ଆମ ଜିଲା ଖବର

ଟଙ୍କା ପୈଠ କଲେ, ଖୋଳାଯାଉନି ଗଭୀର ନଳକୂପ

ବରଗଡ଼ ଅଫିସ୍‌,୨୨ା୩: ଅଣଜଳସେଚିତ ଅଞ୍ଚଳର ଜମିକୁ ପାଣି ମଡ଼ାଇ ଚାଷ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ରିହାତିରେ ଗଭୀର ନଳକୂପ ଖନନ ଯୋଜନା ହାତକୁ ନେଇଛନ୍ତି। ମାତ୍ର…

4 years ago

ସରକାରୀ ଯୋଜନାରେ ସାମିଲ କରିବ ‘ଆସ ଖୋଜିବା’

ନବରଙ୍ଗପୁର, ୨୨।୩(ବି.ପ୍ର.): ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶାନୁଯାୟୀ ମଙ୍ଗଳବାର ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

4 years ago

ଭୁଶୁଡ଼ିବାରେ ଲାଗିଛି ଆୟୁର୍ବେଦ ଚିକିତ୍ସା ଭିତ୍ତିଭୂମି

ସୁନାବେଡ଼ା/ସେମିଳିଗୁଡ଼ା, ନନ୍ଦପୁର, ୨୨।୩(ସ୍ବ.ପ୍ର./ଡି.ଏନ୍‌.ଏ.): ଦିନ ଥିଲା ଆୟୁର୍ବେଦ ଚିକିତ୍ସାକୁ ଅଧିକ ପ୍ରାଧାନ୍ୟ ମିଳୁଥିଲା। ଏବେ ଏଲୋପାଥି ଯୁଗରେ ଆୟୁର୍ବେଦ ଚିକିତ୍ସା ନିଜର ସ୍ଥିତି ହରାଇବାକୁ ବସିଲାଣି। ସରକାର…

4 years ago

ଗରୁଡ଼ବନ୍ଦୀକୁ ଫେରିଲା ଶାନ୍ତି

ଭୁବନ, ୨୨।୩(ଡି.ଏନ.ଏ.): ଢେଙ୍କାନାଳ ଜିଲା ଭୁବନ ଥାନା ବାଲିବୋ ପଞ୍ଚାୟତର ଗରୁଡ଼ବନ୍ଦୀ ଗ୍ରାମରେ ଲାଗି ରହିଥିବା ସବର୍ଣ୍ଣ-ଅସବର୍ଣ୍ଣ ବିବାଦର ସମାଧାନ ହୋଇଛି। ପ୍ରଶାସନିକ ହସ୍ତକ୍ଷେପ ପରେ ଦୁଇ…

4 years ago

ଭଡ଼ାଘର ପାଲଟୁଛି ଅପରାଧୀଙ୍କ ଆଡ୍ଡ଼ାସ୍ଥଳ

ବ୍ରହ୍ମପୁର ଅଫିସ,୨୨।୩: ବ୍ରହ୍ମପୁର ସହରରେ ଭଡ଼ା ଘରେ ବିଭିନ୍ନ ପ୍ରକାର ଅପରାଧ ଘଟିବା ସହ ଚୋରା ମଦ, ଗଞ୍ଜେଇ ଓ ଗୁଟ୍‌ଖା ଆଦି କାରବାର ଓ ଅନୈତିକ…

4 years ago

ଆୟୁଷ ଡାକ୍ତରଙ୍କୁ ଡିପିଏମ୍‌ଙ୍କ ଦୁର୍ବ୍ୟବହାର

ଫୁଲବାଣୀ ଅଫିସ, ୨୨।୩: ନବ ନିଯୁକ୍ତ ଆୟୁଷ ଷାକ୍ତରମାନଙ୍କୁ ଜାତୀୟ ସ୍ବାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌)ର ଜିଲା ପ୍ରୋଗ୍ରାମ ମ୍ୟାନେଜର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏ ନେଇ…

4 years ago

ହାତୀ ମୃତ୍ୟୁ ଚିନ୍ତାଜନକ

ଭଞ୍ଜନଗର,୨୨।୩(ଡି.ଏନ.ଏ.): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ମଙ୍ଗଳବାର ବିଶ୍ୱ ବନ ଦିବସ ସ୍ଥାନୀୟ ଲାଲସିଂ ନର୍ସରୀ ପରିସରରେ ପାଳିତ ହୋଇଯାଇଛି । ଏଥିରେ ଡ଼ିଏଫଓ ସୁଦର୍ଶନ…

4 years ago

ଘଣ୍ଟାଏ ବର୍ଷାରେ ସାହି ଜଳବନ୍ଦୀ

ବ୍ରହ୍ମପୁର ଅଫିସ,୨୨।୩: ପଶ୍ଚିମା ଝଡ ପ୍ରଭାବରେ ବ୍ରହ୍ମପୁରରେ ଗତ ୩ ଦିନ ଧରି ପାଗ ମେଘୁଆ ସାଙ୍ଗକୁ ସନ୍ଧ୍ୟାରୁ ରାତି ଯାଏ ବର୍ଷା ଲାଗି ରହୁଥିଲା। ପୂର୍ବାହ୍ନରୁ…

4 years ago

ଖାଣ୍ଡିଆଘାଇ ବ୍ରିଜ ନିର୍ମାଣରେ ଅନିୟମିତତା

ରୂପସା, ୨୨।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ନିର୍ମାଣାଧୀନ ଖାଣ୍ଡିଆଘାଇ ବ୍ରିଜର ସ୍ଥାୟିତ୍ୱ ନେଇ ଆଶଙ୍କା ଦେଖାଦେଇଛି। ନିମ୍ନମାନର ବାଲିରେ ବ୍ରିଜର କଲମ…

4 years ago

ଶିିକ୍ଷୟିତ୍ରୀଙ୍କୁ ବିଇଓଙ୍କ ଅଶ୍ଳୀଳ ଗାଳି

ସମ୍ବଲପୁର,୨୨ା୩(ବ୍ୟୁରୋ): ଶିକ୍ଷକଙ୍କୁ ସମାଜରେ ସ୍ବତନ୍ତ୍ର ସ୍ଥାନ ଦିଆଯାଏ। ଏପରି କି ମାର୍ଗଦର୍ଶକ, ଆଦର୍ଶ ଭଳି ଗ୍ରହଣ କରାଯାଇଥାଏ। ହେଲେ ସମ୍ବଲପୁର ଜିଲାରେ ଖୋଦ୍‌ ଶିକ୍ଷା ବିଭାଗର ଜଣେ…

4 years ago