ଆମ ଜିଲା ଖବର

ଉନ୍ନତୀକରଣ କାର୍ଯ୍ୟ ଆରମ୍ଭରୁ ଲୁଟ୍‌

ଦଶରଥପୁର,୨୨ା୧୨(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତୀକରଣ କରାଯାଉଛି। ଏଥିପାଇଁ ସରକାର ୮ କୋଟି ୪୭ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି। ମାତ୍ର…

4 years ago

ଆକାଶଙ୍କ ସକ୍ରିୟତାକୁ ନେଇ ଚର୍ଚ୍ଚା

ରସୁଲପୁର,୨୨ା୧୨(ଡି.ଏନ.ଏ.): ଯାଜପୁର ଜିଲା କୋରେଇ ନିର୍ବାଚନମଣ୍ଡଳୀ ଅଧୀନ ରସୁଲପୁର ବ୍ଲକର ବାହାଦଲାପୁର, ମୁଗୁପାଳ, ନରସିଂହପୁର ପଞ୍ଚାୟତର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ।…

4 years ago

କୁଲେଇରେ ୫୨ ହାତୀ

ପରଜଙ୍ଗ, ୨୨।୧୨(ଡି.ଏନ.ଏ.): କିଛିଦିନର ବ୍ୟବଧାନ ପରେ ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ କୁଲେଇ ଗ୍ରାମରେ ହାତୀ ଆତଙ୍କ ଦେଖାଦେଇଛି। ତାଳଚେର ଅଞ୍ଚଳରୁ ବ୍ରାହ୍ମଣୀ ନଦୀ…

4 years ago

ବାଇକ୍‌ ସହ ପୋଲ ତଳକୁ ଖସିପଡ଼ିଲେ, ଚାଲିଗଲା ଜୀବନ ଗଲା

ପାଟଣା,୨୨ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ମାଛଗଡ଼ ସାହାରପଡ଼ା ରାସ୍ତାର ପଇତାମଜା ନିକଟରେ ଏକ ପୋଲ ତଳକୁ ଖସି ପଡ଼ି ଜଣେ ୪୬ ବର୍ଷୀୟ ବାଇକ ଆରୋହୀଙ୍କ ଜୀବନ ଯାଇଛି।…

4 years ago

ସର୍ବକନିଷ୍ଠ ବର୍ଗରେ ଢେଙ୍କାନାଳର ରାଜଶ୍ରୀ ମିସ୍‌ ଓଡ଼ିଶା

ଢେଙ୍କାନାଳ ଅଫିସ୍‌, ୨୨।୧୨: ରାଉରକେଲାର ସାମାଜିକ ଅନୁଷ୍ଠାନ ‘ସାଇନିଂ ରକର୍ସ’ର ୫ମ ବାର୍ଷିକ ଉତ୍ସବ ତଥା ‘ଓଡ଼ିଶା ସାଇନିଂ ଆଇକନ ସିଜିନ-୫’ର ସର୍ବକନିଷ୍ଠ ବର୍ଗରେ ଢେଙ୍କାନାଳର ରାଜଶ୍ରୀ…

4 years ago

ଶ୍ରେଣୀଠାରୁ ଶ୍ରେଣୀଗୃହ ସଂଖ୍ୟା ଅଧିକ, ହେଲେ ଶିକ୍ଷାଦାନ କରିବାକୁ ନାହାନ୍ତି ଶିକ୍ଷକ

ବଇଣ୍ଡା, ୨୨ା୧୨ (ଡି.ଏନ.ଏ.): ନିର୍ମାଣ ହୋଇଛି ବିଦ୍ୟାଳୟର ନୂତନ କୋଠା। ଶ୍ରେଣୀଠାରୁ ଅଧିକ ଅଛି ଶ୍ରେଣୀଗୃହ ସଂଖ୍ୟା। ହେଲେ ଶିକ୍ଷାର୍ଥୀଙ୍କୁ ଶିକ୍ଷାଦାନ କରିବାକୁ ନାହାନ୍ତି ଆବଶ୍ୟକ ସଂଖ୍ୟକ…

4 years ago

ଚକ୍‌ ଖଡ଼ିରେ ସୂକ୍ଷ୍ମ ଲାଇଟ୍‌ହାଉସ୍‌ ନିର୍ମାଣ କରିଛନ୍ତି ବିଜୟ କୁମାର

ଗୋପାଳପୁର,୨୨ା୧୨(ଡି.ଏନ.ଏ.): ସହର ଉପକଣ୍ଠସ୍ଥ ଶୀତାଳପଲ୍ଲୀସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଛାତ୍ର ତଥା ଇମାଜିକ୍ସ କ୍ଲବର ସଦସ୍ୟ କେ. ବିଜୟ କୁମାର ରେଡ଼ି ଗୋପାଳପୁର ବେଳାଭୂମି ମହୋତ୍ସବ…

4 years ago

ବିନା ଟେଣ୍ଡରରେ ଆସୁଛି ନଡ଼ିଆ ଚାରା

ଛତ୍ରପୁର,୨୧ା୧୨(ଡି.ଏନ.ଏ): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଉଦ୍ୟାନ ବିଭାଗ ସହକାରୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ବିନା ଟେଣ୍ଡରରେ ଆନ୍ଧ୍ରପ୍ରଦେଶରୁ ଟ୍ରକ ମାଧ୍ୟମରେ ନଡିଆ ଚାରା ଅଣାଯାଉଥିବା ଅଭିଯୋଗ ହୋଇଛି, ଯାହାକି…

4 years ago

ସ୍ବଚ୍ଛତା କ୍ଷେତ୍ରରେ ଜାତୀୟ ପୁରସ୍କାର ପାଇଲେ ସସ୍ମିତା

ଭଦ୍ରକ ଅଫିସ, ୨୨ା୧୨: ପରିମଳ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଇଣ୍ଡିଆ ସାନିଟେସନ କୋଆଲିସନ ପକ୍ଷରୁ ସ୍ବଚ୍ଛତା ପରିବର୍ତ୍ତନକାରୀ ମହିଳା-୨୦୨୨ ଜାତୀୟ ପୁରସ୍କାର ପାଇଇନ୍ତି ଭଦ୍ରକ ପୌରପାଳିକା…

4 years ago

ଅବହେଳିତ କେଶରୀ କୁଣ୍ଡ: ପର୍ଯ୍ୟଟନ ସ୍ଥଳ ମାନ୍ୟତା ପାଇ ବି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନି

ଚମ୍ପୁଆ,୨୨ା୧୨(ଡି.ଏନ.ଏ.): ଅବହେଳିତ ଅବସ୍ଥାରେ ରହିଛି ପର୍ଯ୍ୟଟନ ସ୍ଥଳୀ କେଶରୀ କୁଣ୍ଡ। ୨୪ ବର୍ଷ ହେଲା ପର୍ଯ୍ୟଟନ ସ୍ଥଳର ମାନ୍ୟତା ଲାଭ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ଭଲ…

4 years ago