ନରସିଂହପୁର,୨୯।୯: ପାର୍ବଣ ପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଥିବା ବେଳେ କଟକ ଜିଲା ନୂଆପଡ଼ା ଗାଁରେ ସୋମବାର ଫୁଟିଛି ଗୁଳି। ଏନେଇ ଗାଁରେ ଅଶାନ୍ତ…
କେନ୍ଦୁଝର,୨୯।୯: କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜକୁ ପୁଣି ଫେରିଛନ୍ତି ୩୦ ଟିକିଆ ହାତୀପଲ। ଏନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି। ହାତୀପଲ ଆସୁଆସୁ ମାଳିପଶି ଗାଁରେ ପଶି ୩ଟି…
ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ପଢାଳରେ ରବିବାର ରାତିରେ ସର୍ପ ଦଂଶନରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଲକ୍ଷ୍ମୀ ମଲ୍ଲିକ…
କଟକ,୨୯।୯(କାର୍ତ୍ତିକ ସାହୁ): ବାଲିଯାତ୍ରାକୁ ନେଇ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଆଲୋଚନା ଚାଲିଛି।…
କର୍ଲାମୁଣ୍ଡା,୨୯/୯(ପ୍ରଦୀପ କୁମାର ସାହୁ): ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁର୍ଶୁଲା ଗ୍ରାମର ଶାଶ୍ୱତ ସୌମ୍ୟକାନ୍ତ। ତାଙ୍କର ର଼୍ୟାଙ୍କ ରହିଛି…
ଦିଗପହଣ୍ଡି,୨୯।୯(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ଗ୍ରାମ ଶ୍ରୀ ରଘୁନାଥ ମହାପ୍ରଭୁ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଭୋରରୁ ୟୁରିଆ…
ବଲାଙ୍ଗୀର,୨୯।୯( ସୁନିଲ ମହାନ୍ତି): ଲଗାଣ ବର୍ଷା ଯୋଗୁ ଲୋୟର ସୁକତେଲ ଡ୍ୟାମ୍ରେ ଜଳସ୍ତର ବଢ଼ିବାରେ ଲାଗିଛି। ଏପରିକି ଶନିବାର ସକାଳୁ ଡ୍ୟାମ୍ର ଠେଲାପାଣି କୁମିଆପାଲି ଗାଁ ପାଖକୁ…
ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ପୋଲିସର ବଡ଼ ପଦକ୍ଷେପ ଲୋକଙ୍କୁ ବିଭିନ୍ନ ଆଇନ ସେବା ଯୋଗାଇଦେବାକୁ ପୋଲିସର ପ୍ରୟାସ ଏବେ ସବୁଠି ଚର୍ଚ୍ଚା। ପ୍ରକାଶ ଯେ…
ଜି.ଉଦୟଗିରି,୨୯ା୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ସର୍ବପୁରାତନ ଦୁର୍ଗାପୂଜା ମଣ୍ଡପରେ ସୋମବାର ଦିନ ମା’ଙ୍କ ମହାସପ୍ତମୀ ପୂଜା ଆରମ୍ଭ ହୋଇଛି। ରବିବାର ରାତିରେ ମହାଆଡ଼ମ୍ବରରେ ଅଞ୍ଚଳର ପ୍ରତିଷ୍ଠିତ…
ଦାରିଙ୍ଗବାଡ଼ି,୨୯ା୯(ଅରୁଣ ସାହୁ): ସରକାରଙ୍କ ବିଭିନ୍ନ ଯୋଜନାରେ ଉନ୍ନୟନ କାର୍ଯ୍ୟ କରାଯାଉଛି। ବ୍ୟକ୍ତିଗତ ସ୍ତରରେ ଗରିବ ଶ୍ରେଣୀର ଲୋକଙ୍କୁ କଚ୍ଚା ଘରରୁ ପକ୍କା ଘର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ…