ଆମ ଜିଲା ଖବର

ମୁଖ୍ୟମନ୍ତ୍ରୀଙ୍କୁ ସୋସିଆଲ ମିଡିଆରେ ଗାଳିଗୁଲଜ କରି କହିଥିଲେ ଏମିତି, ପରେ…

କେନ୍ଦୁଝର,୩୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବିଧାୟକ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାମାଜିକ ଗଣମାଧ୍ୟମରେ ଗାଳିଗୁଲଜ କରିବା ଘଟଣାରେ  ପୋଲିସ ଜଣେ ଯୁବକଙ୍କୁ ଗିରଫ…

2 years ago

ବୈତରଣୀରେ ବଢୁଛି ଜଳସ୍ତର

ଯାଜପୁର,୩୦ା୭(ହର୍ଷବର୍ଦ୍ଧନ ବେହେରା): ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାଦେଇ ପ୍ରବାହିତ ବୈତରଣୀ ନଦୀ ଫୁଲୁଥିବାର ଦେଖାଯାଇଛି। ଏଥିଯୋଗୁ ବନ୍ୟା ଆଶଙ୍କା ରହିଛି। ବୈତରଣୀ ନଦୀର ଉପରମୁଣ୍ଡରେ ବର୍ଷା…

2 years ago

ହୀରାକୁଦରୁ ଜଳ ନିଷ୍କାସନ ପରେ ବୌଦ୍ଧରେ ଫୁଲୁଛି ମହାନଦୀ

ବୌଦ୍ଧ,୩୦ା୭: ହୀରାକୁଦ ଜଳଭଣ୍ଡାରରୁ ୨୦ଟି ସ୍ଲୁଇସ୍‌ ଗେଟ୍‌ ଦେଇ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଫଳରେ ଜଳଭଣ୍ଡାରର ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ହେଲେ ବୌଦ୍ଧରେ…

2 years ago

ବିପଦ ସଂକେତ ଟପିଲା ଜଳକା: ବନ୍ୟା ଆଶଙ୍କାରେ ଭୟଭୀତ ନଦୀକୂଳିଆବାସୀ

ରୂପସା, ୩୦।୭(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ଅନ୍ତର୍ଗତ ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ଚଳିତ ବର୍ଷ ପ୍ରଥମ ଥର ପାଇଁ ବୃଦ୍ଧି ପାଇଛି l…

2 years ago

ମହାନଦୀରେ କୂଳ ଛୁଇଁଲା ବନ୍ୟା ପାଣି

ଆଠମଲ୍ଲିକ,୩୦ା୭ (ଉଦୀପ୍ତ ପୁରୋହିତ): ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ଓ ହୀରାକୁଦ ଡ୍ୟାମ୍‌ରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଯୋଗୁ ମହାନଦୀରେ ପାଣି ବଢ଼ିବାରେ ଲାଗିଛି। ଅନୁଗୋଳ…

2 years ago

ବରଗଡ଼ର ୨ ବାନ୍ଧଶିଳ୍ପୀଙ୍କୁ ସନ୍ଥ କବୀର ହ୍ୟାଣ୍ଡଲୁମ୍‌ ଆୱାର୍ଡ

ବରଗଡ଼଼,୩୦।୭(ପ୍ରେମାନନ୍ଦ ଖମାରୀ):ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟ ଦ୍ୱାରା ବରଗଡ଼ ଜିଲାର ୨ବାନ୍ଧଶିଳ୍ପୀ(ବୁଣାକାର) ସନ୍ଥ କବୀର ହ୍ୟାଣ୍ଡଲୁମ୍‌ ଆୱାର୍ଡ-୨୦୨୩ ପାଇବା ପାଇଁ ମନୋନୀତ ହୋଇଛନ୍ତି। ସେମାନେ ହେଲେ ବରଗଡ଼…

2 years ago

ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିଲ, କାମ ଦିଅ

କାଳିଆପାଣି, ୩୦ା୭ (ଅସିତ ମହାନ୍ତ):ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ ଶ୍ରମିକଙ୍କ ରୋଷର ଏବେ ଶିକାର ହୋଇଛନ୍ତି ପୂର୍ବତନ   ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ଏଥିସହିତ ତାଙ୍କ ଦ୍ୱାରା…

2 years ago

ପିଲା ଗାଡ଼ି ଚଳାଇଲେ ମା’ବାପାଙ୍କୁ ଜେଲ

କଟକ,୩୦ା୭ (କାର୍ତ୍ତିକ ସାହୁ):ଏଣିକି ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କ ଗାଡ଼ି ଚାଳନା ଉପରେ ଲାଗିବ ରୋକ୍‌। ଏହି ପିଲାମାନେ ଗାଡ଼ି ଚଳାଉଥିବାବେଳେ ଧରାପଡ଼ିଲେ ସେମାନଙ୍କ ମା’…

2 years ago

ହୀରାକୁଦ ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍‌: ଫଟୋ, ଭିଡିଓ ଭାଇରାଲ

ସମ୍ବଲପୁର,୨୯ା୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ହୀରାକୁଦ ଜଳଭଣ୍ଡାର ନିଷିଦ୍ଧାଞ୍ଚଳରେ ଉଡ଼ିଛି ଡ୍ରୋନ କ୍ୟାମେରା। ସମ୍ପୂର୍ଣ୍ଣ ଜଳଭଣ୍ଡାର, ଲିଫ୍ଟ ଅପରେଶନ ଗ୍ୟାଲେରି…

2 years ago

ତେଲ ବୋଝେଇ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ

ଦାମନଯୋଡ଼ି,୨୯।୭(ମାନସ ରଞ୍ଜନ କର): ନାଲକୋ ଦାମନଯୋଡ଼ି ପ୍ୟାଣ୍ଟର ଟିଆରଏସ୍‌ ଗେଟ ନିକଟରେ ତେଲ ବୋଝେଇ ହୋଇ ଆସୁଥିବା ଏକ ମାଲବାହୀ ଟ୍ରେନ ସୋମବାର ଲାଇନଚ୍ୟୁତ୍‌ ହୋଇଛି। ଫଳରେ…

2 years ago