ଆମ ଜିଲା ଖବର

୪ ହାତୀ ଦାନ୍ତ ଜବତ: ୫ଗିରଫ

ବାରିପଦା,୨।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଯଶିପୁର ଅଞ୍ଚଳରେ ହାତୀ ଦାନ୍ତ ବିକ୍ରି ନିମନ୍ତେ ଡିଲ୍‌ ସମୟରେ ବନବିଭାଗ ଚଢ଼ାଉ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଛି।…

3 years ago

‘ବୁଡ଼ି ଅଞ୍ଚଳବାସୀଙ୍କ ମାନବାଧିକାର ଉଲ୍ଲଂଘନ କରନି’

ବଲାଙ୍ଗୀର,୨।୭(ବୀରେନ୍ଦ୍ର କୁମାର ଝାଙ୍କର)ଦୀର୍ଘ ଦୁଇଦଶନ୍ଧିରୁ ଉର୍ଦ୍ଧ୍ୱ ସମୟର ଅପେକ୍ଷା ପରେ ଲୋୟର ସୁକ୍‌୍‌ତେଲ ଜଳସେଚନ ପ୍ରକଳ୍ପ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ପ୍ରକଳ୍ପ ପ୍ରଭାବିତ ଗଁା ଲୋକେ…

3 years ago

ଅବସର ନେଉଛନ୍ତି, ନିଯୁକ୍ତି ହେଉନି

ଲୋଇସିଂହା,୨।୭(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁର୍ଡା ପଞ୍ଚାୟତ ହାଇସ୍କୁଲରେ ଶିକ୍ଷକ ଅଭାବଜନିତ ସମସ୍ୟା ଦେଖାଦେଇଛି। ଚଳିତବର୍ଷ ବିଦ୍ୟାଳୟର ଦୁଇଜଣ ଶିକ୍ଷକ ଅବସର ଗ୍ରହଣ କରିଛନ୍ତି। ଗତ…

3 years ago

ଗୋଷ୍ଠୀ ଶୌଚାଳୟରେ ତାଲା

ବିଶ୍ରା,୨।୭(ବଟକୃଷ୍ଣ ସ୍ବାଇଁ)ସୁନ୍ଦରଗଡ ଜିଲା ବିଶ୍ରା ସାପ୍ତାହିକ ବଜାରରେ ନିର୍ମାଣ ହୋଇଥିବା ଗୋଷ୍ଠୀ ଶୌଚାଳୟରେ ୩ ବର୍ଷ ହେଲା ତାଲା ପଡ଼ିଛି। ଫଳରେ ବଜାରକୁ ଆସୁଥିବା ଚାଷୀ ଏବଂ…

3 years ago

ବୟସ ୨୫, ଶହେ ନାଟକରେ ଅଭିନୟ

ରାଉରକେଲା,୨।୭(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ବେଦବ୍ୟାସ ପ୍ରମୋଦ ନଗର ନଦୀଟୋଲିର ବାସିନ୍ଦା ଚିନ୍ମୟ ତ୍ରିପାଠୀ(୨୫)। ତାଙ୍କ ମା’ ପୁଷ୍ପାଞ୍ଜଳି (୪୮) ଓ ବାପା ବିନୋଦ (୫୪)। ଚିନ୍ମୟ ବର୍ତ୍ତମାନ…

3 years ago

ସୀମାନ୍ତରେ ଦମନ, ଓଡ଼ିଶାମୁହାଁ ମାଓବାଦୀ

ରାଉରକେଲା,୨।୭(ସଙ୍ଗୀତା ଜେନା) ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳଗୁଡ଼ିକରେ ମାଓବାଦୀଙ୍କ ଗତିବିଧି ବୃଦ୍ଧି ପାଇଛି। ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲାର ବିଭିନ୍ନ ଅଞ୍ଚଳରେ ସେମାନଙ୍କ କାର୍ଯ୍ୟକଳାପ ବଢିବା ପରେ…

3 years ago

ଗୌରୀଙ୍କୁ ହତ୍ୟା ଲାଗି ୩୦ ଲକ୍ଷର ଡିଲ୍‌

ରାୟଗଡ଼ା,୨।୭ (ଆଶିଷ ରଞ୍ଜନ ପଣ୍ଡା)ରାୟଗଡ଼ା ଜିଲା ଗୁଣପୁରର ସ୍ବେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଗୌରୀ ମିଶ୍ର ହତ୍ୟା ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ ା ଏହି ଘଟଣା ସହିତ…

3 years ago

ବନ୍ଦାଳୋ-ଏଣ୍ଡରପଦା ରାସ୍ତା ଅବସ୍ଥା ସୁଧୁରୁନି

ଚଣ୍ଡିଖୋଲ,୨।୭(ପ୍ରଦୀପ୍ତ କୁମାର ପୃଷ୍ଟି):କଟକ ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନର ବଡ଼ଚଣା ଉପଖଣ୍ଡ ଅଧୀନରେ ରହିଛି ବନ୍ଦାଳୋ-ଏଣ୍ଡରପଦା ରାସ୍ତା। ଏହି ରାସ୍ତାଟି ବଡ଼ଚଣା ବ୍ଲକରେ ଅବସ୍ଥିତ ହୋଇଥିବାବେଳେ ଢେଙ୍କାନାଳ…

3 years ago

ଶିଳ୍ପାଞ୍ଚଳରୁ ଚାଲିଛି ଗଛ କଟା

କଳିଙ୍ଗନଗର,୨।୭(ଶୁଭାଶିଷ ରାଉତ): କଳିଙ୍ଗନଗର ଶିଳ୍ପାଞ୍ଚଳ ଦିନେ ଘଞ୍ଚ ଜଙ୍ଗଲ ଥିଲା। କାଳକ୍ରମେ ଜନବସତି ପରେ ବିଭିନ୍ନ କଳକାରଖାନା ବସିଲା। ଏଥିନିମନ୍ତେ ହଜାର ହଜାର ଗଛ କଟାଗଲା ଏବଂ…

3 years ago

ବୌଦ୍ଧପୀଠ ହାତିଆଶୁଣୀ ରାସ୍ତା ଶୋଚନୀୟ

କାଏମା,୨।୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତର ମଧ୍ୟଭାଗରେ ଐତିହାସିକ ବୌଦ୍ଧ କୀର୍ତ୍ତିରାଜି କାଏମା ପାହାଡ଼ ଅବସ୍ଥିତ ଓ ଏହାର ପାଦଦେଶରେ ବୌଦ୍ଧକୀର୍ତ୍ତି ସମ୍ପନ୍ନ ହାତିଆଶୁଣୀ…

3 years ago