କୋରାପୁଟ,୧୩।୭: କୋରାପୁଟ ଜିଲା ଜୟପୁର ବ୍ଲକ କୁମୁଲିପୁଟ ଗାଁର ଜଣେ ମିଲ ମାଲିକଙ୍କୁ ଅପହରଣ କରାଯାଇଛି। ଅପହରଣ ହୋଇଥିବା ମିଲ ମାଲିକ ହେଲେ ଏ. ରମେଶ ପାତ୍ର।…
ପୁରୀ,୧୩।୭: ରବିବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିପାରେ । ତେବେ କେମିତି ଖୋଲିବ ରତ୍ନଭଣ୍ଡାର, କିଏ ଯିବେ ଭିତରକୁ ସେନେଇ ଆଜି ଏସଓପି ଆସିବା ପରେ ସ୍ପଷ୍ଟ ହେବ।…
ବଣାଇ,୧୩।୭: ସୁନ୍ଦରଗଡ଼ ଜିଲା ବଣାଇ ସହରରେ ହାତୀ ଉପଦ୍ରବ ଥମିବାର ନାଁ ଧରୁ ନାହିଁ। ଏକ ଗୋଠଛଡ଼ା ଦନ୍ତା ଶୁକ୍ରବାର ରାତିରେ ସହରର ମୁଣ୍ଡା ସାହିରେ ପଶି…
ମୋରଡା,୧୩।୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ଏକ ହାତୀର ମୃତଦେହ ମିଳିଛି। ଖବର ପାଇ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ମୃତଦେହ ଜବତ କରି…
କେନ୍ଦ୍ରାପଡ଼ା,୧୩ା୭ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରଠାରୁ ମାତ୍ର ୧୨ କିଲୋମିଟର ଦୂରରେ ଇନ୍ଦୁପୁର। ଏଠାରୁ ଦେଢ଼ କିଲୋମିଟର ହାବେଳି (ପତି ସାହି)ଠାରେ ଥିବା ପ୍ରାୟ ୩୦୦ବର୍ଷର ଶ୍ରୀଜଗନ୍ନାଥ…
ବାସୁଦେବପୁର,୧୩।୭(ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଓ ପୌରପାଳିକା ଅଞ୍ଚଳରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ନିୟମିତ ଭାବେ ସଫେଇ କାର୍ଯ୍ୟ ହେଉ ନ…
ବାରିପଦା,୧୩।୭: ମୟୁରଭଞ୍ଜ ଜିଲା ୧୮ ନମ୍ବର ଜାତୀୟ ରାଜପଥ ବେତନଟି ଥାନା ଅଧୀନ ବୁଢ଼ିଖମାର ଛକ ନିକଟରେ ଶନିବାର ଏକ ବସ୍-ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ…
ପାରାଦୀପ,୧୩।୭: ଜଗତସିଂହପୁର ଜିଲା ପାରାଦୀପ ଦୋଛକିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସିଥିବା ଏକ ଟ୍ରକ ଭାରସାମ୍ୟ ହରାଇ ଡ୍ୟୁଟିରେ ଥିବା ହୋମଗାର୍ଡଙ୍କ ଉପରେ…
ରାୟଗଡ଼ା,୧୩ା୭(ଆଶିଷ ରଞ୍ଜନ ପଣ୍ଡା): ମ୍ୟାଲେରିଆ ନିରାକରଣ ପାଇଁ ସରକାରଙ୍କ ପକ୍ଷରୁ ଯେତେ ଯୋଜନା କାର୍ଯ୍ୟକାରୀ କରାଗଲେ ମଧ୍ୟ ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ ହୋଇପାରୁନାହିଁ। ବରଂ ଦିନକୁ ଦିନ…
ଡେରାବିଶ,୧୩ା୭ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବିଜେଡି ସଭାପତି ଥିବା ଦେବାଶିଷ ଆଚାର୍ଯ୍ୟ ବୁଧବାର ତାଙ୍କ ପଦବୀରୁ ଇସ୍ତଫା ଦେଇଥିବା ଜଣାଯାଇଛି। ଏ…