ଆମ ଜିଲା ଖବର

ଜନ୍ମବେଦୀରେ ସରି ଆସୁଛି ମହାବାହୁଙ୍କ ଲୀଳାଖେଳା: ଦକ୍ଷିଣ ମୋଡ଼ ନେଲା ୩ ରଥ

ପୁରୀ,୧୨ା୭: ମହାପ୍ରଭୁଙ୍କ ଜନ୍ମବେଦୀରେ ସରି ଆସୁଛି ଲୀଳାଖେଳା। ଶ୍ରୀମନ୍ଦିର ବାହୁଡିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜ୍ଞାମାଳ ବିଜେ ପରେ ଶୁକ୍ରବାର ୩ ରଥର ଦକ୍ଷିଣ ମୋଡ଼…

2 years ago

ରତ୍ନଭଣ୍ଡାରରେ ଅଛି କି ସାପ?: ଜାଣନ୍ତୁ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ କାହିଁକି କରାଯିବ ଲୋକନାଥଙ୍କ ପୂଜାର୍ଚ୍ଚନା

ଭୁବନେଶ୍ୱର,୧୨।୭: ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ପ୍ରଥମେ ଏକ ବୈଠକ ବସିବ।ପରେ କମିଟି ସଦସ୍ୟ ଭିତରକୁ ଯିବେ ।ମାତ୍ର  ଏହା ପୂର୍ବରୁ ଲୋକନାଥଙ୍କ ପୂଜା କରାଯିବ…

2 years ago

ପଲସରରେ ଆସି ସୁନା ଚେନ ଝାମ୍ପିନେଲେ

କଟକ,୧୨।୭: ବାରଙ୍ଗ-ତ୍ରିଶୁଳିଆ ରାସ୍ତା ଫୁଲପୋଖରୀ ନିକଟରେ ଶୁକ୍ରବାର ଏକ ଲୁଟ ହୋଇଛି। ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟି ନେଇଛନ୍ତି ଦୁବୃର୍ତ୍ତ। ମିଳିଥିବା…

2 years ago

ପଞ୍ଚାୟତ ସମିତି ବୈଠକରେ ଅଞ୍ଚଳର ସମସ୍ୟା ଉଠାଇଲେ ସରପଞ୍ଚ

କେସିଙ୍ଗା,୧୨.୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ସପ୍ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ଅଧ୍ୟକ୍ଷତାରେ ସଭା ଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ…

2 years ago

ବାପାଙ୍କ ବୋମାମାଡ଼ରେ ସାନ ପୁଅର ମୃତ୍ୟୁ

ବାଲୁଗାଁ,୧୨।୭: ଖୋର୍ଦ୍ଧା ଜିଲା ବାଲୁଗାଁ ବାଣପୁର ଥାନା ସାହାସପୁର ଶାନ୍ତିନଗରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବାପାଙ୍କ ବୋମାମାଡ଼ରେ ସାନ ପୁଅର ମୃତ୍ୟୁ ଘଟଣା ଅଞ୍ଚଳରେ…

2 years ago

ବରଣମାଳା ଦେବାକୁ ମନ୍ଦିର ଯାଉଥିଲେ ପ୍ରେମୀଯୁଗଳ, ବାଟରେ ପ୍ରେମିକାଙ୍କୁ…

ଭୋଗରାଇ,୧୨ା୭(ପ୍ରଦୀପ ଦାସ): ମନ୍ଦିରରେ ବରଣମାଳା ଦେଇ ବିବାହ କରିବାକୁ ଆସୁଥିଲେ ପ୍ରେମୀଯୁଗଳ। ମାତ୍ର ନିୟତିର ନିୟମ ଥିଲା ଅଲଗା। ବସ୍‌ ପଛରେ ସ୍କୁଟିଟି ପିଟି ହୋଇଯିବାରୁ ଛିଟିକି…

2 years ago

ବାହୁଡା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ରଥର ଦକ୍ଷିଣ ମୋଡ଼

ପୁରୀ,୧୨ା୭: ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ରହିଥିବା ତିନିରଥ ବାହୁଡ଼ା ପାଇଁ ଶୁକ୍ରବାର ଦକ୍ଷିଣ ମୋଡ଼ ହେବ। ତିନିରଥକୁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିକୁ ନିଆଯିବ।…

2 years ago

ଅରବିନ୍ଦ ପାଢୀଙ୍କ ଉପରେ କାହିଁକି ଭରଷା କଲେ ସରକାର: କହୁକହୁ ଏମିତି କହିଲେ ଆଇନ ମନ୍ତ୍ରୀ

  ଭୁବନେଶ୍ୱର,୧୨।୭(ଅନିଲ ଦାସ): ଆଡ଼ପ ପହଣ୍ଡି ଅଘଟଣ ପରେ ରାଜ୍ୟ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦବୀରୁ ବୀର ବିକ୍ରମ…

2 years ago

ସାଙ୍ଗଙ୍କ ଘରେ ଝୁଲି ପଡ଼ିଲା ସାଙ୍ଗ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ସାଙ୍ଗଙ୍କ ଘରୁ ସାଙ୍ଗର ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାରେ…

2 years ago

ରଥ ଉପରେ ମୋବାଇଲ ମନା, ବିଶୃଙ୍ଖଳା ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର,୧୨।୭: ନବନିଯୁକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କଡ଼ା ଚେତାବନୀ ଦେଇ କହିଛନ୍ତି, ବିଶୃଙ୍ଖଳିତ ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ନୀତି ଶୃଙ୍ଖଳାକୁ ସର୍ବାଧିକ…

2 years ago