ଆମ ଜିଲା ଖବର

ଜଙ୍ଗଲରେ ପଡ଼ିଛି ଗଞ୍ଜେଇ ଭର୍ତ୍ତି ବସ୍ତା, ପୋଲିସର ତନାଘନା

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୦ା୮(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଉକ୍ତ ଥାନା ମାଣ୍ଡିପଙ୍କା ଜଙ୍ଗଲରେ ପାଟ୍ରୋଲିଂ ବେଳେ ମିଳିଛି…

2 years ago

ୟୁନିଟ-୧ ମାର୍କେଟରେ ବଡ଼ ଧରଣର ଚଢ଼ାଉ: ଧାର୍ଯ୍ୟ ଦାମ୍‌ରେ ଆଳୁ ବିକିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୧୦।୮: ଆଳୁ ଦରକୁ ଦୃଷ୍ଟିରେ ରଖି ଶନିବାର ଯୋଗାଣ ବିଭାଗର ପକ୍ଷରୁ  ଭୁବନେଶ୍ୱର  ୟୁନିଟ-୧ ମାର୍କେଟରେ ଚଢ଼ାଉ କରାଯାଇଛି। ଚଢାଉ ବେଳେ ଅଧିକାରୀମାନେ ସରକାର ଧାର୍ଯ୍ୟ କରିଥିବା…

2 years ago

ଶ୍ରୀମନ୍ଦିର ଦ୍ବାରଫିଟା ନୀତରେ ୧୫ ମିନିଟ ବିଳମ୍ବ

ପୁରୀ,୧୦।୮ ଶ୍ରୀମନ୍ଦିର ପ୍ରଶାସନର କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଶୁକ୍ରବାର ଦ୍ବାରଫିଟା ନୀତି ୧୫ ମିନିଟ ବିଳମ୍ବ ହୋଇଥିଲା । ଏ ନେଇ ନୋଟିସ ହୋଇଛି।…

2 years ago

ପିକଅପ୍‌ ଭ୍ୟାନ ସହ ୧ କୁଇଣ୍ଟାଲ ଗଞ୍ଜେଇ ଜବତ: ୨ ଗିରଫ

ଦାରିଙ୍ଗବାଡି, ୧୦।୮ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ୧ ଗଞ୍ଜେଇ ଭର୍ତ୍ତି ପିକଅପ୍‌ ଭ୍ୟାନ ଜବତ କରିଛି। ସେଥିରୁ ୧ କୁଇଣ୍ଟାଲ ଗଞ୍ଜେଇ ଜବତ…

2 years ago

ପ୍ରେମିକ ଘରେ ନିଆଁ ଲଗାଇଦେଲେ ପ୍ରେମିକା, ଆଉ ତା’ପରେ…

ଭଦ୍ରକ,୧୦।୮: ଭଦ୍ରକ ଜିଲା ବାସୁଦେବପୁରର ରୁକୁଣାଦେଇପୁର ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ପ୍ରେମିକା ଜଣକ ପ୍ରେମିକ ଘରେ ପହଞ୍ଚି ନିଆଁ ଲଗାଇ ଉନ୍ମତ୍ତକାଣ୍ଡ…

2 years ago

ନଣନ୍ଦେଇଙ୍କ ସହ ଘରୁ ଲୁଚି ପଳାଇ ଯାଇଥିଲେ ଶଳା ଭାଉଜ, କାହିଁକି ଡେଇଁଲେ କାଠଯୋଡ଼ିକୁ

କଟକ,୧୦।୮: ନଣନ୍ଦେଇଙ୍କ ସହ କାଠଯୋଡ଼ିକୁ ଶଳା ଭାଉଜ ଡେଇଁବା ଘଟଣା ଏବେ ଚଚ୍ଚାର ବିଷୟ ପାଲଟିଛି। ଶନିବାର ସକାଳୁ ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ନଦୀକୁ…

2 years ago

ମୁଷ୍ଟିମେୟଙ୍କ ହାତରେ ଏନ୍‌ଏସିର ଦୋକାନ ଗୃହ

ପଦ୍ମପୁର,୧୦।୮(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଏନ୍‌ଏସିର ଦୋକାନ ଗୃହ ମୁଷ୍ଟିମେୟଙ୍କ ହାତରେ ରହିଥିବା ସାଧାରଣରେ ଅଭିଯୋଗ ହେଉଛି। ନିଜେ ଦୋକାନ କରିବା ପାଇଁ ଏନ୍‌ଏସିଠାରୁ ନେଇ…

2 years ago

ମଧ୍ୟାହ୍ନଭୋଜନରେ ଆଳୁ ନାହିଁ

ନୟାଗଡ଼,୧୦।୮(ଲୋକନାଥ ମିଶ୍ର): ଆଳୁର ଦରବୃଦ୍ଧି ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଓ ତରକାରୀରୁ ଏହା ଗାଏବ ହୋଇଯାଇଛି। ସେହିପରି ଚାଟ୍‌, ଆଳୁଚପ,…

2 years ago

୨ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିଛି ଅଙ୍ଗନୱାଡ଼ି କେନ୍ଦ୍ର: କ୍ଲବ ଘରେ ଚାଲିଛି ଶିକ୍ଷାଦାନ

ବରଗଡ଼,୧୦।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ବରାହଗୋଡ଼ା ଗ୍ରାମର ପଞ୍ଚାୟତ ପଡ଼ାସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ର ଦୀର୍ଘ ୨ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଛି। ଏହାକୁ ନେଇ…

2 years ago

ଚିହ୍ନଟ ହେବେ ଭୂମିହୀନ ପରିବାର

ଛତ୍ରପୁର,୧୦ା୮ (ଦିଲୀପ ସାମଲ): ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗଞ୍ଜାମ ଜିଲାରେ ଥିବା ଭୂମିହୀନ ପରିବାରକୁ…

2 years ago