ଆମ ଜିଲା ଖବର

ଚୋରି କରି ବନ୍ଧା ହେଲେ ସ୍ତ୍ରୀ, ସ୍ବାମୀ

ପଡିଆବାହାଲ,୧୩ା୧୧(ରାଧାମୋହନ ଷଡ଼ଙ୍ଗୀ): ବିଭିନ୍ନ ଦୋକାନରୁ ଚୋରି ଅଭିଯୋଗରେ ସଦର ଥାନା ପୋଲିସ ସ୍ତ୍ରୀ, ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମଧ୍ୟପ୍ରଦେଶ ରାଜ୍ୟ…

3 years ago

ଶେରଗଡ଼ ଥାନା ଅଧିକାରୀ ହତ୍ୟା ମାମଲା: ୧୫ରେ ଆସିବ ଚୂଡାନ୍ତ ରାୟ

ବ୍ରହ୍ମପୁର,୧୩ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ୨୦୧୦ ନଭେମ୍ବର ୨୬ ତାରିଖ ରାତିରେ ଗଞ୍ଜାମ ଜିଲା ଶେରଗଡ଼ ଥାନାର ତତ୍କାଳୀନ ଭାରପ୍ରାପ୍ତ ଅଧିକାରୀ ମନୋରଞ୍ଜନ ମିଶ୍ରଙ୍କୁ ହତ୍ୟା କରାଯାଇଥିଲା। ଏହି…

3 years ago

ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା: ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ଜଣାଇଲେ କର୍ମଚାରୀ

କୋରାପୁଟ,୧୩।୧୧(ଅମିତାଭ ବେହେରା): କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭୁବନେଶ୍ୱରର ଅଭିରାମ କେୟାର ଟେକିଙ୍ଗ ଏବଂ ଏକ୍ସପର୍ଟ ଠିକାସଂସ୍ଥା ସଫେଇ କର୍ମଚାରୀ, ସୁରକ୍ଷାକର୍ମୀ,…

3 years ago

କୁକୁର କାମୁଡ଼ାରେ ୩୩ ଆହତ

ଛତ୍ରପୁର,୧୩।୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସହରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ପାଗଳ କୁକୁର କାମୁଡାରେ ୩୩ଜଣ ଆହତ ହୋଇ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି…

3 years ago

ବାଣ ନିଆଁରେ ଜଳିଗଲା ଘର: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ରୂପସା,୧୩।୧୧(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ବାଉଁଶବଣି ଗ୍ରାମରେ ରବିବାର ଦୀପାବଳି ପର୍ବରେ ତ୍ରିଲୋଚନ ଦାସଙ୍କ ଘରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର…

3 years ago

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଆତଙ୍କ ଖେଳାଉଥିବା କୁମ୍ଭୀର

ରୂପସା,୧୩।୧୧( ବାଞ୍ଛାନିଧି ଦେ): ବାଲେଶ୍ବର ଜିଲl ସିଂଲା ଥାନା ଅଧୀନ ଡୁବୁଡୁବି ନଦୀ ମହାପଦା ପୋଲ ନିକଟରୁ ସୋମବାର ଏକ ୪ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର…

3 years ago

ଫ୍ଲିପ୍‌କାର୍ଟ ଅଫିସରେ ପଶି ଦୁର୍ବୃତ୍ତମାନେ ବନ୍ଧୁକମୁନରେ ଲୁଟିନେଲେ ଟଙ୍କା ବାକ୍ସ

କଟକ,୧୩ା୧୧: ମୁଖା ପିନ୍ଧି ଦୁଇ ଦୁର୍ବୃତ୍ତ ଫ୍ଲିପ୍‌କାର୍ଟ ଅଫିସରେ ପଶି ବନ୍ଧୁକମୁନରେ ଟଙ୍କା ବାକ୍ସ ଲୁଟିନେଇଛନ୍ତି। ଏପରି ଘଟଣା କଟକ ଜିଲା ଆଠଗଡ଼ ଥାନା ଅନ୍ତର୍ଗତ ଅଶୋକନଗର…

3 years ago

ଗରା, ମାଠିଆ ରଖି ରାସ୍ତା ଅବରୋଧ: ହଟହଟା ହେଲେ ଯାତ୍ରୀ

ଆର୍‌ ଉଉଦୟଗିରି,୧୩।୧୧(ମନୋଜ କୁମାର ପାଢୀ) ଗଜପତି ଜିଲା ଆର୍‌ ଉଦୟଗିରି ଗ୍ରାମରେ ୧୦ ଦିନ ହେଲା ପାନୀୟ ଜଳ ସମସ୍ୟା ଲାଗି ରହିଛି । ଏହି ସମ୍ପର୍କରେ…

3 years ago

ଟ୍ରକ୍‌ ଦୁର୍ଘଟଣାରେ ୨ ବୀମା କମ୍ପାନୀ କର୍ମଚାରୀଙ୍କ ଜୀବନ ଗଲା

ଅତାବିରା,୧୩ା୧୧(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ଦେବାହାଲ ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କୋଇଲା ବୋଝେଇ ଟ୍ରକ୍‌ ଚାପାରେ…

3 years ago

କେନାଲ ଭିତରକୁ ଖସିପଡ଼ିଲା ଅଟୋ, ଯୁବକଙ୍କ ଜୀବନ ଗଲା

ଫିରିଙ୍ଗିଆ,୧୩ା୧୧(ବିକ୍ରମ ଦିଗାଲ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ତେଲିମୁଣ୍ଡ ଶଙ୍ଖ ପାଖରେ ଏକ ଅଟୋ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସିପଡ଼ିଛି। ଫଳରେ ଜଣେ…

3 years ago