ଆମ ଜିଲା ଖବର

ଗଞ୍ଜାମରେ କରୋନା ଭୟ ନାହିଁ: ଜିଲାପାଳ

ଛତ୍ରପୁର,୨୭ା୧୨(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ରାଜ୍ୟରେ ପୁଣି ଲେଉଟିଲାଣି କରୋନା। ତେବେ ଗଞ୍ଜାମ ଜିଲା ଏଥିପାଇଁ ସଜାଗ ରହିଛି। ଜିଲାରେ ଏବେ କୌଣସି ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇନାହିଁ।…

2 years ago

ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୨୭ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ୨୦୨୧ରେ ଜଣେ ଯୁବତୀଙ୍କୁ ହତ୍ୟା କରାଯାଇଥିଲା। ଏନେଇ ପାଟପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏଡିଜେ -୧ ଡା. ଇନ୍ଦୁ ଶର୍ମା…

2 years ago

ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

କେନ୍ଦୁଝର,୨୭।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନ ହରିଡା ଯୋଡ଼ି ଗ୍ରାମରେ ମଙ୍ଗଳବାର ରାତିରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଉକ୍ତ…

2 years ago

ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ : ଓଲଟିଲା ବସ୍‌

କନ୍ଧମାଳ,୨୭।୧୨: କନ୍ଧମାଳ ଜିଲା ବାଲିଗୁଡ଼ା ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ମହାଗୁଡ଼ି ନିକଟ ବୁଲାଣି ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍‌ ଓଲଟି ୨୫ରୁ…

2 years ago

ନୂଆବର୍ଷରେ ମାଲକାନଗିରି ବିମାନବନ୍ଦର ଲୋକାର୍ପଣ

ମାଲକାନଗିରି, ୨୭।୧୨(ଦୁର୍ଯ୍ୟୋଧନ ପାତ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜନକଲ୍ୟାଣ ଯୋଜନାଗୁଡ଼ିକର ମାଲକାନଗିରି ଜିଲାରେ ହିଁ ଶୁଭାରମ୍ଭ କରିଥାନ୍ତି। ୨୦୨୪ ଜାନୁୟାରୀ ପ୍ରଥମ ସପ୍ତାହରେ ମାଲକାନଗିରି ସଦର…

2 years ago

୬ଷ୍ଠ ଥର ହାତେଇବାକୁ ଶାସକ ଦଳର ରଣନୀତି

ଫୁଲବାଣୀ,୨୭।୧୨(ରାକେଶ କୁମାର ରାଉତ): ଶାସକ ବିଜୁ ଜନତା ଦଳ(ବିଜେଡି) ୨୦୦୦ ମସିହାରୁ କନ୍ଧମାଳ ଜିଲା ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀକୁ ହାତରେ ରଖିଆସିଛି।ଏଥର ୬ଷ୍ଠ ପାଳିରେ ମଧ୍ୟ ବିଜେଡି…

2 years ago

ରାଉରକେଲାରୁ ବିମାନ ସେବା ବାତିଲ:ଚିକିତ୍ସାରୁ ବଞ୍ଚିତ୍ତ ହେଲା ୩ ମାସର ଶିଶୁକନ୍ୟା

ରାଉରକେଲା,୨୭।୧୨(ସଙ୍ଗୀତା ଜେନା/ଦିନେଶ ମିଶ୍ର): ରାଉରକେଲାରୁ କଲିକତା ଓ ଭୁବନେଶ୍ୱରକୁ ବିମାନସେବା ମଙ୍ଗଳବାର ବାତିଲ ହୋଇଛି। ଫଳରେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନ୍ୟପକ୍ଷେ ବିମାନସେବା ବାତିଲ…

2 years ago

ପଲିଥିନ କଟକଣାକୁ ମାନିଲେନି

ବ୍ରହ୍ମପୁର,୨୭।୧୨(ଅଶୋକ କୁମାର ସାହୁ): ବ୍ରହ୍ମପୁର ସମେତ ଭୁବନେଶ୍ୱର,କଟକ, ରାଉରକେଲା, ସମ୍ବଲପୁର ମହାନଗର ନିଗମରେ ଗତ ୫ ବର୍ଷ ତଳେ କେତେକ ନିର୍ଦ୍ଦିଷ୍ଟ ପଲିଥିନ ଓ ପ୍ଲାଷ୍ଟିକକୁ ରାଜ୍ୟ…

2 years ago

ନୂଆବର୍ଷର ଭେଟି: ଜାନୁୟାରୀ ୫ରୁ ନୀଳଗିରିରୁ ଗଡିବ ମେମୁ ଟ୍ରେନ

ନୀଳଗିରି,୨୬।୧୨: ନୂଆବର୍ଷରେ ଉପହାର ପାଇବେ ନୀଳଗିରିବାସୀ । ଆଗାମୀ ଜାନୁଆରୀ ମାସ ୫ ତାରିଖରେ ନୀଳଗିରରୁ ଗଡିବ ପାସେଞ୍ଜର ଟ୍ରେନ । ଜାନୁଆରୀ ୫ରୁ ନୀଳଗିରି ଗୋପୀନାଥପୁରରେ…

2 years ago

ପ୍ଲେଟ ଗୋଦାମରେ ଅଗ୍ନିକାଣ୍ଡ: ଆୟତ୍ତ ହେଉନି ନିଆଁ

ଛତ୍ରପୁର,୨୬।୧୨ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଲଣ୍ଡାବାଉଁଶ ଗ୍ରାମରେ ମଧ୍ୟାହ୍ନରେ ଏକ ଖାଦ୍ୟ ପ୍ଲେଟ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ…

2 years ago