ଆମ ଜିଲା ଖବର

ପାଚେରି ଡେଇଁ ବାହାରକୁ ଆସିଲା ସିଂହ ଛୁଆ

ବାରଙ୍ଗ,୮।୧୨(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବିବାଦର ପିଛା ଛାଡୁ ନ ଥିବାବେଳେ ଏବେ ପୁଣି ଏକ ନୂଆ ବିବାଦରେ ଛନ୍ଦି ହୋଇଯାଇଛି। ବୁଧବାର ଲାଳନପାଳନ କେନ୍ଦ୍ରରେ ରହି…

4 years ago

ବରୁଣେଇରେ ପାଇକ ସମାବେଶ

ଖୋର୍ଦ୍ଧା ଅଫିସ,୮ା୧୨: ପୁଣି ପାଇକ ମାଟିରେ ତେଜିଲା ଆନ୍ଦୋଳନ। ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା, ପାଇକ ରେଜିମେଣ୍ଟ ଗଠନ, ପାଇକବୀରଙ୍କୁ ପେନସନ୍‌ ବ୍ୟବସ୍ଥା, ସ୍ମାରକୀ…

4 years ago

ମଶାଧୂପରୁ ନିଆଁ ଲାଗି ମହିଳା ଗୁରୁତର

ପାଟଣା,୮ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ଅଙ୍କୁରା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା କ୍ରମରେ ବୁଧବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ମଶାଧୂପରୁ…

4 years ago

ମଧୁର ପାଣି ମାଛଚାଷ ଅପେକ୍ଷା ଚିଙ୍ଗୁଡ଼ି ଚାଷ ଅଧିକ

କେନ୍ଦ୍ରାପଡ଼ା ଅଫିସ, ୮ା୧୨: ଲୁଣି ମାଛ ରପ୍ତାନି କ୍ଷେତ୍ରରେ ଓଡ଼ିଶାର ଚାହିଦା ବଢ଼ିଛି। ଗତ ୧୦ବର୍ଷ ମଧ୍ୟରେ ଏହା ୭୪୭ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୧-୧୨ ଆର୍ଥିକ…

4 years ago

୧ କିଲୋମିଟରକୁ ଘଣ୍ଟାଏ ଲାଗୁଛି

କାଳିଆପାଣି,୮ା୧୨(ଡି.ଏନ.ଏ.): କାଳିଆପାଣି ଖଣି ଅଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ଅସମ୍ଭାଳ ହୋଇ ପଡ଼ିଛି। ଏଠାରେ ଚାଲିଚାଲି, ବାଇକ୍‌ରେ ଓ କିମ୍ବା କାର୍‌ରେ ଗୋଟିଏ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ…

4 years ago

ପଦ୍ମପୁର ଉପନିର୍ବାଚନ: ୯ମ ରାଉଣ୍ଡ ସୁଦ୍ଧା ଆଗରେ ଅଛନ୍ତି ବର୍ଷା

ବରଗଡ଼ ଅଫିସ,୮ା୧୨: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ୍‌ ଗଣତି ଗୁରୁବାର ସକାଳୁ ଆରମ୍ଭ ହୋଇଛି। ତେବେ ୯ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥିନୀ ବର୍ଷା ସିଂ…

4 years ago

‘ଦମନ’ ଦେଖିଲେ ସ୍ବାସ୍ଥ୍ୟକର୍ମୀ

ଅନୁଗୋଳ ଅଫିସ, ୮ା୧୨: ଓଡ଼ିଆ ସିନେ ଜଗତରେ ଚହଳ ସୃଷ୍ଟି କରିଥିବା ଚଳଚିତ୍ର ‘ଦମନ’ ଦେଖିଛନ୍ତି ଅନୁଗୋଳର ସ୍ବାସ୍ଥ୍ୟକର୍ମୀ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲା ସ୍ବାସ୍ଥ୍ୟ ଓ…

4 years ago

ଡିଇଇ ପରେ ଏବେ ଏଚ୍‌ଏସ୍‌ଇ

ଯାଜପୁର ଅଫିସ,୮ା୧୨: ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ବିଏଡ୍‌/ସିଟି ଡିଗ୍ରିଧାରୀ ଏବଂ ନକଲି ଆଦିବାସୀ ପ୍ରମାଣପତ୍ର ହାସଲ କରି ଶିକ୍ଷୟିତ୍ରୀ, ଶିକ୍ଷକ ନିଯୁକ୍ତି ପାଇବା ଏବେ ସାଧାରଣ…

4 years ago

ଧାନ ଖାଇବାକୁ ଆସି ଡଗଓ୍ବେଲ୍‌ରେ ଫସିଥିବା ୨ ହାତୀ ଉଦ୍ଧାର

ବାରିପଦା ଅଫିସ,୮।୧୨: ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ କାଠରୁମା (ଦେହୁରୀ ସାହି)ରେ ଏକ ଡଗ୍‌ୱେଲ ଭିତରେ ଖସି ପଡିଥିବା ଦୁଇଟି ହାତୀ ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଇଛନ୍ତି…

4 years ago

ବନ୍ତଳା ଅଞ୍ଚଳରେ ମାତିଛନ୍ତି ଡକାୟତ

ଅନୁଗୋଳ ଅଫିସ, ୮ା୧୨: ଅନୁଗୋଳ ଜିଲା ବନ୍ତଳା ଥାନା ଅଧୀନ ପୁରୁଣା କଟକ-ସମ୍ବଲପୁର ରୋଡ୍‌ରେ ଡକାୟତ ଗ୍ୟାଙ୍ଗ୍‌ ମାତିଛନ୍ତି। ବେଡ଼ା ବସଲା ଛକରେ ସେମାନେ ଗାଡ଼ି ଚାଳକଙ୍କୁ…

4 years ago