ଆମ ଜିଲା ଖବର

ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମୁଛି

ଯାଜପୁର,୩ା୧୧(ହର୍ଷବର୍ଦ୍ଧନ ବେହେରା) : ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହେଉଛି। ଐତିହାସିକ, ପ୍ରାକୃତିକ, ସାଂସ୍କୃତିକ, ଧାର୍ମିକ ଆଦି କିମ୍ବଦନ୍ତୀ ବହନ କରୁଥିବା ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀଗୁଡିକୁ ପର୍ଯ୍ୟଟକଙ୍କ…

3 years ago

ସରକାରଙ୍କ ଅଧୀନକୁ ଯିବ ବୋର୍ଡ ହାଇସ୍କୁଲ

କଟକ,୩ା୧୧(ସୁପ୍ରିୟା ପ୍ରିୟଦର୍ଶିନୀ): ସରକାରଙ୍କ ଅଧୀନକୁ ଯିବ କଟକ ବଜ୍ରକବାଟିସ୍ଥିତ ବୋର୍ଡ ଅଫ୍‌ ସେକେଣ୍ଡାରୀ ହାଇସ୍କୁଲ। ୧୯୫୯ରେ ସ୍ଥାପିତ ସହରର ଏହି ପୁରାତନ ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ମାଧ୍ୟମିକ…

3 years ago

ଚକ୍ରଧାରୀ ହେବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

କଟକ,୩ା୧୧(କାର୍ତ୍ତିକ ସାହୁ): ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂ ନିଯୁକ୍ତ ହେବେ। ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୁଡ଼, ବିଚାରପତି…

3 years ago

ଓଡ଼ିଆ ଅପେରାକୁ ବିରୋଧ

ବେଲପଡା,୨ା୧୧(ମନୋଜ କୁମାର ମିଶ୍ର): ଅଭିନେତା ମନୋଜ ମିଶ୍ରଙ୍କୁ ଓଡ଼ିଶା ପ୍ରଯୋଜକ ସଂଘର ଦୁଇବର୍ଷୀୟ ବାସନ୍ଦକୁ ପଶ୍ଚିମାଞ୍ଚଳର ବିଭିନ୍ନ ଅଞ୍ଚଳରେ ତୀବ୍ର ବିରୋଧ କରାଯାଉଛି। ବଲାଙ୍ଗୀର ଜିଲା ବେଲପଡା…

3 years ago

୬୦ ଟନ୍‌ ବିଶିଷ୍ଟ ଓଜନମାପ ଯନ୍ତ୍ରକୁ ଖଣ୍ତ ଖଣ୍ତ କାଟି ଦେଲେ ଦୁର୍ବୃତ୍ତ

କେନ୍ଦୁଝର,୨।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅଧୀନ ନୂଆଗାଁ ପଞ୍ଚାୟତ ଗୋହାଲଡିହି ରେଲୱେ ସାଇଡିଂରେ ଥିବା ୬୦ ଟନ୍‌ ବିଶିଷ୍ଟ ଓଜନମାପ ଯନ୍ତ୍ରକୁ ଗ୍ୟାସ୍‌ କଟରରେ…

3 years ago

ନାବାଳିକା ବଳାତ୍କାରୀଙ୍କୁ ୨୦ବର୍ଷ କାରାଦଣ୍ଡ

ବ୍ରହ୍ମପୁର,୨।୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ସ୍ବତନ୍ତ୍ର ଫାଷ୍ଟଟ୍ରାକ୍‌ କୋର୍ଟ ଜଜ୍‌ ଗଣେଶ୍ବର ପତି ନାବାଳିକା ବଳାତ୍କାର ମାମଲାର ଗୁରୁବାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ସମସ୍ତ…

3 years ago

ଟ୍ୟୁଶନ ଫି ମାଗିବାରୁ ସାର୍‌ଙ୍କ ପୁଅଙ୍କୁ ହତ୍ୟା

ଖୋର୍ଦ୍ଧା, ୨।୧୧(ପ୍ରଭାତ ପାଣିଗ୍ରାହୀ): ଜଟଣୀ ଥାନା ବେଣାପଞ୍ଜୁରୀ ନବମ ଶ୍ରେଣୀ ଛାତ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ଟ୍ୟୁଶନ ଫି କେନ୍ଦ୍ର କରି ଏହି ହତ୍ୟାକାଣ୍ଡ…

3 years ago

ଜଗନ୍ନାଥଙ୍କୁ ବି ଛାଡ଼ିଲେନି, ପତିତପାବନଙ୍କୁ ନେଇଗଲେ ଦୁର୍ବୃତ୍ତ

ପୁରୁଷୋତ୍ତମପୁର,୨ା୧୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୁର୍ବୃତ୍ତମାନେ ସ୍ବୟଂ ଜଗନ୍ନାଥଙ୍କୁ ବି ଛାଡ଼ିନାହାନ୍ତି। ପୁରୁଷୋତ୍ତମପୁର ସହର ମଧ୍ୟରେ ରହିଥିବା ରଥସାହି…

3 years ago

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ: ୫୭୦୬ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୨୫୧ କୋଟି ୫୦ ଲକ୍ଷ

ଛତ୍ରପୁର, ୨।୧୧(ଦିଲୀପ ସାମଲ): ରାଜ୍ୟ ସରକାରଙ୍କର ଗ୍ରାମାଞ୍ଚଳର ସାମଗ୍ରିକ ଭିତିଭୂମି ଉନ୍ନୟନ ଏବଂ ଐତିହ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ଦ୍ୱାରା ଓଡିଶାର ରୂପାନ୍ତରଣ ପାଇଁ ଆରମ୍ଭ…

3 years ago

ବଲାସିଙ୍ଗା ଗ୍ରାମରେ ହାତୀ: ଭୟରେ ଗ୍ରାମବାସୀ

ବୌଦ୍ଧ,୨ା୧୧(ଅଜିତ କୁମାର ବାରିକ): ବୌଦ୍ଧ ସହର ନିକଟସ୍ଥ ବଲାସିଙ୍ଗା ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ହାତୀ ଗ୍ରାମ ମଧ୍ୟକୁ ପଶି ଆସିଥିବା ଜଣାପଡିଛି । ମହାନଦୀ ପାର…

3 years ago