ଆମ ଜିଲା ଖବର

ସରପଞ୍ଚଙ୍କୁ ମାଡି ବସି ନିସ୍ତୁକ ପିଟିଲେ ପିଡବ୍ଲ୍ୟୁଡି ଏସ୍‌ଡିଓ

ବଲାଙ୍ଗୀର ,୨୬।୧୨(ସୁନୀଲ କୁମାର ମହାନ୍ତି): ନିମ୍ନମାନର କାମ ଅଭିଯୋଗ କରି ମାଡ଼ ଖାଇଲେ ସରପଞ୍ଚ । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା ହରିଶଙ୍କରରେ। ଫାଇଭ-ଟି…

3 years ago

ଶାଶୁଙ୍କୁ ହତ୍ୟାକରି ଫେରାର ଥିଲେ ଜ୍ୱାଇଁ: ୨୮ ବର୍ଷ ପରେ ଧରିଲା ପୋଲିସ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ହତ୍ୟାକାରୀଙ୍କୁ ବ୍ରହ୍ମପୁରରୁ ଗିରଫ କରିଛି ଚେନ୍ନାଇ ପୋଲିସ। ଅଭିଯୁକ୍ତ ଜଣକ ହରିହର ପାଟଯୋଶୀ(୫୦)। ବ୍ରହ୍ମପୁର ପୋଲିସ ସହାୟତାରେ ଚେନ୍ନାଇ ପୋଲିସ ଗୋଶାଣି…

3 years ago

ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ସେବାୟତ

ଭୁବନେଶ୍ୱର,୨୬।୧୨: ଜାନୁୟାରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ସେବାୟତ। ଏନେଇ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, ଶ୍ରୀମନ୍ଦିର…

3 years ago

ଫୁଟ୍‌ପାଥରେ ଗାଡ଼ି ରଖିଲେ ଗଣିବେ ଜରିମାନା

କେନ୍ଦୁଝର,୨୬ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ପୋଲିସ ପକ୍ଷରୁ ଗାଡ଼ି ଚାଳକଙ୍କୁ ସଚେତନ କରିବା ସହ ଏକ କଡ଼ା ଚେତାବନୀ ଦିଆଯାଇଛି। ରାସ୍ତା ଅବରୋଧ କରି…

3 years ago

୧୭ରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ, ନିମନ୍ତ୍ରଣପତ୍ର ବାଣ୍ଟିବାକୁ ବାହାରିଲା ଟିମ୍‌

ପୁରୀ, ୨୬୧୨: ଜାନୁୟାରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ…

3 years ago

ଅସୁସ୍ଥ ହାତୀର ଚିକିତ୍ସା ଆରମ୍ଭ

ରଣପୁର,୨୬ା୧୨(ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ବନବିଭାଗ ଅଧୀନରେ ଥିବା କାଞ୍ଚନପୁର କାଜୁ ଜଙ୍ଗଲରେ ଏକ ଅସୁସ୍ଥ ଦନ୍ତା ହାତୀ ଗତ ୫ ଦିନ ହେବ…

3 years ago

ନନ୍ଦନକାନନକୁ ଆସିଲା ୱାଲାବି, ଲିଭିଂଷ୍ଟୋନ ଟୁରାକୋ

ବାରଙ୍ଗ,୨୬।୧୨(ଲିଙ୍ଗରାଜ ରାଉତ)- ନନ୍ଦନକାନନ ଆସନ୍ତା ୨୯ରେ ୬୪ତମ ପ୍ରତିଷ୍ଠା ଦିବସ ପାଳିବାକୁ ଯାଉଛି। ନନ୍ଦନକାନନ ସବୁବର୍ଷ ପର୍ଯ୍ୟଟକଙ୍କୁ ନୂଆବର୍ଷର ଭେଟି ଦେଉଥିବାବେଳେ ଚଳିତବର୍ଷ ପ୍ରତିଷ୍ଠା ଦିବସରେ ପର୍ଯ୍ୟଟକଙ୍କୁ…

3 years ago

ଇନ୍ଦ୍ରଦ୍ୟୁମ୍ନ ପୋଖରୀରେ ସୁଡ଼ଙ୍ଗ ଠାବ ଚର୍ଚ୍ଚା

ପୁରୀ,୨୬ା୧୨(ଅଜିତ୍‌ ମହାନ୍ତି):ଇନ୍ଦ୍ରଦ୍ୟୁମ୍ନ ପୋଖରୀ ପରିସରରେ ଏକ ସୁଡ଼ଙ୍ଗର ସନ୍ଧାନ ମିଳିଛି। ତେବେ ସୁଡ଼ଙ୍ଗର ପ୍ରବେଶ ପଥ ବେଶୀ ବଡ଼ ନ ଥିବାବେଳେ ବହୁ ଦୂର ପର୍ଯ୍ୟନ୍ତ ଲମ୍ବିଥିବା…

3 years ago

କଳାହାଣ୍ଡି ଜିଲା: ଜଣେ ମହିଳା ପାଇଛନ୍ତି ସୁଯୋଗ

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ):ସ୍ବାଧୀନତା ପରେ କଳାହାଣ୍ଡି ଜିଲାରେ କେବଳ ଜଣେ ମହିଳା ବିଧାୟିକା ହେବାର ଗୌରବ ଅର୍ଜନ କରିଛନ୍ତି। ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଧର୍ମଗଡ଼…

3 years ago

ଗାଁରେ ପଡୁନି ପ୍ରଶାସନିକ ଅଧିକାରୀଙ୍କ ପାଦ

ଦଶମନ୍ତପୁର,୨୬ା୧୨ (ଅରବିନ୍ଦ ନାୟକ): ସ୍ବାଧୀନତାର ଦୀର୍ଘବବର୍ଷ ପରେ ମଧ୍ୟ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ପ୍ରଶାସନିକ ଅଧିକାରୀମାନଙ୍କ ପାଦ ପଡୁନି। ଫଳରେ ବ୍ଲକର ବିଭିନ୍ନ ଗ୍ରାମରେ ବହୁ…

3 years ago