ଆମ ଜିଲା ଖବର

ଖଟିଆରେ ୨କିମି ବୁହା ହେଲେ ରୋଗୀ

କଣ୍ଟାମାଳ/ଘଣ୍ଟାପଡା,୪ା୯(ଆଦିତେଶ୍ୱର ମିଶ୍ର/ପ୍ରଭାତ କୁମାର ସାହୁ):ବୌଦ୍ଧ ଜିଲା କଣ୍ଟାମାଳ ବ୍ଳକ ନାରାୟଣପ୍ରସାଦ ପଞ୍ଚାୟତରେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି। ପଞ୍ଚାୟତ ଅନ୍ତର୍ଗତ ନାଦେନ ଗାଁର ଠିବୁଲି…

3 years ago

ଏମ୍‌କେସିଜିରେ ଏଣ୍ଡୋସ୍କୋପି ମେଶିନ ଅଚଳ

ବ୍ରହ୍ମପୁର ୪ା୯(ସୁବାସ ଚନ୍ଦ୍ର ପାଢ଼ୀ): ଦକ୍ଷିଣ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପ୍ରାଣକେନ୍ଦ୍ର ହେଉଛି ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ। ରୋଗୀଙ୍କ ଚିକିତ୍ସା…

3 years ago

ପରିବା ବିକ୍ରି ଆଢୁଆଳରେ ଜୁଆଖେଳ

ଖଇରା,୪।୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ବିଭିନ୍ନ ଗ୍ରାମାଞ୍ଚଳର ବିଭିନ୍ନ ସାପ୍ତାହିକ ହାଟର ଦୃଶ୍ୟ ଏବେ ନ କହିବା ଭଲ। ଅଧିକାଂଶ ଗାଁ ହାଟରେ…

3 years ago

ଅନ୍ଧାରରେ ରୁଗୁଡ଼ିକସଡ଼ାବାସୀ

କେନ୍ଦୁଝର,୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ସାହାରପୁର ପଞ୍ଚାୟତ ବଣପାହାଡ଼ଘେରା ରୁଗୁଡ଼ିକସଡ଼ାବାସୀ ସ୍ବାଧୀନତାର ୭୭ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚତ୍ତ ରହିଛନ୍ତି।…

3 years ago

କଇଁଛଙ୍କ ସୁରକ୍ଷା ନେଇ ବଢ଼ିଲାଣି ଚିନ୍ତା

ଢେଙ୍କାନାଳ,୪ା୯(ରତନ ନାୟାର): ନଦୀରୁ କଇଁଛ ଶିକାର କରିବା ଆଇନଗତ ଅପରାଧ। ଏଥିପାଇଁ ଜେଲ୍‌ ସହ ଜରିମାନା ବ୍ୟବସ୍ଥା ରହିଛି। ହେଲେ ଢେଙ୍କାନାଳ ଜିଲାରେ କଇଁଛଙ୍କ ଚୋରାଚାଲାଣ ବଢ଼ିବାରେ…

3 years ago

ବିପଦସଙ୍କୁଳ ଅବସ୍ଥାରେ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ଗୃହ

ନିଶ୍ଚିନ୍ତକୋଇଲି,୪।୯(ଅଶୋକ କୁମାର ମହାପାତ୍ର୍ର): କଟକ ଉପଜିଲାପାଳଙ୍କ ଅଧୀନରେ ଥିବା କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ଗୃହ ଦୀର୍ଘଦିନ ହେବ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ଗୃହକୁ…

3 years ago

୫-ଟି ରୂପାନ୍ତରଣ ବିଦ୍ୟାଳୟରେ ଶିକ୍ଷକ ଅଭାବ

ମାଣିଆବନ୍ଧ,୪।୯(ଅଖିଳ କୁମାର ସାହୁ): ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ୫-ଟି ଯୋଜନାରେ ବିଦ୍ୟାଳୟଗୁଡ଼ିକ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ଅନେକ…

3 years ago

ଦେଢ଼ ବର୍ଷରେ ସବୁ ଜାଗା ଆଖଡ଼ା ପୁନରୁଦ୍ଧାର

ପୁରୀ,୪ା୯(ଅଜିତ ମହାନ୍ତି): ଶ୍ରୀମନ୍ଦିର ସଂସ୍କୃତି ଓ ପରମ୍ପରା ସହ ଓତପ୍ରୋତ ଭାବେ ଶ୍ରୀକ୍ଷେତ୍ରରେ ଥିବା ଜାଗା ଆଖଡ଼ାଗୁଡ଼ିକ ଜଡ଼ିତ ରହିଛି। ତେବେ ଆର୍ଥତ୍କ ସମସ୍ୟା ପାଇଁ ଏହି…

3 years ago

ଦୁର୍ବଳ ମୌସୁମୀ ଚାଷୀଙ୍କ ଚିନ୍ତା ବଢ଼ାଉଛି

ଖୋର୍ଦ୍ଧା,୪ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ବର୍ଷା ଅଭାବରୁ ଚାଷଜମି ଫାଟି ଆଁ କଲାଣି। ମୌସୁମୀ ଆଗମନରେ ବିଳମ୍ବ, ସ୍ବଳ୍ପ ବୃଷ୍ଟି କାରଣରୁ ବୁଣାଯାଇଥିବା ଧାନ ଗଜାମରୁଡ଼ି ହେବା…

3 years ago

ବିକାଶଠୁ ପଛରେ ପଡ଼ିଛି ପର୍ଯ୍ୟଟନକ୍ଷେତ୍ର

ଖୋର୍ଦ୍ଧା,୪ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାର ଅନେକ ପର୍ଯ୍ୟଟନ କ୍ଷେତ୍ର ଅବହେଳିତ ହୋଇପଡ଼ିଛି। ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଧୀରେ ଧୀରେ ପର୍ଯ୍ୟଟକ ମୁହଁ ଫେରାଇବାରେ ଲାଗିଛନ୍ତି। ବିଶେଷକରି ବରୁଣେଇ…

3 years ago