ଆମ ଜିଲା ଖବର

ମହିଳା ଗ୍ରୁପ୍‌ ଟଙ୍କା ନେଇ ଯୁବକ ଫେରାର

ଡୁଙ୍ଗୁରିପାଲି,୮।୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଦିଗଶିରା ଗ୍ରାମର ଜଣେ ଯୁବକ ୨୦ ଜଣ ମହିଳା ଅର୍ଥ ଲଗାଣକାରୀ ସଂସ୍ଥାରୁ ପାଇଥିବା ଗ୍ରୁପ ଟଙ୍କା…

3 years ago

ବାରିପଦାରେ ନୂଆ କୋର୍ଟ ବିଲ୍ଡିଂର ଶିଳାନ୍ୟାସ

ବାରିପଦା,୮।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ) ବାରିପଦା ମୁର୍ଗାବାଡିଠାରେ ଜିଲା ଓ ଦୌରାଜଜ୍‌ଙ୍କ ଅଦାଲତର ନୂଆ କୋର୍ଟ ବିଲ୍ଡିଂର ଶିଳାନ୍ୟାସ ହୋଇଛି । ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ ମାଧ୍ୟମରେ ଓଡିଶା…

3 years ago

ବସ୍ତା-ବାଲିଆପାଳ ରାସ୍ତାରେ ସିରିଜ ଦୁର୍ଘଟଣା

ବସ୍ତା,୮।୭(ହରିଶଙ୍କର ପାଢୀ) ବସ୍ତା ଥାନା ଅନ୍ତର୍ଗତ ଗାନ୍ଧିଛକ-ବାଲିଆପାଳ ମୁଖ୍ୟ ରାସ୍ତା୍‌ର ପେଜଗଳା ବ୍ରିଜ ନିକଟରେ ସିରିଜ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି।…

3 years ago

ଇନ୍ଦ୍ରାବତୀରୁ ଆରମ୍ଭ ହେଲା ଜଳ ଯୋଗାଣ

ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ କିିିଛି ଦିନ ହେଲା ଖରିଫ ଚାଷ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷୀମାନେ ପାଣି…

3 years ago

ବିଡିଓଙ୍କୁ ଗ୍ରାମବାସୀଙ୍କ ଫେରାଦ

ଭେଡ଼େନ,୮ା୭ (ସୁଦନ ମହାକୁର ): ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଉଦେପୁର ଗ୍ରାମର ମୁଡ଼ାବନ୍ଧ ପୋଖରୀ ଉନ୍ନତୀକରଣରେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ…

3 years ago

ରାଶନ କାର୍ଡରୁ ରୋଜଗାର କରୁଛନ୍ତି ସରପଞ୍ଚ

ନୟାଗଡ଼ ଅଫିସ,୮।୭: ନୟାଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ କୋଡିନେଶନ ଆଣ୍ଡ ମନିଟରିଂ କମିଟି(ଦିଶା)ର ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ କଟକ…

3 years ago

ପିଲାଙ୍କ ପଢ଼ା ବହି ବିକ୍ରିକୁ ଅଟକାଇଲେ ଲୋକେ

ନୂଆଗଁା, ୮ା୭ (ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗଁା ବ୍ଲକ ସରକାରୀ କାଚପଲ୍ଲୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରୁ ଶୁକ୍ରବାର ଶିକ୍ଷୟିତ୍ରୀ ପିଲାଙ୍କ ପଢ଼ା ବହି ବିକ୍ରି କରୁଥିଲେ।…

3 years ago

ନୀଳମାଧବ ପୀଠ ବିକାଶ ପ୍ରକଳ୍ପର ସମୀକ୍ଷା କଲେ ସଚିବ

ଖଣ୍ଡପଡ଼ା,୮ା୭(ଅଜୟ କୁମାର ମହାରଣା): ରାଜ୍ୟ ସରକାରଙ୍କ ପକ୍ଷରୁ ନୀଳମାଧବ ପୀଠ ବିକାଶ ପ୍ରକଳ୍ପ ପାଇଁ ୧୦୦ କୋଟି ଟଙ୍କାର ଅନୁଦାନ ମଞ୍ଜର କରାଯାଇ କାର୍ଯ୍ୟ ଚାଲୁ ରହିଛି।…

3 years ago

ନୃସିଂହଙ୍କ ଉପରେ ରାଜ୍ୟ ନେତୃତ୍ୱଙ୍କ ଆସ୍ଥା

ଢେଙ୍କାନାଳ/ପରଜଙ୍ଗ, ୮।୭(ରତନ ନାୟାର/ନିଗମାନନ୍ଦ ଦଳବେହେରା): ସବୁ କଳ୍ପନା ଜଳ୍ପନାର ଅନ୍ତଘଟିଛି। ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଢେଙ୍କାନାଳ ଜିଲା ବିଜେଡି ସଭାପତି ଭାବେ…

3 years ago

ଥଇଥାନ ହେବେ ଅସହାୟ ଭଉଣୀ-ଭାଇ

ଅନୁଗୋଳ,୮ା୭(ଅମିତ କୁମାର ସାମଲ): କିଶୋରନଗର ବ୍ଲକ ଧଉରାପାଲି ପଞ୍ଚାୟତସ୍ଥିତ ବଏଜା ଗ୍ରାମର ମାତାପିତାହୀନ ଭଉଣୀ-ଭାଇଙ୍କ ଥଇଥାନ ବ୍ୟବସ୍ଥା କରାଯିବ। ଶୁକ୍ରବାର ଅନୁଗୋଳ ଜିଲା ଶିଶୁ ସୁରକ୍ଷା ଅଧିକାରୀ…

3 years ago