ଆମ ଜିଲା ଖବର

୨୭ରେ ଚାଷୀ ସମାବେଶ

ବରଗଡ଼,୨୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରାୟ ୭୦ ପ୍ରତିଶତ କୃଷି ଉପରେ ନର୍ଭର କରିଥାନ୍ତି। ଏଠାରେ ଅଧିକ ଧାନ ଉତ୍ପାଦନ ହୋଇଥାଏ ବୋଲି ଜିଲାକୁ ରାଜ୍ୟର ଭାତହାଣ୍ଡି…

2 years ago

ଯୁବତୀଙ୍କୁ ଏକୁଟିଆ ପାଇ ବେକରୁ ଚେନ୍‌ ଛିଡ଼ାଇ ଚମ୍ପଟ ମାରିଲେ ଲୁଟେରା

ଧାମନଗର,୨୩ା୨(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଥାନା ଅଞ୍ଚଳରେ ଏବେ ଲୁଟେରାଙ୍କ ପ୍ରାଦୁର୍ଭାବ ଦେଖାଦେଇଛି। ଶୁକ୍ରବାର ସକାଳୁ ଜଣେ ଲୁଟେରା ଧାମନଗର-ଜାହାଙ୍ଗୀର ରାସ୍ତାର ରାମେଶ୍ବରପୁର ଛକ ଗେଟ୍‌…

2 years ago

ଫ୍ୟାନ୍‌ରେ ଝୁଲିପଡ଼ିଲେ ମାଟ୍ରିକ ଛାତ୍ର

ଧାମନଗର,୨୩ା୨(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ଜାହାଙ୍ଗୀର ଶାସନ ରାଢ଼ୋ ଗ୍ରାମରେ ଶୁକ୍ରବାର ସକାଳେ ଜଣେ ମାଟ୍ରିକ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର…

2 years ago

ଟ୍ରକ ଧକ୍କାରେ ବାପପୁଅ ମୃତ, ମୃତ୍ୟୁ ଖବର ଶୁଣି ସାନଭାଇ ହୃଦ୍‌ଘାତରେ ମୃତ

କେନ୍ଦୁଝର,୨୩।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ପିପିଳିଆ ଛକରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ…

2 years ago

ଶ୍ରୀମନ୍ଦିର ନିକଟ କପାଳମୋଚନ ମନ୍ଦିରରୁ ଚୋରି

ପୁରୀ,୨୩ା୨: ଦୁର୍ବୃତ୍ତମାନେ ଠାକୁରଙ୍କୁ ବି ଛାଡୁନାହାନ୍ତି। ଶ୍ରୀମନ୍ଦିର ନିକଟ କପାଳମୋଚନ ମନ୍ଦିରରୁ ଦୁର୍ବୃତ୍ତମାନେ ଅଢ଼େଇ ଫୁଟ ଉଚ୍ଚର ଏକ ବିରଳ ପଥର ମୂର୍ତ୍ତି ଚୋରି କରି ନେଇଯାଇଛନ୍ତି।…

2 years ago

ମାଟ୍ରିକ୍‌ ପରୀକ୍ଷା ପରିଦର୍ଶକ ନିଯୁକ୍ତିରେ ସ୍ବଚ୍ଛତା ନାହିଁ

ରସୁଲପୁର,୨୩ା୨(ରଞ୍ଜିତ ରାଉତ):ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ପ୍ରିୟାପ୍ରୀତି ତୋଷଣ ପ୍ରକ୍ରିୟାରେ ଯାଜପୁର ଜିଲା ଶିକ୍ଷାଧିକାରୀ ଚଳିତ ମାଟ୍ରିକ ପରୀକ୍ଷା ପାଇଁ ପରିଦର୍ଶକ ନିଯୁକ୍ତି କରିଥିବା…

2 years ago

କାଏମା ପାହାଡ଼ରୁ ମୋରମ୍‌ ଲୁଟ ଉଦ୍ୟମ

କାଏମା,୨୩ା୨(ଶିବପ୍ରସାଦ ମହାନ୍ତି):ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ଼ରୁ ମୋରମ୍‌ ଲୁଟ ପାଇଁ କେତେଜଣ ଯୁବକ ଉଦ୍ୟମ କରୁଥିବାବେଳେ ସ୍ଥାନୀୟ ବାସିନ୍ଦା ଏହାକୁ…

2 years ago

ବେଳାଭୂମିରେ କୁଆ ଖାଦ୍ୟ ପାଲଟିଛନ୍ତି ଅଲିଭ ରିଡ୍‌ଲେ

କେନ୍ଦ୍ରାପଡ଼ା, ୨୩ା୨(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ବିଶ୍ୱ ପ୍ରସିଦ୍ଧ ଗହୀରମଥା ଅନ୍ତୁଡିଶାଳରେ ଅଲିଭ ରିଡ୍‌ଲେ କାଇଁଛଙ୍କ ମୃତ୍ୟୁ ବଢ଼ିବାରେ ଲାଗିଛି। ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ବିକ୍ଷିପ୍ତ ଭାବେ ମୃତ…

2 years ago

ବିଜେଡିରୁ ପ୍ରାର୍ଥୀ ପାଇଁ ତିହିଡ଼ିରୁ ଅଧିକ ଆଶାୟୀ

ତିହିଡ଼ି,୨୩।୨ (ସଞ୍ଜିତ ବଳ):ଭଦ୍ରକ ଜିଲା ଧାମନଗର ନିର୍ବାଚନମଣ୍ଡଳୀ ଧାମନଗର ବ୍ଲକ ଓ ତିହିଡ଼ି ବ୍ଲକର ୧୨ଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ। ଏଠାରୁ ବିଧାୟକ ପ୍ରାର୍ଥୀ ହେବା…

2 years ago

ପ୍ରମୁଖ ଦଳଙ୍କୁ ଆଶାୟୀ ଚ୍ୟାଲେଞ୍ଜ

ପାଲଲହଡା,୨୩ା୨(ଦିବ୍ୟଜ୍ୟୋତି ଦାଶ):ଅନୁଗୋଳ ଜିଲା ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ସବୁ ଦଳ ପାଇଁ ଗୋଷ୍ଠୀ କନ୍ଦଳ ଏବେ ମୁଖ୍ୟ ସମସ୍ୟା ହୋଇଛି। ନିର୍ବାଚନ ତାରିଖ ଧାର୍ଯ୍ୟ ନ ହେଉଣୁ…

2 years ago