ଆମ ଜିଲା ଖବର

ଖଟିଆରେ ବୁହାହୋଇ ହସ୍ପିଟାଲ ଆସୁଥିଲେ ଗର୍ଭବତୀ: ବାଟରେ ହେଲା ପ୍ରସବ

ଜୁନାଗଡ଼,୧୮।୨(ଅଂଶୁମାନ ଯୋଷୀ): କଳାହାଣ୍ଡିରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ତାହାପୁଣି ଜିଲାର ଜୁନାଗଡ଼ ବ୍ଲକରେ। ବ୍ଲକର ଦାସିଗଁା ପଞ୍ଚାୟତ କିଞ୍ଜିକନା ଗ୍ରାମକୁ ଯିବା ପାଇଁ ଭଳ…

2 years ago

ଫୁଲ ତୋଳିବାକୁ ଯାଇ ଡ୍ରେନ୍‌ରେ ପଡ଼ି ଯୁବକଙ୍କ ମୃତ୍ୟୁ

ଆନନ୍ଦପୁର,୧୮ା୨(ସନ୍ତୋଷ କୁମାର ରାଉତ): ଆନନ୍ଦପୁର ପୌରପରିଷଦ ୭ ନଂ ଓ୍ବାର୍ଡର ଜଣେ ଯୁବକ ଡ୍ରେନ୍‌ରେ ପଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ଏହି ଓ୍ବାର୍ଡର ଦଶରାପଦା ସାହିର…

2 years ago

ଝିଅର ନିର୍ବନ୍ଧ କରିବାକୁ ଯାଇଥିବା ବେଳେ ଓଲଟିଲା ପିକ୍‌ଅପ୍‌, ୩୫ ଆହତ

ଉମରକୋଟ,୧୮ା୨(ସନ୍ତୋଷ ଶତପଥୀ): ଝିଅର ନିର୍ବନ୍ଧ କରିବାକୁ ଯାଇଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୩୫ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉମରକୋଟ, ଝରିଗାଁ ଓ ନବରଙ୍ଗପୁର ଚିକିତ୍ସାଳୟରେ…

2 years ago

ପୂର୍ବଶତ୍ରୁତାରୁ ଯୁବକଙ୍କୁ ଛୁରାମାଡ଼, ଜଣେ ଅଟକ

ଚାନ୍ଦବାଲି,୧୮ା୨(ଅଶୋକ କୁମାର ପଣ୍ଡା): ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧୀନସ୍ଥ ଚରଦିଆ ପଞ୍ଚାୟତ ତ୍ରିନାଥ ଜାର ସାର୍ବଜନୀକ ସରସ୍ବତୀ ପଡ଼ିଆରେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଚରଦିଆ ସାର୍ବଜନୀନ…

2 years ago

ତହସିଲଦାରଙ୍କ ଗୋଡ଼ ଧରିଲେ ସରପଞ୍ଚ, ପଞ୍ଚାୟତରେ ବିକାଶମୂଳକ କାମ ପାଇଁ କଲେ ଅନୁରୋଧ

କେନ୍ଦୁଝର,୧୮।୨: ପଞ୍ଚାୟତରେ ହେଉନି ବିକାଶମୂଳକ କାର୍ଯ୍ୟ, ତହସିଲଦାରଙ୍କ ଗୋଡ଼ ଧରି ନେହୁରା ହେଲେ ସରପଞ୍ଚ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ହାତିଡିହି ତହସିଲରେ।…

2 years ago

ସୁନାଚେନ୍‌ ଛିନ୍‌ତାଇ ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ,୧୮ା୨(କାର୍ତ୍ତିକ ସାହୁ): ପୁରୀଘାଟ ଥାନା ପୋଲିସ ଏକ ସୁନାଚେନ୍‌ ଛିନ୍‌ତାଇ ଗ୍ୟାଙ୍ଗ୍‌ର ୩ ସଦସ୍ୟଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଯାଜପୁର ଜିଲା…

2 years ago

୫ କିମି ଖଟିଆରେ ବୁହାହେଲେ ଗର୍ଭବତୀ: ପ୍ରସବ ଯନ୍ତ୍ରଣା ସହି ନ ପାରି

କନ୍ଧମାଳ,୧୮।୨: କନ୍ଧମାଳ ଜିଲା କୋଟଗଡ଼ ବ୍ଲକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ୫ କିଲୋମିଟରରୁ ଅଧିକ ରାସ୍ତା…

2 years ago

ଜଙ୍ଗଲରେ ମହିଳାଙ୍କୁ ଗୁଳିମାଡ଼

ଭଞ୍ଜନଗର,୧୮ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବେଡ଼ିଗୋବା ଗ୍ରାମରେ ଗୁଳିମାଡ଼ରେ ସ୍ବପ୍ନା ସାହୁ ନାମକ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁଳିମାଡ଼ର ସଠିକ କାରଣ…

2 years ago

ଶ୍ରୀଜଗନ୍ନାଥ ବିମାନ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ, ଜାଣନ୍ତୁ କେବେଠୁ ଆବେଦନ

ପୁରୀ,୧୮।୨: ପୁରୀ ଶ୍ରୀଜଗନ୍ନାଥ ବିମାନ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ ଦିଆଯାଇଛି। ଏ ନେଇ ଏପ୍ରିଲ ୨୧ ତାରିଖରେ ଟେଣ୍ଡର ଖୋଲାଯିବ। ଅନ୍ୟପକ୍ଷେ ଫେବୃଆରୀ ୨୧…

2 years ago

ଚଢ଼ିଗଲା ଟ୍ରକ୍‌: ମା’ଙ୍କ ଜୀବନ ଗଲା, ବାପ-ଝିଅ ଗୁରୁତର

କଟକ,୧୮ା୨(କାର୍ତ୍ତିକ ସାହୁ): କଟକର ନୂଆବଜାର ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଚଢ଼ିଯିବାରୁ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ବାପ-ଝିଅ ଗୁରୁତର ଅଛନ୍ତି।…

2 years ago