ଆମ ଜିଲା ଖବର

ମିଠା ଦୋକାନ ସିଲ୍‌

କେନ୍ଦୁଝର,୧୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜାମୁହତା ଛକ ନିକଟରେ ଥିବା ଗୀତାଞ୍ଜଳି ମିଠା ଦୋକାନକୁ ବୁଧବାର ପୌରପାଳିକା ପକ୍ଷରୁ ସିଲ୍‌ କରି ଦିଆଯାଇଛି। ଟ୍ରେଡ୍‌ ଲାଇସେନ୍ସ…

3 years ago

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌

କେନ୍ଦୁଝର,୧୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଜଜ୍‌ ଶୁଭଶ୍ରୀ ତ୍ରିପାଠୀ ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଜଣେ ୨୦ ବର୍ଷ ଯୁବକ…

3 years ago

ଟ୍ରକ୍‌ ପଛରେ ପିଟିଲା ଆମ୍ବୁଲାନ୍ସ, ୩ ଗୁରୁତର

କେନ୍ଦୁଝର,୧୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଜୀବନରେଖା (ଲାଇଫ୍‌ ଲାଇନ୍‌) କୁହାଯାଉଥିବା ଜାତୀୟ ରାଜପଥ ୨୦ ଏବେ ପାଲଟିଛି (ଡେଥ୍‌ ଲାଇନ) ମୃତ୍ୟୁରେଖା। ମଙ୍ଗଳବାର ବିଳମ୍ବିତ ରାତିରେ…

3 years ago

ବିଶ୍ୱ ଶିଶୁକନ୍ୟା ଦିବସ

ପୁରୀ,୧୧ା୧୦: ବିଶ୍ୱ ଶିଶୁକନ୍ୟା ଦିବସ ଉପଲକ୍ଷେ  ଭୋଳାନାଥ ବିଦ୍ୟାପୀଠ ପରିସରରେ ପୁରୀ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଚିତ୍ରାଙ୍କନ, ବକ୍ତୃତା ଓ ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।…

3 years ago

ନାବାଳକ ହତ୍ୟା ଘଟଣା: ପଲିଗ୍ରାଫ୍‌ ଟେଷ୍ଟରୁ ଅଭିଯୁକ୍ତ ଚିହ୍ନଟ

ବ୍ରହ୍ମପୁର,୧୧ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ନିମଖଣ୍ଡି ଥାନା ଅନ୍ତର୍ଗତ ଜଗଦଳପୁର ନିକଟ ବାଉରି କମାପଲ୍ଲୀରେ ଗତ ମେ’ ମାସରେ ଶିବ ଦାସ ନାମକ ଜଣେ ନାବାଳକ…

3 years ago

ରାଜନାପଲି ବିଦ୍ୟାଳୟ ଖୋଲିବାକୁ ଦାବି ନେଇ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ: ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବିପୁଳିଙ୍ଗି ପଞ୍ଚାୟତ ଅଧୀନ ରାଜନାପଲି ପ୍ରାଥମିକ ବିଦ୍ୟାଳୟଟି ୩ ବର୍ଷ ହେଲା ବନ୍ଦ ରହିଛି। ଏହାକୁ ପୁନଃ…

3 years ago

ନିରାମୟରେ ମିଳୁନି ସମସ୍ତ ପ୍ରକାର ଔଷଧ

ପଟ୍ଟାମୁଣ୍ଡାଇ,୧୧।୧୦(କଳ୍ପତରୁ ନାୟକ):  ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ଏବେ ଅବ୍ୟବସ୍ଥା ଓ ଅବହେଳାକୁ ନେଇ ଚର୍ଚ୍ଚାରେ। ଉନ୍ନତମାନର ସେବା ପ୍ରଦାନ ସମସ୍ୟାକୁ ନେଇ ଅଭିଯୋଗର ତାଲିକା ଲମ୍ବା…

3 years ago

ବିଦ୍ୟାଳୟ ମିଶ୍ରଣ ସମସ୍ୟା ଏବେ ବି ତୁଟିନି

କେନ୍ଦ୍ରାପଡ଼ା, ୧୧।୧୦(ଜଗନ୍ନାଥ ଧଳ): ପୂର୍ବରୁ ବିଦ୍ୟାଳୟ ମିଶ୍ରଣ ପ୍ରସଙ୍ଗ ପୁଣି ଥରେ ଆଗକୁ ଆସିଛି। ଶିକ୍ଷା ବିଭାଗର ଏହି ନିଷ୍ପତ୍ତି ଅଭିଭାବକଙ୍କ ଅସନ୍ତୋଷର କାରଣ ହୋଇଥିବା ବେଳେ…

3 years ago

ମା’ଙ୍କ ପାଇଁ ହଜିଯାଇଛି ନୀଳକଇଁ

ଯାଜପୁର,୧୧।୧୦(ହର୍ଷବର୍ଦ୍ଧନ ବେହେରା) : ପାର୍ବଣର ସାଜସଜ୍ଜା ଆରମ୍ଭ ହୋଇ ଯାଇଛି। ଶାରଦୀୟ ଦୁର୍ଗାପୂଜା ପାଇଁ ମେଢ଼ ନିର୍ମାଣ ହେବା ସହ ପ୍ରସ୍ତୁତି ଚାଲିଛି। ତେବେ ଏହି ଅବସରରେ…

3 years ago

ମହାକାଳପଡ଼ାରେ ତୁର୍କୀ ପକ୍ଷୀ ଚାଷ ପ୍ରତି ବଢୁଛି ଚାହିଦା

ମହାକାଳପଡ଼ା,୧୦।୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ତୁର୍କୀ ଚାଷ ପ୍ରତି ବେଶ୍‌ ଅନୁକୂଳ ବାତାବରଣ ରହିଛି। ବ୍ଲକର ସ୍ଥାନୀୟ ବଉଳକଣି ପଞ୍ଚାୟତର…

3 years ago