ଆମ ଜିଲା ଖବର

ଏମ୍‌କେସିଜି ଶିଶୁ ବିଭାଗରେ ୪ ଡିପ୍‌ଥେରିଆ ରୋଗୀ

ବ୍ରହ୍ମପୁର,୧୮ା୬(ସୁବାସ ଚନ୍ଦ୍ର ପାଢ଼ୀ): ରାୟଗଡ଼ା ଓ କୋରାପୁଟ ଜିଲାରେ ଡିପ୍‌ଥେରିଆ ରୋଗରେ ଆକ୍ରାନ୍ତ ୪ ଶିଶୁଙ୍କ ବର୍ତ୍ତମାନ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (ଏମ୍‌କେସିଜି)ମେଡିକାଲ କଲେଜ…

2 years ago

ପୁଅ ଭଲ ପାଇ ଅନ୍ୟଜାତିରେ ବାହାହେଲା ବୋଲି…

ପୁରୁଷୋତ୍ତମପୁର,୧୮।୬(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାରେ ସାମାଜିକ ବାସନ୍ଦ ଭଳି କୁସଂସ୍କାର ଏବେବି ଲାଗିରହିଛିା ପୁରୁଷୋତ୍ତମ ପୁର ଥାନା ଅଧୀନ ସାଗୁଣାପଲ୍ଲୀରେ ଗତ କିଛିମାସ ତଳେ ଏଭଳି ଏକ…

2 years ago

ମୁଁ ସରପଞ୍ଚ ହେବାକୁ ଚାହୁଁଛି: କାହିଁକି ଏମିତି କହିଲେ ସିଦ୍ଧାନ୍ତ

ଭୁବନେଶ୍ୱର,୧୮।୬: ଓଡ଼ିଶା ବିଧାନସଭାର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ୨୦୨୪ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକମାନେ ଶପଥ ଗ୍ରହଣ କରିଛନ୍ତି।…

2 years ago

ଗଞ୍ଜାମରେ ଚାଞ୍ଚଲ୍ୟ: ଶଳାଙ୍କୁ ପିଟି ମାରିଦେଲେ ଭିଣୋଇ

ଗୋପାଳପୁର,୧୮।୬(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ଭିଣୋଇ ଲୁହା ରଡ୍‌ରେ ଆକ୍ରମଣ କରି ଶଳାଙ୍କୁ ହତ୍ୟା କରିଥିବା ସୂଚନା…

2 years ago

୩ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୧୮।୬: ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥି। ଏହି ଦିନକୁ ରୁକ୍ମିଣୀ ହରଣ ଏକାଦଶୀ ବୋଲି କୁହାଯାଏ। ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ…

2 years ago

ଚଳିତବର୍ଷ ପଡ଼ୁଛି ବିରଳ ରଥଯାତ୍ରା:ଶୃଙ୍ଖଳିତ ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ

ପୁରୀ,୧୮ା୬(ଅଜିତ୍‌ କୁମାର ମହାନ୍ତି):ଆସନ୍ତା ୨୨ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ଜୁଲାଇ ୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ସ୍ନାନଯାତ୍ରା ଓ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସୁପରିଚାଳନା…

2 years ago

ବାଲେଶ୍ୱର ସହରରେ କର୍ଫ୍ୟୁ ଜାରି: ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦେଲା ଜିଲା ପ୍ରଶାସନ

ବାଲେଶ୍ୱର ଅଫିସ,୧୮।୬ (ମାନସ ବିଶ୍ବାଳ ): ଅଶାନ୍ତ ବାଲେଶ୍ୱର ସହର। ସୋମବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଯୋଗୁ ବାଲେଶର ପୌରାଞ୍ଚଳରେ କର୍ଫ୍ୟୁ ଜାରି…

2 years ago

ଦଳ ଛାଡ଼ିଲେ ଓଡ଼ଗାଁ ବ୍ଲକ ବିଜେଡି ସଭାପତି

ଓଡ଼ଗାଁ,୧୮ା୬(ଆଦର୍ଶ କୁମାର ପଟ୍ଟନାୟକ): ଓଡ଼ଗାଁ ବ୍ଲକ ବିଜେଡି ସଭାପତି ତଥା ପୂର୍ବତନ ଜିଲା ପରିଷଦ ସଦସ୍ୟ ସୂର୍ଯ୍ୟନାରାୟଣ ଚୌଧୁରୀ ସୋମବାର ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।…

2 years ago

ହାତୀ ଆକ୍ରମଣରେ ଗୋଟିଏ ପରିବାରର ଚାଲିଗଲା ୩ ଜୀବନ

ଝାରବନ୍ଧ,୧୮।୬(ଦେବେନ୍ଦ୍ର ସାହୁ):ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଗୋଠୁଗୁଡା ପଞ୍ଚାୟତର ସଲଡିହି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ…

2 years ago

ଆଜି ଏତିକି ବେଳେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ପ୍ରଧାନମନ୍ତ୍ରୀ କିସ୍ତି ଟଙ୍କା

ଭୁବନେଶ୍ୱର,୧୮ା୬ (ଅନିଲ ଦାସ):କେନ୍ଦ୍ର ସରକାର ଚାଷୀଙ୍କୁ ଜୁନ୍‌ ୧୮ରେ ପିଏମ୍‌-କିଷାନ ଯୋଜନାରେ ୧୭ତମ କିସ୍ତି ପ୍ରଦାନ କରିବାକୁ ଯାଉଛନ୍ତି। ସାରା ଦେଶରେ ଏହି ଦିନକୁ ପିଏମ୍‌-କିଷାନ ଉତ୍ସବ…

2 years ago