ରାୟଗଡ଼ା ଅଫିସ,୧୯ା୭:ରାୟଗଡ଼ା ଜିଲା କାଶୀପୁରରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାରେ ସୋମବାର ଆର୍ଏମ୍ଆର୍ସି ଲ୍ୟାବ୍ର ମଳ ରିପୋର୍ଟ ପହଞ୍ଚିଛି। ଅଞ୍ଚଳବାସୀ ଭିବ୍ରିଓ କଲେରାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟରୁ ସ୍ପଷ୍ଟ…
ସମ୍ବଲପୁର,୧୯ା୭(ବ୍ୟୁରୋ):ସମ୍ବଲପୁର ଏସ୍ପି ଅଫିସ ସମ୍ମୁଖରେ ସୋମବାର ଏକ ପାରିବାରିକ କଳହର ଭୟାବହ ରୂପ ଦେଖିବାକୁ ମିଳିଛି। ଓକିଲ ପଞ୍ଚାନନ ଦାସ ସବୁ ସୀମା ଟପି ଶ୍ୱଶୁରଘର ପରିବାର…
କଳିଙ୍ଗନଗର ୧୯ା୭ (ଡି.ଏନ୍.ଏ.):ବର୍ଷା ଭିଜା ରାତିରେ ଆଶ୍ରୟ ଦେବାକୁ ଡାକି ନେଇ ଜଣେ ଆଦିବାସୀ ନାବାଳିକା(୧୫)ଙ୍କୁ ବଳାତ୍କାର କରାଯାଇଛି। ତେବେ ଗଣବଳାତ୍କାରରୁ ବର୍ତ୍ତିବା ପାଇଁ ନାବାଳିକା ଜଣକ…
ବଡ଼ସାହି,୧୮ା୭- ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଚକମାଧପୁର ଗ୍ରାମର ଦାସ ମୁର୍ମୁଙ୍କ ପୁଅ ରଣଜିତ (୩୬)ଙ୍କର ସନ୍ଦହହଜନକ ମୃତ୍ୟୁ ହୋଇଛି। ସୋମବାର ସକାଳେ ବିଛଣାରୁ ଉଠିବା…
ନୀଳଗିରି, ୧୮।୭(ସ୍ବ.ପ୍ର.)-ଶ୍ରାବଣର ପ୍ରଥମ ସୋମବାର ଉତ୍ତର ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାଲେଶ୍ୱର ଜିଲା ନୀଳଗିରି ନିକଟ ବାବା ପଞ୍ଚଲିଙ୍ଗେଶ୍ୱରଠାରେ ହଜାର ହଜାର କାଉଡିଆ ଜଳାଭିଷେକ କରିଛନ୍ତି।…
ଭବାନୀପାଟଣା,୧୮।୭ (ସ୍ବ.ପ୍ର.): ସୋମବାର ରାଷ୍ଟ୍ରପତି ନିର୍ବାଚନ ନେଇ ମତଦାନ ହୋଇଯାଇଛି। ଅସୁସ୍ଥ ଥିବା ସତ୍ତ୍ୱେ ଦିଲ୍ଲୀର ଗୁରଗାଓଁରୁ ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ…
ଯାଜପୁର ଅଫିସ, ୧୮।୭: ସ୍କୁଲ ଛୁଆଙ୍କୁ କାମ କରାଇବାର ଭିଡିଓ ଭାଇରାଲ ହେବା ପରେ ପ୍ରଧାନ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯାଜପୁର ଜିଲା ବାହାଦୁରନଗର…
କଟକ ଅଫିସ, ୧୮।୭(ବ୍ୟୁରୋ): ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଟକ ଚେଦ୍ବାର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଭୋଟ ଦେଇଛନ୍ତି। ଭୋଟ ଦେଇ ମୋକିମ୍ କହିଛନ୍ତି,…
ଢେଙ୍କାନାଳ ଅଫିସ, ୧୮।୭ - ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ‘ବ୍ରାହ୍ମଣୀ’ ବିପଦରେ। ନଦୀ ତଟବର୍ତ୍ତୀ ଅଞ୍ଚଳରେ ଗଢ଼ି ଉଠିଥିବା କଳକାରଖାନାର ବର୍ଜ୍ୟଜଳ ଏହାର ପାଣିକୁ ଅତିମାତ୍ରାରେ…
ବଇଣ୍ଡା,୧୮।୭(ଡି.ଏନ.ଏ.) - ବର୍ଷାଦିନେ ପ୍ରାଣୀଧନଙ୍କ ଠାରେ ବ୍ୟାପୁଛି ବିଭିନ୍ନ ସଂକ୍ରାମକ ରୋଗ। ହେଲେ ଚିକିତ୍ସା ପାଇଁ ନା ଅଛନ୍ତି ଚିକିତ୍ସକ ନା ଅଛି ଚିକିତ୍ସାକେନ୍ଦ୍ର। ୫୫ନଂ. ଜାତୀୟ…