ଆମ ଜିଲା ଖବର

ବୁଡ଼ିଲା ଡଙ୍ଗା: ୩ ମହିଳାଙ୍କ ସହ ଜଣେ ଶିଶୁ ନିଖୋଜ

କୋରାପୁଟ,୧୩।୪(ସ୍ବ.ପ୍ର.): କୋରାପୁଟ ଜିଲା ସେମିଲିଗୁଡ଼ା ଥାନା ଅଧୀନ ରାଜପୁଟ ପଞ୍ଚାୟତ ପୋଡ଼ଗଡ଼ ଡଙ୍ଗାଘାଟ କୋଲାବ ଜଳଭଣ୍ଡାରରେ ଗୁରୁବାର ଅପରାହ୍ନରେ ଏକ ଅଘଟଣ ଘଟିଛି। ଏକ ଦେଶୀ ଡଙ୍ଗା…

3 years ago

ମେ ୬ରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ

ବରଗଡ଼ ଅଫିସ, ୧୩।୪: ବରଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଗୁରୁବାର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମୋନିଷା…

3 years ago

ସୋରଡ଼ାରେ ରାସ୍ତାଘାଟ ଶୂନ୍‌ଶାନ୍‌

ସୋରଡ଼ା,୧୩ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପୂର୍ବାହ୍ନ ୧୧ଟାରୁ ରାସ୍ତାଘାଟ,ବଜାର,ସରକାରୀ ଅଫିସ, ବ୍ୟବସାୟ ପ୍ରତିଷ୍ଠାନ ସବୁ ଶୂନ୍‌ଶାନ ହୋଇଯାଉଛି। କିନ୍ତୁ…

3 years ago

ଦୁଇ ନାବାଳିକା ଭଉଣୀଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର ଅଫିସ,୧୩ା୪: ସ୍ବତନ୍ତ୍ର ଫାଷ୍ଟଟ୍ରାକ୍‌ କୋର୍ଟ ଜଜ୍‌ ଗଣେଶ୍ୱର ପତି ଗୁରୁବାର ଦଳିତ ବର୍ଗର ଦୁଇଜଣ ନାବାଳିକା ଭଉଣୀଙ୍କୁ ବଳାତ୍କାର କରିବା ମାମଲାର ଚୂଡାନ୍ତ ରାୟ ପ୍ରକାଶ…

3 years ago

ଦୁଇ ଶ୍ରମିକ ପୋଡ଼ି ଗୁରୁତର ଘଟଣା: କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କୁ ଭେଟିଲା ଶ୍ରମିକ ସଂଘ

ଭଦ୍ରକ ଅଫିସ,୧୩ା୪: ଭଦ୍ରକ ରାନ୍ଦିଆ ଫେକର କମ୍ପାନୀରେ ଦୁଇ ଶ୍ରମିକ ପୋଡ଼ି ଗୁରୁତର ଘଟଣାରେ ତଦନ୍ତ କରି ଅବହେଳା କରିଥିବା ଅଫିସରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରମିକ…

3 years ago

ଚନ୍ଦନକାଠ ଚୋରା ଚାଲାଣ, ଜଣେ ଅଟକ

ପଟାଙ୍ଗି,୧୩ା୪(ଡି.ଏନ୍‌.ଏ.): ଛତିଶଗଡ଼ ରାଜ୍ୟରୁ ଓଡ଼ିଶାର ଜୟପୁର, କୋରାପୁଟ, ସୁନାବେଡ଼ା, ଶେମିଳିଗୁଡ଼ା ଓ ପଟ୍ଟାଙ୍ଗି ଦେଇ ଯାଇଥିବା ଜାତୀୟ ରାଜପଥ ପଡ଼ୋଶୀ ଆନ୍ଧ୍ର ରାଜ୍ୟକୁ ସଂଯୋଗ କରିଥାଏ। ଉକ୍ତ…

3 years ago

କୋର୍ଟ ଆଦେଶକୁ ଅବମାନନା କରି ପଳାତକ ଘୋଷିତ ହୋଇଥିଲେ, ୨ ହତ୍ୟା ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ କଲା ପୋଲିସ

ବେଗୁନିଆପଡ଼ା,୧୩ା୪(ଡି.ଏନ୍‌.ଏ.): ପୋଲିସ ହାତରେ ଧରା ଦେଲେନି, କୋର୍ଟକୁ ବି ଅବମାନନା କଲେ। ଶେଷରେ ଜବତ ହେଲା ଅପରାଧୀଙ୍କ ସମ୍ପତ୍ତି। ଏଭଳି ଏକ ଖବର ସାମ୍ନାକୁ ଆସିଛି ଗଞ୍ଜାମ…

3 years ago

ବିଭିନ୍ନ ଦାବିରେ ଶ୍ରମିକଙ୍କ ଆନ୍ଦୋଳନ

ଛତ୍ରପୁର,୧୩ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆଇଆର୍‌ଇ କମ୍ପାନୀ ପରିସରରେ ଥିବା ରିପ୍‌ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଲାଗି ରହିଛି। ଏହି ଦାବି…

3 years ago

ଛାତ୍ରୀଙ୍କୁ ଅପହରଣ ସହ ବଳାତ୍କାର ମାମଲା: ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୩ା୪: ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ପ୍ରଭାତ କୁମାର ରାଜଗୁରୁ ଜନୈକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ପ୍ରମାଣ ଅଭାବରୁ…

3 years ago

ଝାରସୁଗୁଡା ଉପନିର୍ବାଚନ: ଆଜିଠୁ ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ମେ’୧୦ରେ ଝାରସୁଗୁଡା ବିଧାନସଭା ଉପନିର୍ବାଚନ। ଏନେଇ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ତେବେ ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ ଆଜିଠାରୁ ନାମାଙ୍କନପତ୍ର…

3 years ago