ଆମ ଜିଲା ଖବର

ବାସହରା ହେଲେ ଅନାଥ ଭଉଣୀଭାଇ

ମୋରଡ଼ା, ୮।୫ (ଡି.ଏନ.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ରାସଗୋବିନ୍ଦପୁର ଏବଂ ବେତନଟି ରେଞ୍ଜ୍‌ ଅଞ୍ଚଳରେ ବର୍ଷତମାମ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ବହୁ ଧନଜୀବନ…

3 years ago

ମହତିପୁର-ଚରମ୍ପା ରାସ୍ତା ନିର୍ମାଣରେ ଅନିଶ୍ଚିତତା

ଖଇରା,୮।୫(ଡି.ଏନ୍‌.ଏ.): ବାଲେଶ୍ୱରରୁ ଭଦ୍ରକ ଜିଲାକୁ ସଂଯୋଗ କରୁଥିବା ମହତିପୁର-ଚରମ୍ପା ଭାୟା ବାରାପୁର ରାସ୍ତା ନିର୍ମାଣ ୬ମାସ ଧରି ଦ୍ରୁତଗତିରେ ଚାଲିବା ପରେ ଏବେ ଏହାର ଗତି ମନ୍ଥର…

3 years ago

ବିନା ଏସ୍‌ଏମ୍‌ସିରେ ଉଠୁଛି ଅନୁଦାନ

ଆନନ୍ଦପୁର,୮।୫(ସ୍ବ.ପ୍ର.): ୫-ଟି ବ୍ୟବସ୍ଥାରେ ବିଦ୍ୟାଳୟ ପ୍ରତି ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରିବା, ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି ଓ ପିଲାମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ପାଇଁ ସରକାର କୋଟିରୁ…

3 years ago

ଡ୍ରେନ୍‌ ପାର୍ଶ୍ୱରେ ମୁକ୍ତାକାଶ ଜିମ୍‌, ଲୋକଙ୍କ ଅସନ୍ତୋଷ

ବ୍ରହ୍ମପୁର ଅଫିସ,୮ା୫: ବ୍ରହ୍ମପୁର ମହାନଗର ନିଗମ(ବିଇଏମ୍‌ସି) ପକ୍ଷରୁ ସହରର ସୌନ୍ଦର୍ଯ୍ୟକରଣ ଓ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି। କିନ୍ତୁ କେତେକ କାର୍ଯ୍ୟ ଠିକ…

3 years ago

ଅଧାରୁ ପାଠ ଛାଡୁଛନ୍ତି ଛାତ୍ରୀଛାତ୍ର

ଫୁଲବାଣୀ ଅଫିସ,୮ା୫: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ଉଚ୍ଚ ବିଦ୍ୟାଳୟ ନାହିଁ। ବଣ ପାହାଡ଼ ଘେରା ଏହି ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ…

3 years ago

ବାଲ୍ୟ ବିବାହ ରୋକିବାରେ ପ୍ରଶାସନ ବିଫଳ

ଭାପୁର,୮ା୫(ଡି.ଏନ.ଏ.): ସମାଜରେ ବାଲ୍ୟ ବିବାହ ଏକ ଧର୍ତ୍ତବ୍ୟ ଅପରାଧ ହୋଇଥିବା ବେଳେ ସଚେତନତାର ଅଭାବ ଯୋଗୁ ଅଦ୍ୟାବଧି ଏଭଳି ସାମାଜିକ ବ୍ୟାଧି ଜାରି ରହିଛି। ଭାପୁରକୁ ଏକ…

3 years ago

ଚାଷୀଙ୍କ କାମରେ ଲାଗୁନି ପାଣି ପଞ୍ଚାୟତ ଯୋଜନା

ଖଣ୍ଡପଡ଼ା,୮ା୫(ସ୍ବ.ପ୍ର.): କୃଷକମାନଙ୍କ ଆର୍ଥତ୍କ ଏବଂ ସାମାଜିକ ସ୍ଥିତିର ଉନ୍ନତି ସହ କୃଷି ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ବିଭିନ୍ନ ଅଞ୍ଚଳରେ ଥିବା ଉଠା ଜଳସେଚନ ପଏଣ୍ଟଗୁଡ଼ିକୁ ପାଣି ପଞ୍ଚାୟତକୁ…

3 years ago

ଅଭାବ ଅନଟନରେ ବିଡ଼ି ଶ୍ରମିକ

ନୟାଗଡ଼ ଅଫିସ,୮ା୫: ନୟାଗଡ଼ ଜିଲାର ବିଡ଼ି ଶ୍ରମିକମାନେ ଆର୍ଥିକ ଅନଟନରେ ଛନ୍ଦି ହୋଇ ଦୁଃଖଦ ଜୀବନଯାପନ କରୁଛନ୍ତି। ସ୍ବାସ୍ଥ୍ୟସେବା ମିଳୁ ନ ଥିବାବେଳେ ଶ୍ରମ ଆଇନରେ ପରିବର୍ତ୍ତନ…

3 years ago

ପାନୀୟ ଜଳ ପାଇଁ ଡହଳବିକଳ ଲୋକେ

ପଟ୍ଟାମୁଣ୍ଡାଇ,୮ା୫(ସ୍ବ.ପ୍ର.): ଅସହ୍ୟ ତାତି ସାଙ୍ଗକୁ ପାଣି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି। ସ୍ଥିତି ଏମିତି ଯେ ସବୁଠି ପାଣି ପାଇଁ ହାହାକାର ସ୍ଥିତି ଉପୁଜିଲାଣି। କେନ୍ଦ୍ରାପଡ଼ା ଜିଲା…

3 years ago

ସ୍ଲୁଇସ୍‌ଗେଟ୍‌ ଆବଶ୍ୟକ: ଚାଲିଛି ସଫେଇ କାର୍ଯ୍ୟ

ନାଉଗାଁ ,୮ା୫(ସ୍ବ.ପ୍ର.):ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ ଓଷକଣା ପଞ୍ଚାୟତର ଅଙ୍ଗେଶ୍ୱରପଡ଼ାରୁ ଗୋଳାନଦୀ ବାହାରିଛି। ଏହା ଗାରୋଇସ୍ଥିତ ଦେବୀନଦୀରେ ମିଶିଛି। ଚଳିତ ବର୍ଷ ଜଳସେଚନ ବିଭାଗ ତରଫରୁ ଗୋଳାନଦୀର…

3 years ago