ଆମ ଜିଲା ଖବର

ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସମ୍ବଲପୁର,୩ା୨(ପ୍ରମୋଦ ବହିଦାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ବତନ୍ତ୍ର ବିମାନରେ ଆସି ଶନିବାର ଅପରାହ୍ନରେ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ସେଠାରୁ ସେ ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ…

2 years ago

ରାଜପଥରେ ବଢ଼ୁଛି ଭାରିଯାନ ପାର୍କିଂ

ଯୋଡ଼ା,୩ା୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଦେଇ ଯାଇଥିବା ୫୨୦ ଓ ୨୦ ନମ୍ବର ଜାତୀୟ ରାଜପଥରେ ଦୈନିକ ଦୁର୍ଘଟଣା ଘଟି ଅନେକ ଧନଜୀବନ ହରାଉଛନ୍ତି। ବେଆଇନ ପାର୍କିଂ,…

2 years ago

ଅବଧି ପରେ ବି ସରୁନି ରାସ୍ତା କାମ

କୋରେଇ,୩ା୨(ଚନ୍ଦ୍ରକାନ୍ତ ପତି): ଗ୍ରାମାଞ୍ଚଳରେ ସୁଦୃଢ଼ ଗମନାଗମନ ବ୍ୟବସ୍ଥା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା (ଏମ୍‌ଏମ୍‌ଏସ୍‌ୱାଇ) ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ…

2 years ago

ଅଭାବୀ ବିକ୍ରି, କୋବି ଫସଲ ଉଜାଡ଼ିଦେଲେ ଚାଷୀ

ରସୁଲପୁର,୩।୨(ରଞ୍ଜିତ ରାଉତ): ଫସଲର ଅଭାବୀ ବିକ୍ରି ଚାଷୀଙ୍କ ଚିନ୍ତା ବଢ଼ାଇଛି। ଏଭଳିସ୍ଥିତି ଯାଜପୁର ଜିଲା ରସୁଲପୁର ବ୍ଲକର କୋବି ଚାଷୀଙ୍କ କ୍ଷେତ୍ରରେ ଦେଖାଦେଇଛି। ଏଠାରେ ଫୁଲକୋବିର ଅଭାବୀ…

2 years ago

ସ୍ବାଭିମାନ ହରାଉଛି ମୋ ପଟ୍ଟାମୁଣ୍ଡାଇ

ପଟ୍ଟାମୁଣ୍ଡାଇ,୩ା୨(କଳ୍ପତରୁ ନାୟକ): ସୀମା ପୁନଃ ନିର୍ଦ୍ଧାରଣରେ ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀ ଉଚ୍ଛେଦ ପରେ ପଟ୍ଟାମୁଣ୍ଡାଇ ଅଞ୍ଚଳ ଅବହେଳିତ ହେବା ସହ ସ୍ବାଭିମାନ ନିଶ୍ଚିହ୍ନ ହେବାକୁ ବସିଛି  । ପଟ୍ଟାମୁଣ୍ଡାଇର…

2 years ago

ପ୍ରଧାନମନ୍ତ୍ରୀଙ୍କ ଜନସଭା ପାଇଁ ପୋଲିସ ପକ୍ଷରୁ ଦିଶା ନିର୍ଦ୍ଦେଶ ଜାରି

ସମ୍ବଲପୁର,୩ା୨(ଭବାନୀ ଶଙ୍କର ଭୋଇ): ସମ୍ବଲପୁର ରେମେଡ ପଡିଆରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ଗ୍ୟାରେଣ୍ଟି ସମାବେଶ ଆୟୋଜିତ ହେବ। ଏଥିରେ ପଶ୍ଚିମ ଓଡିଶାର ୧୧ ଜିଲାର…

2 years ago

ଭୋଜି ଖାଇ ଫେରୁଥିବା ବେଳେ କାନ୍ଥରେ ପିଟିହେଲା କାର୍‌: ଚାଲିଗଲା ୪ ଜୀବନ

ଆଠଗଡ଼,୩।୨: କଟକ ଜିଲା ତିଗିରିଆ ଥାନା ଗଦାଧରପୁର ନିକଟରେ ଏକ ଦୁର୍ଘଟଣା ଘଟିଛି। ବିବାହ ଉତ୍ସବରେ ଯୋଗଦେଇ ଫେରୁଥିବା ବେଳେ ଏକ କାର୍‌ ଭାରସାମ୍ୟ ହରାଇ ଏକ…

2 years ago

ଡମ୍ପର ପଛରେ ପିଟି ହେଲା ବରଯାତ୍ରୀ ଧରି ଫେରୁଥିବା ବୋଲେରୋ

ବାଲେଶ୍ୱର,୩।୨: ବାଲେଶ୍ୱର ଜିଲା ସୋର ଥାନା ଦହିସଡ଼ା ନିକଟରେ ଶନିବାର ଭୋରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବରଯାତ୍ରୀ ଧରି ଫେରୁଥିବା ଏକ ବୋଲେରୋ ଭାରସାମ୍ୟ ହରାଇ…

2 years ago

ଭୋଜି ଖାଇ ଗାଁକୁ ଫେରୁଥିଲେ: ଓଲଟିଲା କାର୍‌

ସଇଁତଳା,୩।୨(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଥାନା ଅର୍ନ୍ତଗତ କୁସମଖାଲ ଗ୍ରାମ ନିକଟରେ ଏକ କାର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଘଟଣାସ୍ଥଳରେ ଦୁଇ…

2 years ago

ବସ୍‌ ଧକ୍କାରେ ଚାଲିଗଲା ୨ ବାଇକ୍‌ ଆରୋହୀଙ୍କ ଜୀବନ

ନିଶ୍ଚିନ୍ତକୋଇଲି,୩।୨(ଅଶୋକ କୁମାର ମହାପାତ୍ର ): କଟକ ଜିଲା ସାଲିପୁର ଥାନା ଅଧୀନ କଟକ-ଚାନ୍ଦବାଲି ରାସ୍ତାର ଜହ୍ନିଆ ଛକ ନିକଟରେ ଶନିବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି।…

2 years ago