳନନେଇ  ଅଭିଯୋଗ

ପାଟଣା,୧୯।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ  ପାଟଣା ବୈତରଣୀ ନଦୀର ଦୂର୍ଗାଦେଇପୁର ବାଲି ଉତ୍ସରୁ ବେଆଇନ ଭାବେ ସ୍ଥାନୀୟ ଲୋକେ ବାଲି ଚୋରି କରୁଥିବା…

6 months ago

ମାଳିଦାଦର ପ୍ରାଥମିକ ସ୍କୁଲ ଖୋଲିବା ପ୍ରକ୍ରିୟା ଆରମ୍ଭ: ସ୍ଥିତି ସମୀକ୍ଷା  କଲେ…

ଅମରପାଲି,୧୯।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନ ତୈଲା ପଞ୍ଚାୟତର ମାଳିଦାଦର ପ୍ରାଥମିକ ବିଦ୍ୟାଳୟକୁ କମ ପିଲା ଦର୍ଶାଇ ବନ୍ଦ କରି ଦିଆଯାଇଛି। ଏ…

6 months ago

ଅଜାଙ୍କ ଶ୍ରାଦ୍ଧବାର୍ଷିକୀରେ ଭୋଜିରନ୍ଧା ଚୁଲିରେ ପଡ଼ି ନାତି ମୃତ

ମହାକାଳପଡ଼ା,୧୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତ ଅନ୍ତର୍ଗତ ପାରେଶ୍ୱରପୁର ଗ୍ରାମର ମଦନ ସୁନ୍ଦର ପ୍ରଧାନ ବାପାଙ୍କର ଶୁକ୍ରବାର ଶ୍ରାଦ୍ଧବାର୍ଷିକୀ ଭୋଜି ପାଇଁ…

6 months ago