ଆମ ଜିଲା ଖବର

ମା’ଙ୍କ ଆବାହନରେ ଉତ୍ସବମୁଖର ଶ୍ରୀକ୍ଷେତ୍ର

ପୁରୀ, ୨୧ା୧୦(ଅଜିତ ମହାନ୍ତି): ଶାରଦୀୟ ଦଶହରାକୁ ନେଇ ଉତ୍ସବମୁଖର ହୋଇଉଠିଛି ଧରାପୃଷ୍ଠ। ଗାଁଠୁ ସହର ସବୁଠି ପାର୍ବଣର ମହକ। ମା’ ଦଶଭୁଜାଙ୍କ ଆବାହନ ମନ୍ତ୍ରରେ ଚଳଚଞ୍ଚଳ ପୁରୀ…

3 years ago

ମାଲ୍‌ବାହୀ ଟ୍ରେନ୍‌ ଧକ୍କାରେ ବୃଦ୍ଧ ଦମ୍ପତିଙ୍କ ଚାଲିଗଲା ଜୀବନ

କୋରେଇ,୨୧ା୧୦(ଚନ୍ଦ୍ରକାନ୍ତ ପତି): ମାଲ୍‌ବାହୀ ଟ୍ରେନ୍‌ ଧକ୍କାରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ବୈତରଣୀ ରୋଡ୍‌ ରେଲୱେ ଷ୍ଟେଶନରେ ଏହି ଘଟଣା…

3 years ago

ନଭେମ୍ବର ପହିଲାରୁ ଗହୀରମଥାରେ କଟକଣା

କେନ୍ଦ୍ରାପଡ଼ା,୨୧ା୧୦(ଜଗନ୍ନାଥ ଧଳ): ଆଗାମୀ କିଛିଦିନ ମଧ୍ୟରେ ବିରଳ ଅଲିଭ ରିଡ୍‌ଲେ କଇଁଛ ବିଶ୍ୱପ୍ରସିଦ୍ଧ ଗହୀରମଥାରେ ଚଳପ୍ରଚଳ ହେବେ। ଅନୁକୂଳ ପାଗ ଓ ପରିବେଶ ଥିଲେ ଏହି ପ୍ରଜନନସ୍ଥଳ…

3 years ago

ପ୍ରତିରୋଧ ଶକ୍ତି ବଢ଼ାଇବ କୋରାପୁଟ ଔଷଧୀୟ ଧାନ

କୋରାପୁଟ,୨୧ା୧୦(ଅମିତାଭ ବେହେରା): କୋରାପୁଟର ଆଦିବାସୀମାନେ ଚାଷ କରୁଥିବା ପାରମ୍ପରିକ ଔଷଧୀୟ ଧାନ ପୁଷ୍ଟିର ସୁରକ୍ଷା ଦେବ। ରୋଗ ପ୍ରତିରୋଧକ ଶକ୍ତି ବଢାଇବ ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟର ଜୈବ…

3 years ago

ପିପିଏରେ ନିବେଶ ହେବ ୯ ହଜାର କୋଟି ଟଙ୍କା

ପାରାଦୀପ,୨୧ା୧୦(ଶରତ ରାଉତ): ମୁମ୍ବାଇରେ ଗତ ୧୭ରୁ ଚାଲିଥିବା ୩ ଦିନିଆ ମାରିଟାଇମ୍‌ ଅମୃତକାଳ ମହୋତ୍ସବ ଗୁରୁବାର ସାରେ ଶେଷ ହୋଇଛି। ଏହି ଅବସରରେ କୁହାଯାଇଥିଲା, ୨୦୪୭ ସୁଦ୍ଧା…

3 years ago

୪ ହଜାର ବୋତଲ କଫ ସିରପ୍‌ ଜବତ, ୬ ଗିରଫ

ବଲାଙ୍ଗୀର,୨୧ା୧୦(ବୀରେନ୍ଦ୍ର କୁମାର ଝାଙ୍କର): କଫ ସିରପ୍‌ ଚୋରାଚାଲାଣ କରୁଥିବା ଏକ ଗୋଷ୍ଠୀକୁ ବଲାଙ୍ଗୀର ଟାଉନ୍‌ ପୋଲିସ ଟିମ୍‌ ଶୁକ୍ରବାର ଭୋର ୬ଟାରେ କାବୁ କରିଛି। ସେମାନଙ୍କଠାରୁ ୪…

3 years ago

ଦୁଇପୁଅଙ୍କ ସମେତ ମା’ ଗିରଫ

ବ୍ରହ୍ମପୁର,୨୦ା୧୦(ସୁବାସ ଚନ୍ଦ୍ର ପାଢ଼ୀ)-ଏକ ଘର ଭଡ଼ାରେ ନେଇ ନିଶା କାରବାର କରାଯାଉଥିବା ଖବରପାଇ ବ୍ରହ୍ମପୁର ବଡବଜାର ଥାନାର ଏକ ଟିମ୍‌ ଗ୍ରାହକ ବେଶରେ ଶୁକ୍ରବାର ରଘୁପତି ନଗର…

3 years ago

ବାଲି ଚାଲାଣ ଘଟଣା, ଅଭିଯୁକ୍ତ ଜେଲ ଗଲେ

ଦିଗପହଣ୍ଡି,୨୦ା୧୦(ଅଶେଷ ନାଥ ମିଶ୍ର)- ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଅନ୍ତର୍ଗତ ପତ୍ରଚୂଡି ଗ୍ରାମ ନିକଟ ବାହୁଦା ନଦୀରୁ ବେଆଇନ ବାଲି ଚାଲାଣ କରୁଥିବା ଜଣେ ଟ୍ରାକ୍ଟର…

3 years ago

ମହାବଳ ବାଘ ଠାବ

ପାରଳାଖେମୁଣ୍ଡି, ୨୦ା୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଣ୍ଡାହାତୀ ଜଳପ୍ରପାତ ନିକଟସ୍ଥ ସନ୍ତୋଷପୁର ଗ୍ରାମ ନିକଟରେ ମହାବଳ ବାଘ ଠାବ କରାଯାଇଛି। ଗତ ୧୮…

3 years ago

ସଉତୁଣୀଙ୍କୁ କିରୋସିନ ଢାଳି କରିଥିଲେ ହତ୍ୟା

ବ୍ରହ୍ମପୁର,୨୦।୧୦( ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ୍‌-୩ ରାଜ କୁମାର ଦାଶ ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ କରିଛନ୍ତି।…

3 years ago