ଆମ ଜିଲା ଖବର

ପୁରୀ ରଥଟଣା ବେଳେ ଅଘଟଣ: ଜଣେ ପୁରୁଷ ଶ୍ରଦ୍ଧାଳୁ ମୃତ

ପୁରୀ,୭ା୭: ରବିବାର ପୁରୀରେ ରଥଟଣା ବେଳେ ଏକ ଅଘଟଣ ଘଟିଛି। ତାଳଧ୍ୱଜ ରଥଟଣା ସମୟରେ ଜଣେ ପୁରୁଷ ଭକ୍ତ ଅଣନିଃଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା…

2 years ago

ମାଉସୀ ମା’ମନ୍ଦିରରେ ପହଞ୍ଚିଲେ ତିନି ଠାକୁର

ରାଇକିଆ,୭।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆର ପ୍ରସିଦ୍ଧ ରଥଯାତ୍ରା ସମ୍ପନ୍ନ ହୋଇଯାଇଛି । ସକାଳୁ ନେତ୍ରୌତ୍ସବ, ନବ ଯୌବନ ଦର୍ଶନ ଅନୁଷ୍ଠିତ ହୋଇଥିଲା। ପରେ ରଥଯାତ୍ରା ନେଇ…

2 years ago

ରଥରେ ତିନିଠାକୁରଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ

କର୍ଲାମୁଣ୍ଡା:୭।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। କର୍ଲାମୁଣ୍ଡା(ବସ୍ତି)ଠାରେ ହଜାର ହଜାର ଭକ୍ତଙ୍କ ସମାଗମରେ ମହାପ୍ରଭୁ…

2 years ago

ଆଇନଗତ କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ ପ୍ରଦାନ ପାଇଁ ଏଡିଏମ୍‌ଙ୍କୁ ନିବେଦନ

ହାଟଡିହୀ,୭ା୭(ଶୁଭକାନ୍ତ ନାୟକ): ସୂଚନା ଅଧିକାର ଆଇନ ଅନୁସାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳର ଜଣେ ବ୍ୟକ୍ତି ଏକ ସୂଚନା ସମ୍ପର୍କରେ ତଥ୍ୟ ପାଇବା ପାଇଁ କେନ୍ଦୁଝର…

2 years ago

ଝିଅ ବାହାଘର ପାଇଁ ରଖିଥିଲେ ସୁନା ଗହଣା, ସବୁ ଲୁଟିନେଲେ ଦୁର୍ବୃତ୍ତ

ହାଟଡିହୀ,୭ା୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଗୋପ ଗ୍ରାମରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଲିସ କେସ୍‌ ନଂ ୨୧୭/୨୦୨୪ରେ ଏକ ମାମଲା ରୁଜୁ କରିଥିବା…

2 years ago

ବଡ଼ଦାଣ୍ଡରେ ଗଡ଼ିଲା ରଥ

ପୁରୀ,୭ା୭: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ବଡ଼ ଦେଉଳରୁ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ବଡ଼ଦାଣ୍ଡକୁ ଆସିଛନ୍ତି କାଳିଆ ସାଆନ୍ତ। ସମସ୍ତ ନୀତିକାନ୍ତି ପରେ ଧାଡ଼ି ପହଣ୍ଡିରେ ଆସି…

2 years ago

ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କ ସହ ମିଶି ରଥ ଟାଣିଲେ ଏମପି ସୁକାନ୍ତ ପାଣିଗ୍ରାହୀ

ଦାରିଙ୍ଗବାଡ଼ି,୭ା୭(ଅରୁଣ ସାହୁ): ପବିତ୍ର ରଥଯାତ୍ରା ପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡ଼ିଛି। ଉକ୍ତ ବ୍ଲକର ସିମନବାଡ଼ି ସମେତ ଗବାଟବାଡ଼ି, ସୁଗାନକେତା, ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଗଦାପୁର ଏବଂ…

2 years ago

ହାତ ଟେକି ଆଣ୍ଠୁ ମାଡ଼ି ମହାବାହୁଙ୍କୁ ମୁଣ୍ଡିଆ ମାରିଲେ ରାଷ୍ଟ୍ରପତି

ପୁରୀ,୭ା୭: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ଦେଖିବା ପାଇଁ ବଡ଼ଦାଣ୍ଡରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି କାଳିଆକୁ ଦେଖି ଭାବବିହ୍ବଳ ହୋଇପଡିଥିଲେ। ଏପରିକି ରାଷ୍ଟ୍ରପତି ହାତ…

2 years ago

ନବଯୌବନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

ମୋରଡ଼ା,୭ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ାସ୍ଥିତ ଧର୍ମକ୍ଷେତ୍ର ରଥଯାତ୍ରା ଉପଲକ୍ଷେ ବେଶ୍‌ ଚଳଚଞ୍ଚଳ ହୋଇଉଠିଛି। ତେବେ ଦେବସ୍ନାନ ପୂର୍ଣ୍ଣିମାଠାରୁ ୧୫ ଦିନ ଧରି…

2 years ago

ଶଖାଙ୍କ ପାଖକୁ ଆସିଛନ୍ତି ସୁଦାମା

ଭୁବନେଶ୍ୱର,୭।୭: ଶ୍ରୀକ୍ଷେତ୍ରରେ ଭକ୍ତ ସୁଦାମା। ବଡ଼ଦାଣ୍ଡରେ ଶୋଇ ନିଜ ସଖାକୁ ଅପେକ୍ଷା କରିଛନ୍ତି। ଖାଲି ପାଦରେ ଚାଲି ଚାଲି ଅଣ୍ଟାରେ ଖୁଦ ମୁଠି ନେଇ ଅନେକ ଦୂରରୁ…

2 years ago