ନିଶ୍ଚିନ୍ତକୋଇଲି, ୨୧।୨(ସ୍ବ.ପ୍ର.): ଅଧିକ ଯୌତୁକ ଦାବିରେ ବଧୂଙ୍କୁ ଶାଶୁ ଘର ଲୋକ ବିଭିନ୍ନ ନିର୍ଯାତନା ଦେବା ସହ ମାରି ଟାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି…
ଢେଙ୍କାନାଳ ଅଫିସ, ୧୦।୨: ଓଡ଼ିଶାର ଶିମିଳିପାଳ ପରେ ହାତୀସଂଖ୍ୟାରେ ଦ୍ୱିତୀୟ ସ୍ଥାନରେ ରହିଛି ଢେଙ୍କାନାଳ। ଏଠାରେ ହାତୀ-ମଣିଷ ସଂଘର୍ଷ ମଧ୍ୟ କିଛି କମ୍ ନୁହେଁ। ଗଜ ଉପଦ୍ରବ…
ଅନୁଗୋଳ ଅଫିସ, ୨୧ା୨: ଜାତୀୟସ୍ତରରେ ହେବାକୁ ଥିବା ବ୍ୟାଡମିଣ୍ଟନ ପ୍ରତିଯୋଗିତା ନିମନ୍ତେ ଅନୁଗୋଳ ଜିଲାରୁ ୪ଜଣ ଖେଳାଳି ମନୋନୀତ ହୋଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ଅନୁଗୋଳରେ…
ଛେଣ୍ଡିପଦା,୨୧ା୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ରାଇଝରଣ ପଞ୍ଚାୟତର ରାଇଝରଣ, କାଉଁଶିିପ, ଗୋଳାଗାଡିଆ, ଧୋବାମଳିହା ଗ୍ରାମବାସୀ ନାଲ୍କୋ ପାଇଁ କୋଇଲା ଖନନ କରୁଥିବା ଘରୋଇ କମ୍ପାନୀରେ ନିଯୁକ୍ତି,…
ଭଦ୍ରକ ଅଫିସ, ୨୧।୨: ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକ ପରିବାର ଆମରଣ ଅନଶନରେ ବସିଛନ୍ତି। ବିନା କବଲାରେ ଜମି ମାଲିକଙ୍କ ଅଗୋଚରରେ ଅନ୍ୟ ବ୍ୟକ୍ତିଙ୍କ ନାମକୁ…
ଫୁଲବାଣୀ ଅଫିସ, ୨୧ା୨: ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଘଟଣାରେ ଫୁଲବାଣୀ ଅତିରିକ୍ତ ଜିଲା ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସିତ କୁମାର ବେହେରା…
ପଟ୍ଟାଙ୍ଗି,୨୧ା୨(ଡି.ଏନ୍.ଏ.):ଶିକ୍ଷା ହିଁ ମଣିଷ ଜୀବନରେ ସର୍ବଶ୍ରେଷ୍ଠ ଆବଶ୍ୟକତା। ଶିକ୍ଷା ମଣିଷର ସାମାଜିକ ଓ ମାନସିକ ବିକାଶ ଘଟାଇଥାଏ । ଶିକ୍ଷାର ଉନ୍ନତି ଲାଗି ସରକାର ଅନେକ ପଦକ୍ଷେପ…
ତେନ୍ତୁଳିଖୁଣ୍ଟି, ୨୧।୨(ଡି.ଏନ୍.ଏ.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକରେ ସୋମବାର ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ. କମଳ ଲୋଚନ ମିଶ୍ର, ଜିଲା ପରିଷଦ ମୁଖ୍ୟ…
ରାୟଗଡ଼ା,୨୧ା୨(ସ୍ବ.ପ୍ର.):ଅନୁସୂଚିତ ଜାତି ଓ ଜନଜାତିଙ୍କ ଶିକ୍ଷା କ୍ଷେତ୍ରରେ ଜିଲା ମଙ୍ଗଳ ବିଭାଗ ସହାୟକ ହୋଇଥାଏ ା ହେଲେ ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଏହି ବିଭାଗର ଛାତ୍ରାବାସ…
ପାରଳାଖେମୁଣ୍ଡି:୨୧।୨(ଡି.ଏନ୍.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଉପଖଣ୍ଡ ଯାଜପୁର ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମୋହନା ବିଡିଓଙ୍କ ସରକାରୀ ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ…