ମାଲକାନଗିରି,୫ା୫(ଡି.ଏନ୍.ଏ.): ମାଲକାନଗିରି ଜିଲା ସ୍ବାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ବିଭିନ୍ନ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଛି। ଗୁରୁବାର ମାନସିକ…
ନବରଙ୍ଗପୁର,୫।୫(ବି.ପ୍ର.): ହାଇସ୍କୁଲଗୁଡ଼ିକୁ ୫-ଟି ଅଧୀନରେ ରୂପାନ୍ତରଣ କରାଯାଉଛି। କିନ୍ତୁ ଅଧା କାମ କରି ପୂରା ବିଲ୍ ହୋଇଯାଇଥିବା ଭଳି ଅଭିଯୋଗ ନବରଙ୍ଗପୁର ଜିଲାରୁ ଆସିଛି। ନବରଙ୍ଗପୁରର ଚେରଚେଟା…
ବିଷମ କଟକ,୫ା୫(ଡି.ଏନ୍.ଏ.): ନିୟମଗିରି ପାହାଡରେ ଆଦିମ ଜନଜାତି ସମ୍ପ୍ରଦାୟର ଲୋକେ ବସବାସ କରି ଆସୁଛନ୍ତି। ପାହାଡ଼ ଉପରେ ରାୟଗଡ଼ା ଜିଲା ଅଧୀନ ୩ଟି ବ୍ଲକ ଅନ୍ତର୍ଗତ ପ୍ରାୟ…
କଟକ ଅଫିସ,୫ା୫: ବିନା ଡାକ୍ତରୀ ପ୍ରେସ୍କ୍ରିପ୍ସନ୍ରେ ଗର୍ଭ ନିରୋଧକ ବଟିକା ବିକ୍ରି ଉପରେ କଟକଣା ଲଗାଇବାକୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଅନିୟନ୍ତ୍ରିତ ଗର୍ଭ…
ଗଞ୍ଜାମ,୫।୫(ଡି.ଏନ.ଏ. ): ଗଞ୍ଜାମ ବ୍ଲକ କନଫରେନ୍ସ ହଲଠାରେ ଶୁକ୍ରବାର ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅଧକ୍ଷତାରେ…
ବଇଣ୍ଡା,୫।୫(ଡି.ଏନ.ଏ.): ପୋଲିସ ଚାକିରିରୁ ଅବସର ନେବାର ବର୍ଷେ ପରେ ମଧ୍ୟ ଥାନାରେ ଲାଗିଥିବା ବୋର୍ଡରେ ଅଫିସରଙ୍କ ନାମ ଓ ଟେଲିଫୋନ ନମ୍ବର ହଟାଯାଉ ନାହିଁ। ଫଳରେ ଉକ୍ତ…
ମାଧପୁର,୫।୫: ଜାତୀୟ ରାଜପଥ ଡିଭିଜନ ସମ୍ବଲପୁର ଓ ଅନୁଗୋଳ ଜିଲା ଆଠମଲ୍ଲିକ ବିଦ୍ୟୁତ୍ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଦୀର୍ଘଦିନ ହେଲା ଆଠମଲ୍ଲିକ ବ୍ଲକ କିଆକଟା ତ୍ରିବେଣୀ…
ରାଜନଗର,୫ା୫(ଡି.ଏନ.ଏ.): ଅଲିଭ ରିଡ୍ଲେ କଇଁଛମାନଙ୍କ ଅନ୍ତୁଡ଼ିଶାଳ କେନ୍ଦ୍ରାପଡ଼ା ଜିଲା ଗହୀରମଥା ସମୁଦ୍ର ବେଳାଭୂମି ଦୀର୍ଘ ୬୦ଦିନ ପରେ ଚଳଚଞ୍ଚଳ ହୋଇଉଠିଛି। ଲକ୍ଷ ଲକ୍ଷ ମା’ କଇଁଛ ଗହୀରମଥାର…
ପଦ୍ମପୁର,୫ା୫(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଧୁଆଁ ଛକଠାରେ ଏକ ଷଣ୍ଢ ବୋଝେଇ ପିକ୍ଅପ୍କୁ ସ୍ଥାନୀୟ ଲୋକ ଧରି ପୋଲିସ ଜିମା ଦେଇଛନ୍ତି। ଗାଡ଼ିଟି ବାସୁଦେବପୁର…
ବରଗଡ଼ ଅଫିସ,୫ା୫: ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା ପାଇଁ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ନେଇଛନ୍ତି। ଗର୍ଭବତୀ, ପ୍ରସୂତି କିମ୍ବା ନବଜାତ ଶିଶୁର ଚିକିତ୍ସାରେ ଆଦୌ…