ଆମ ଜିଲା ଖବର

ମହୁମାଛି ଆକ୍ରମଣରେ ବାପ-ପୁଅ ଗୁରୁତର

ଘସିପୁରା,୨୫ା୧୧(ନିରଞ୍ଜନ ସାହୁ): ଚାଷଜମିକୁ ଆସିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇ ବାପ-ପୁଅ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।…

3 years ago

ତାରିଣୀ ଦର୍ଶନ ପାଇଁ ଆସୁଥିବା ପର୍ଯ୍ୟଟକଙ୍କ କାର୍‌କୁ ମୁହାଁମୁହିଁ ଧକ୍କାଦେଲା ଟ୍ରକ୍‌, ୬ ଗୁରୁତର

ପାଟଣା,୨୫ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ଧାନବେଣୀ ସ୍କୁଲ ନିକଟରେ ଶନିବାର ଅପରାହ୍ନରେ ଏକ କାର୍‌କୁ ଲୁବ୍ରିକାଣ୍ଟ୍‌…

3 years ago

ସେଲ୍‌ଫି ନେବା ବେଳେ ଜଳପ୍ରପାତରେ ଖସିଗଲା ଛାତ୍ରଙ୍କ ଗୋଡ଼

ବଡ଼ବିଲ,୨୫ା୧୧(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଲାଣୀ ଥାନା ଅନ୍ତର୍ଗତ ପୁଣ୍ଡୁଲ ଜଳପ୍ରପାତରେ ଖସି ପଶ୍ଚିମବଙ୍ଗରୁ ଷ୍ଟଡିଟୁର୍‌ରେ ଆସିଥିବା ଦୁଇଜଣ ପର୍ଯ୍ୟଟକ ଛାତ୍ର ନଦୀରେ ବୁଡ଼ିଯାଇଥିବା ବେଳେ ଜଣଙ୍କୁ…

3 years ago

ଆଇନ ଅମାନ୍ୟକାରୀଙ୍କ ଉପରେ କଠୋର ହୁଅ

ଭବାନୀପାଟଣା,୨୫।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲା ସଡ଼କ ସୁରକ୍ଷା ସମିତି ଓ ଶୂନ୍ୟ ମୃତ୍ୟୁ ସପ୍ତାହ ପାଇଁ ପ୍ରସ୍ତୁତି ବୈଠକ…

3 years ago

ହନ୍ତାଳଗୁଡ଼ା ଘାଟିରୁ ତଳକୁ ଖସିଲା ଗାଡ଼ି, ୫ ମୃତ, ୩ ଗୁରୁତର

ଚିତ୍ରକୋଣ୍ଡା,୨୫।୧୧: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ହନ୍ତାଳଗୁଡ଼ା ଘାଟିରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ସିମେଣ୍ଟ ରଡ଼ ବୋଝେଇ ଟିପ୍ପର ଗାଡ଼ି ହନ୍ତାଳଗୁଡ଼ା ଘାଟି…

3 years ago

ଅସୁସ୍ଥ ଥିବା ହାତୀର ମୃତ୍ୟୁ

ଭବାନୀପାଟଣା,୨୫।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅଧୀନରେ ଥିବା କମର୍ଡା ସେକ୍ସନର ଗନ୍ଧାରବାରୁ ଗାଁ ନିକଟରେ ଅସୁସ୍ଥ ହୋଇ ଏକ ହାତୀ…

3 years ago

ବଡ଼ଓଷା ଦିନ ହରିପୁର ଗାଁରେ ଫୁଟିଲା ବୋମା

ଖଲ୍ଲିକୋଟ,୨୫।୧୧: କାର୍ତ୍ତିକ ମାସର ଆଜି ଶନିବାର ବଡ଼ଓଷା। ଏନେଇ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିବା ବେଳେ ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିପୁର ଗାଁରେ ବୋମା…

3 years ago

ମୁଖ୍ୟ କବାଟ ଭାଙ୍ଗି ବାବା ଧବଳେଶ୍ୱରଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ 

ଆଠଗଡ଼,୨୫।୧୧: କଟକ ଜିଲା ଆଠଗଡ଼ଠାରେ ଥିବା ଧବଳେଶ୍ୱରଙ୍କ ମନ୍ଦିରେ ବ୍ୟାରିକେଡ ବ୍ୟବସ୍ଥାକୁ ନେଇ ପ୍ରଶାସନ ଓ ପୂଜକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଶୁକ୍ରବାର ପୂଜକମାନେ ମନ୍ଦିର…

3 years ago

ମହିଳାଙ୍କଠାରୁ ସନ୍ଦେହଜନକ ଭାବେ ଶିଶୁକନ୍ୟା ଉଦ୍ଧାର : ଅଟକ ରଖି ପଚରାଉଚରା

ଯାଜପୁରରୋଡ,୨୫ା୧୧(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ସହରର ମାକ୍ସ ଶୋ’ରୁମ୍‌ ନିକଟରୁ ଜଣେ ମହିଳାଙ୍କଠାରୁ ସନ୍ଦେହଜନ ଭାବେ ଜଣେ ୬ ମାସର ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି। ପରେ ତାଙ୍କୁ…

3 years ago

ଉଜୁଡ଼ିଯାଇଛି କାଜୁ ଚାଷ

ବ୍ରହ୍ମପୁର,୨୫ା୧୧(ନରସିଂହ ସାହୁ): ଗଞ୍ଜାମ ଜିଲାରେ କାଜୁ ଚାଷ ଉଜୁଡ଼ିଯାଇଛି। ଅନ୍ୟପକ୍ଷରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି କାଜୁ ଜଙ୍ଗଲ। ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ ମିଳୁନି। ଫସଲ ସୁରକ୍ଷା…

3 years ago