ଆମ ଜିଲା ଖବର

ନାହାନ୍ତି ଡାକ୍ତର, ମିଳୁନି ଚିକିତ୍ସା

ବଇଣ୍ଡା,୧୮ା୧ (ପରିକ୍ଷିତ ସାହୁ)ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଠାରେ ନିଯୁକ୍ତ ଡାକ୍ତର ଉଚ୍ଚ ଶିକ୍ଷା ପାଇଁ ଯାଇଥିବାବେଳେ ତାଙ୍କ…

3 years ago

କାମରେ ଲାଗୁନି ରାତ୍ର ଆଶ୍ରୟସ୍ଥଳ

କେନ୍ଦ୍ରାପଡ଼ା,୧୮ା୧(ଜଗନ୍ନାଥ ଧଳ)ଜାନୁଆରୀ ମାସ ରାତି ସମୟରେ ବାହାରେ ପ୍ରବଳ ଥଣ୍ଡା। ଚାରିଆଡେ କୁହୁଡି ବର୍ଷୁଛି। କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକର ଏକ ଔଷଧ ଦୋକାନ ପିଣ୍ଡାରେ ଜଣେ…

3 years ago

ଅଙ୍ଗନଓ୍ବାଡି କେନ୍ଦ୍ର ଉପରେ ମହଙ୍ଗା ମାଡ଼

ପଟ୍ଟାମୁଣ୍ଡାଇ,୧୮ା୧ (କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ କିଛିଦିନ ହେବ ଅଣ୍ଡା ଦର ହୁ ହୁ ହୋଇ ବଢ଼ି ଚାଲିବା ସହ ଡାଲି ଓ ପରିବା ଦର…

3 years ago

ଇ-ନିଲାମରେ ଲୁହାପଥର ବ୍ୟବସାୟୀ ମାଲାମାଲ

ଯାଜପୁର,୧୮ା୧(ହର୍ଷବର୍ଦ୍ଧନ ବେହେରା)ସ୍ଥାନୀୟ ଇସ୍ପାତ କାରଖାନାଗୁଡ଼ିକ ଚାଲିବାପାଇଁ ଲୁହାପଥର କଞ୍ଚାମାଲ ରୂପରେ ଆବଶ୍ୟକ କରିଥାନ୍ତି। ଏହି ଆବଶ୍ୟକତାକୁ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଦୀର୍ଘ ବର୍ଷ ହେଲା ପୂରଣ…

3 years ago

ସପ୍ତାହେ ହେଲା ଜଳ ଯୋଗାଣ ବନ୍ଦ

ଖଣ୍ଡପଡ଼ା,୧୮ା୧(ଅଜୟ କୁମାର ମହାରଣା)ଖଣ୍ଡପଡ଼ା ବ୍ଲକ୍‌ ଅଧୀନ କିଆଝର ପଞ୍ଚାୟତରେ ଏବେ ଠାରୁ ପାନୀୟ ଜଳ ସମସ୍ୟା ଉକତ୍ଟ ହେବାରେ ଲାଗିଛି। ପାଇପ ଫାଟି ଜଳ ଅପଚୟ ହେବା…

3 years ago

ଯୁବକମାନଙ୍କ ପାଖରେ ନାହିଁ ଖେଳ ସାମଗ୍ରୀ

ନୂଆଗାଁ,୧୮ା୧(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକର ଯୁବକମାନଙ୍କ ପାଖରେ ଖେଳିବା ପାଇଁ ଆବଶ୍ୟକ ସରଞାମ ନାହିଁ। ତେଣୁ ଯୁବକମାନେ କ୍ରିକେଟ ଖେଳିବା ସମୟରେ କିଛି ଇଟା ଓ…

3 years ago

୬ ପ୍ରଜାତିର ୬୦୯ ବିଦେଶୀ ପକ୍ଷୀ

ନୟାଗଡ଼/ଗଣିଆ,୧୮।୧(ଲୋକନାଥ ମିଶ୍ର/ସନ୍ତୋଷ କୁମାର ପ୍ରଧାନ)ପକ୍ଷୀଙ୍କ କଳରବରେ ମୁଖରିତ ହୋଇ ଉଠୁଛି ମହାନଦୀର ସାତକୋଶିଆ ଗଣ୍ଡ। ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ସାତକୋଶିଆ ଗଣ୍ଡର ଛାମୁଣ୍ଡିଆ ବନାଞ୍ଚଳର…

3 years ago

୧୯ରୁ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଆନ୍ତର୍ଜାତିକ ସମ୍ମିଳନୀ

କଟକ,୧୭ା୧(କାର୍ତ୍ତିକ ସାହୁ): କୃଷି ଅନୁସନ୍ଧାନ ଓ ପରିଚାଳନା ସଂସ୍ଥା (ଏସ୍‌ଏଆର୍‌ଏମ୍‌) ଓ କଟକସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ର (ଏନ୍‌ଆରଆରଆଇ)ର ମିଳିତ ଆନୁକୂଲ୍ୟରେ କୃଷି ନିମନ୍ତେ ପୋଷଣୀୟ…

3 years ago

ଅବକାରୀ ଚଢ଼ାଉ: ୪ ଗିରଫ, ୩ ଫେରାର

କଟକ,୧୭ା୧ (କାର୍ତ୍ତିକ ସାହୁ): ଜିଲା ଅବକାରୀ ବିଭାଗ ତିଗିରିଆ ଥାନା ଅଞ୍ଚଳରେ ବୁଧବାର ଚଢ଼ାଉ କରି ପର୍ଯ୍ୟାପ୍ତ ପରିମାଣର ମଦ ଓ ପୋଚ ଜବତ କରିଛି। ସୂଚନା…

3 years ago

ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ ମାମଲା: ମହଲତ ନେଲେ ରାଜ୍ୟ ସରକାର

କଟକ,୧୭ା୧(କାର୍ତ୍ତିକ ସାହୁ): ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବା ପାଇଁ ରୁଜୁ ମାମଲାରେ ଶୁଣାଣି ବୁଧବାର ହୋଇଛି। ମାମଲାର ଶୁଣାଣି…

3 years ago