ଭଞ୍ଜନଗର,୫।୧୧(ବାବୁଲା ପ୍ରଧାନ)- କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବୁଧବାର ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଶୈବ ପୀଠ ଗୁଡ଼ିକରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ଭଞ୍ଜନଗର ବେଲେଶ୍ୱର ପୀଠ…
ଛତ୍ରପୁର,୫।୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଞ୍ଚଳର ରାଜପୁର ଗ୍ରାମରେ ବିଦ୍ୟୁତ୍ ଆଘାତରେ ଜଣେ ଯୁବକଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ…
ଲୋଇସିଂହା, ୫।୧୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ଥାନା ଅନ୍ତର୍ଗତ ଭରସୁଜା ଛେଲିଆପାଟ ମନ୍ଦିର ସମ୍ମୁଖରେ ବୁଧବାର ସନ୍ଧ୍ୟାରେ ଅଜଣା ଗାଡ଼ି ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି।…
ଦାରିଙ୍ଗବାଡି,୫।୧୧(ଅରୁଣ ସାହୁ) : କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳ କାଡଶପାଟା ଗ୍ରାମ ନିକଟ ଜଙ୍ଗଲରେ ବୁଧବାର ପୋଲିସର ବଡ଼ ଚଢ଼ାଉ। ଗୋପନ ସୂଚନା ମିଳିବା ପରେ…
ଭଞ୍ଜନଗର,୫।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ଉତ୍ତର ବନଖଣ୍ଡରେ ବୁଧବାର ସନ୍ଧ୍ୟା ସୁଦ୍ଧା ୭୨ଟି ଓ ଦକ୍ଷିଣ ବନଖଣ୍ଡରେ ୯ଟି ହାତୀ ରହିଛନ୍ତି। ମୋଟ୍ ୮୧ଟି ହାତୀ…
କେସିଙ୍ଗା,୫।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବୁଧବାର ସନ୍ଧ୍ୟାରେ ୩ ଜଣିଆ କେନ୍ଦ୍ରୀୟ ଦଳ ପରିଦର୍ଶନ କରିଛନ୍ତି। ଡା. ତମନ୍ନା ଶର୍ମା, ଡା.…
ଥୁଆମୂଳ ରାମପୁର,୫।୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ମର୍ଦ୍ଦିଗୁଡା ଗ୍ରାମରେ ମଙ୍ଗଳବାର ଐତିହ୍ୟବାହୀ ଇନ୍ଦ୍ରାବତୀ ନଦୀର ଉତ୍ପତ୍ତିସ୍ଥଳକୁ କେନ୍ଦ୍ର କରି ପ୍ରଥମ…
ଆନନ୍ଦପୁର,୫ା୧୧(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ବନଖଣ୍ଡ ଅଧୀନ ଷଡ଼ଙ୍ଗୀ ଗ୍ରାମରେ ବାଘ ପାଦଚିହ୍ନ ସ୍ପଷ୍ଟ ପରେ ଭୟଭୀତ ଅବସ୍ଥାରେ ଗାଁ ଲୋକେ। ସେପଟେ ବାଘର ପାଦଚିହ୍ନ ସ୍ପଷ୍ଟ…
କଟକ,୫ା୧୧: ମହାନଦୀରେ ଓଲଟିପଡ଼ିଲା ଡଙ୍ଗା। ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅମଙ୍ଗେଇକୁଦର ଯାତ୍ରୀ ମହାଦେବଙ୍କ ଦର୍ଶନ ସାରି ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି।…
ଗଞ୍ଜାମ,୫ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଶିବିର ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମଠାରେ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଛତ୍ରପୁର ଏସ୍ଡିପିଓ…