କେନ୍ଦୁଝର,୧୪ା୩(ସ୍ବ.ପ୍ର.):କେନ୍ଦୁଝର ସଦର ବ୍ଲକ୍ ଦନାର୍ଦ୍ଦନପୁର ପଞ୍ଚାୟତ ଭାଲିଆଡ଼ିହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଶି ଜଣେ ନିଶାସକ୍ତ ଯୁବକ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀଙ୍କୁ ହାଣିବାକୁ ଗୋଡ଼ାଇଥିବା…
ଜଗନ୍ନାଥପ୍ରସାଦ,୧୩ା୩(ଡି.ଏନ୍.ଏ.)-ଜଗନ୍ନାଥପ୍ରସାଦ ପୋଲିସ ରବିବାର ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି। କାରଖାନାରେ ବେଆଇନ ସାମଗ୍ରୀ ରଖିବା ଅଭିଯୋଗରେ ମୋହନ ମଳିକଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି। ଗତ…
କରଞ୍ଜିଆ,୧୩ା୩: ଅନୁଗୋଳରୁ ଭାୟା ରାଇରଙ୍ଗପୁର ଦେଇ ବାରିପଦା ଯାଉଥିବା ଏକ ସରକାରୀ ବସ୍ରୁ ୨୩ କେଜି ଗଞ୍ଜେଇ ଜବତ ହୋଇଛି। ଯଶିପୁର ବସ୍ ଷ୍ଟାଣ୍ଡରୁ ପୋଲିସ ଏହି…
ବାଲେଶ୍ୱର ଅଫିସ,୧୩।୩: ବାଲେଶ୍ୱର ଆଇଟିଆଇ ଛକସ୍ଥିତ ଜଳସେଚନ ବିଭାଗ କାର୍ଯ୍ୟାଳୟର କ୍ୟାଶିୟର ପ୍ରଦୀପ କୁମାର ରାଉତ ସୋମବାର ସନ୍ଧ୍ୟାରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।…
ବାଲେଶ୍ୱର ଅଫିସ,୧୩।୩: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଆମ୍ବଡ଼ିହା ନିକଟ ବାହାଳ ପୋଷ୍ଟଅଫିସରେ ପୋଷ୍ଟମାଷ୍ଟର ସୁନୀଲ ପଣ୍ଡା ଅଧକୋଟିରୁ ଊଦ୍ଧର୍ବ ଟଙ୍କା ହେରଫେର କରିଥିବା ନେଇ ଗ୍ରାହକମାନେ…
ବ୍ରହ୍ମପୁର ଅଫିସ,୧୩ା୩: ବ୍ରହ୍ମପୁର ସ୍ବତନ୍ତ୍ର ଫାଷ୍ଟଟ୍ରାକ ଜଜ ଗଣେଶ୍ୱର ପତି ସୋମବାର ଜଣେ ନାବାଳିକାଙ୍କୁ ଅସଦାଚରଣ ସହ ହତ୍ୟା ଉଦ୍ୟମ ମାମଲାର ଶୁଣାଣି କରିଛନ୍ତି। ଉପଯୁକ୍ତ ପ୍ରମାଣ…
ମୋରଡ଼ା/ଗୋପବନ୍ଧୁ ନଗର,୧୩ା୩(ଡି.ଏନ.ଏ.): ମୋରଡ଼ା ତହସିଲ ଅଧୀନ ହଳଦୀପାଳର ଶୀର୍ଷାପାଳଠାରେ ଚୋରା ବାଲି ଚାଲାଣ କରୁଥିବା ଟ୍ରାକ୍ଟରକୁ ମୋରଡ଼ା ଓ ଚିତ୍ରଡା ଫାଣ୍ଡି ପୋଲିସ ଜବତ କରିଛି। ଏହି…
ପୁରୁଷୋତ୍ତମପୁର,୧୩ା୩(ଡି.ଏନ.ଏ.): ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ମଙ୍ଗଳାରଠାରୁ ଆରମ୍ଭ ହେବ। ଚୈତ୍ର ମାସରେ ପଡ଼ୁଥିବା ୪ଟି ମଙ୍ଗଳବାରରେ ମା’ଙ୍କ ସ୍ବତନ୍ତ୍ର ରୀତିନୀତି…
କଟକ ୧୩।୩: ଶାରଦା ଚିଟ୍ଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶିକା ଦେବଯାନୀ ମୁଖାର୍ଜୀଙ୍କ ଜାମିନ ଆବେଦନ ସୋମବାର ଖାରଜ ହୋଇଯାଇଛି। ଓଡ଼ିଶା ହାଇକୋର୍ଟ ଦେବଯାନୀଙ୍କ ଜାମିନ ଆବେଦନ ଖାରଜ…
ଫୁଲବାଣୀ ଅଫିସ, ୧୩।୩: ବେକରେ ରଶି ଲଗାଇ ଝୁଲିପଡ଼ିଲେ କନ୍ଷ୍ଟେବଲ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲା ଟିକାବାଲି ଥାନା ଅଞ୍ଚଳରେ। ମୃତ କନ୍ଷ୍ଟେବଲ ଶ୍ରୀନିବାସ…