ଆମ ଜିଲା ଖବର

ରାସ୍ତାରେ ଆସୁଥିଲେ: ବାଟରେ ଟଳି ପଡ଼ିଲେ ଯୁବକ

ଧରାକୋଟ,୨୦ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ଥାନା ଅଧୀନ ପୁଟୁ-ମୁକ୍ତପୁଞ୍ଜି ରାସ୍ତା ପାର୍ଶ୍ୱରୁ ପୋଲିସ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ସେ ହେଲେ ନିକଟସ୍ଥ କିଶୋର…

2 years ago

ଏସ୍‌ପିଙ୍କ ପାଖରେ ଆତ୍ମସମର୍ପଣ କଲେ ମାଓବାଦୀ

ମାଲକାନଗିରି,୨୦ା୬ (ଦୁର୍ଯ୍ୟୋଧନ ପାତ୍ର)- ଛତିଶଗଡ଼ ସୁକ୍‌ମା ଅଞ୍ଚଳର ୩ ମାଓବାଦୀ ଗୁରୁବାର ମାଲକାନଗିରି ଆରକ୍ଷୀ ଅଧୀକ୍ଷକ(ଏସ୍‌ପି)ଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ଗାଁରେ ରହୁଥିଲେ ଓ ମାଓବାଦୀ…

2 years ago

ଧାନ ବିକ୍ରି ଟଙ୍କା ଧରି ଘରକୁ ଫେରୁଥିଲେ: ବାଟରୁ ଲୁଟିନେଲେ ଦୁର୍ବୃତ୍ତ

କୋକସରା,୨୦ା୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)- କଳାହାଣ୍ଡି ଜିଲା କୋକସରା ବ୍ଲକ ଡାଲଗୁମା ପଞ୍ଚାୟତ ଲଟାପଡା ଗ୍ରାମର ଚାଷୀ ଉପେନ୍ଦ୍ର ରୋତି ଗୁରୁବାର କୋକସରା ଷ୍ଟେଟ ବ୍ୟାଙ୍କରୁ ଧାନ ଫସଲ…

2 years ago

ଚଢ଼ାଉ କରିବାକୁ ଯାଇ ଭୁଲ୍‌ ଘରେ ପଶି ପୋଲିସ ହଟହଟା 

ଚାନ୍ଦବାଲି,୨୦।୬ (କିଷାନ ପାତ୍ର): ଏକ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ରାତିଅଧିଆ ଚଢ଼ାଉ କରିବାକୁ ଯାଇଥିବା ବେଳେ ବାଂଶଡ଼ା ପୋଲିସକୁ ହଟହଟା ହେବାକୁ ପଡ଼ିଛି। ଭୁଲ୍‌…

2 years ago

ବାଲେଶ୍ବର ସହରରେ ଆଉ ୨ ଘଣ୍ଟା କର୍ଫ୍ୟୁ କୋହଳ ନିଷ୍ପତ୍ତି

ବାଲେଶ୍ୱର,୨୦।୬: ବାଲେଶ୍ବର ସହରରେ ଆଉ ୨ ଘଣ୍ଟା କର୍ଫ୍ୟୁ କୋହଳ କରିବାକୁ ନିଷ୍ପତ୍ତି ନେଇଛି ଜିଲା ପ୍ରଶାସନ। ଏଣିକି ୭ରୁ ୧୧ ପରିବର୍ତ୍ତେ ସକାଳ ୬ଟାରୁ ଦିନ…

2 years ago

ଶ୍ରୀମନ୍ଦିର ପ୍ରଶାସନ ଉପରେ ଜରିମାନା ଲଗାଇଲେ ଓଡ଼ିଶା ହାଇକୋର୍ଟ

ଭୁବନେଶ୍ୱର,୨୦।୬: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ବିକ୍ରି ନେଇ ଜାରି ହୋଇଥିବା ଅଧ୍ୟାଦେଶ ବିରୋଧରେ ଆଗତ ମାମଲାରେ ନିର୍ଦ୍ଦେଶ ମୁତାବକ ଜବାବ ଦାଖଲ କରା ନ ଯିବାରୁ ଓଡ଼ିଶା…

2 years ago

ଗୁରୁବାର ରାତିରୁ ଶୁକ୍ରବାର ପୂର୍ବାହ୍ନ ୧୧ଟା ଯାଏ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୨୦।୬: ପାଖେଇ ଆସୁଛି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା। ଜୁନ ୨୨ରେ ପବିତ୍ର ସ୍ନାନପୂର୍ଣ୍ଣିମା। ସ୍ନାନ ପୂର୍ଣ୍ଣିମା ପାଇଁ ସେନାପଟା ନୀତି ଲାଗି ନିମନ୍ତେ ଗୁରୁବାର ରାତି…

2 years ago

ଆପାର୍ଟମେଣ୍ଟରେ ଲାଗିଲା ନିଆଁ

ବରଗଡ଼,୨୦ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ ଗୁରୁବାର ମଧ୍ୟାହ୍ନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଆପାର୍ଟମେଣ୍ଟର ବ୍ଲକ ‘ଇ’ର ଫ୍ଲାଟ୍‌ ନମ୍ବର- ୩୦୬ରେ କୌଣସି କାରଣ…

2 years ago

ବାରବାଟୀକୁ ଫେରିଲା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌: ଏହି ଦିନ ମ୍ୟାଚ୍‌ର ମଜା ନେବେ ଦର୍ଶକ

କଟକ,୨୦।୩: ଓଡ଼ିଶା କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଖୁସି ଖବର। ପୁଣିଥରେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌। ୨୦୨୫ ମସିହାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

2 years ago

୩ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୦ା୬: ମାଲକାନଗିରି ଏସ୍‌ପିଙ୍କ ପାଖରେ ଗୁରୁବାର ୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ୩ ମାଓବାଦୀ ଛତିଶଗଡ଼ର ବୋଲି ସୂଚନା ମିଳିଛି। ତେବେ ୪ ବର୍ଷ…

2 years ago