କୋରୁକୋଣ୍ଡା,୨ା୬(ଡି.ଏନ୍.ଏ.): ବାଲିମେଳା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବାସଭବନ ଉପରେ ମରଣାନ୍ତକ ଆକ୍ରମଣ। ଗୁରୁବାର ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲା ବାଲିମେଳା ଏନ୍ଏସିରେ ଦେଖିବାକୁ ମିଳିଛି। …
ବଇଣ୍ଡା,୨।୬: ବଢ଼ୁଛି ହାତୀ ଉପଦ୍ରବ। ଦଳ ଦଳ ହୋଇ ଆସୁଥିବା ହାତୀ ଫସଲ ନଷ୍ଟ କରିବା ସହ ଘର ଭାଙ୍ଗି ଦେଉଛନ୍ତି। ସମ୍ମୁଖରେ ପଡ଼ୁଥିବା ଲୋକଙ୍କ ଜୀବନ ନେଉଛନ୍ତି।…
ଅନୁଗୋଳ ଅଫିସ,୨।୬: ଅନୁଗୋଳରେ କାଳବୈଶାଖୀ ବୁଧବାର କ୍ଷୟକ୍ଷତି ଘଟାଇଛି। ସହର ଉପକଣ୍ଠ ଶୁଶୁଡା ପଞ୍ଚାୟତର ଗୋପୀନାଥପୁର ଗ୍ରାମରେ ଥିବା କେଦାରଗୌରୀ ଦୃଷ୍ଟିହୀନ ଓ ମୂକ ବଧିର ତାଲିମ କେନ୍ଦ୍ରର…
ଅନୁଗୋଳ ଅଫିସ, ୨।୬: ଭଙ୍ଗା ହେଉ କି କଳଙ୍କିଲଗା ସାମଗ୍ରୀ, ଆଉ ଅଦରକାରୀ ହୋଇ କେହି ରହିବ ନାହିଁ। ଏପରି କି ମନ୍ଦିରରୁ ବାହାରୁଥିବା ବାସୀ ଫୁଲ…
କାମାକ୍ଷାନଗର, ୨।୬(ଡି.ଏନ୍.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା କାନପୁରା ଗ୍ରାମସ୍ଥିତ ମିଶ୍ରିଲାଲ କମ୍ପାନୀ କ୍ୱାର୍ଟର୍ସରୁ ଜଣେ ସୁପରଭାଇଜରଙ୍କ ଝୁଲନ୍ତା ମୃତଦେହ ବୁଧବାର ପୂର୍ବାହ୍ନରେ ଠାବ କରାଯାଇଛି। ମୃତକ ହେଲେ…
ବ୍ରହ୍ମପୁର ଅଫିସ୍,୨।୬: ରାଜ୍ୟ ସମେତ ଭାରତବର୍ଷରେ ଥିବା ବିଭିନ୍ନ ଐତିହ୍ୟ ସ୍ଥଳୀଗୁଡିକୁ ଚକ୍ ମାଧ୍ୟମରେ କ୍ଷୁଦ୍ର କଳାକୃତି ନିର୍ମାଣକରି ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ଇଣ୍ଡିଆ ବୁକ୍…
ବ୍ରହ୍ମପୁର ଅଫିସ,୨।୬: ବ୍ରହ୍ମପୁର ସହରରେ ପୋଲିସ ନିଶାସକ୍ତ ଚାଳକଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି। ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଚାଳକଙ୍କୁ ପୋଲିସ ଥାନାକୁ ନେଉଛି।…
ମାଲକାନଗିରି,୨ା୬(ଡି.ଏନ୍.ଏ.): ପୋଲିସ ଡିଜି ସୁନୀଲ ବଂଶଲ ଗୁରୁବାର ମାଲକାନଗିରି ଜିଲା ଗସ୍ତରେ ଆସିଥିବା ବେଳେ ଯନ୍ତ୍ରୀ ପଞ୍ଚାୟତରେ ନୂତନ କରି ହୋଇଥିବା ବିଏସ୍ଏଫ୍ କ୍ୟାମ୍ପ୍ ପରିଦର୍ଶନ କରିଥିଲେ।…
ନୂଆଗଡ଼,୨।୬: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ପାଣି ମୁନ୍ଦାଏ ପାଇଁ ଚାରିଆଡେ ହାହାକାର ଦେଖିବାକୁ ମିଳୁଛି। ଗ୍ରୀଷ୍ମ ପ୍ରକୋପ ସାଙ୍ଗକୁ ପାନୀୟ ଜଳ…
ବାଲିଆପାଳ,୨।୬: ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳର ସୁବର୍ଣ୍ଣରେଖା ନଦୀ ଅବବାହିକାର ମୃତ୍ତିକା ଓ ଜଳବାୟୁ ନଳିତା ଚାଷ ପାଇଁ ବେଶ୍ ଅନୁକୂଳ। ପୂର୍ବରୁ ଏଠାରେ ଏତେ ପରିମାଣରେ ନଳିତା…