ଆମ ଜିଲା ଖବର

ଫ୍ଲାଏଆଶ୍‌ରେ ପଡ଼ିଆ ପୋତିବାକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ଥୁଆପାଲି ଅଞ୍ଚଳର ଏକ ପଡ଼ିଆରେ ବିଭିନ୍ନ କାରଖାନାରୁ ନିଷ୍କାସିତ ଫ୍ଲାଏ ଆସ୍‌ ପକାଇବାକୁ ନେଇ ୨ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।…

2 months ago

ମାଓବାଦୀଙ୍କୁ ପ୍ରତିହତ କରିବାକୁ ଅଣ୍ଟାଭିଡ଼ିଲା କନ୍ଧମାଳ ପୋଲିସ: ବିଭିନ୍ନ ସ୍ଥାନରେ ଖୋଲିଲା ବିଏସଏଫ କ୍ୟାମ୍ପ

ଦାରିଙ୍ଗବାଡି, ୧୧/୧୦ (ଅରୁଣ ସାହୁ): ମାଓବାଦୀଙ୍କୁ ପ୍ରତିହତ କରିବାକୁ ଅଣ୍ଟା ଭିଡିଛି କନ୍ଧମାଳ ପୋଲିସ। ଗତ କିଛି ଦିନ ହେଲା ମାଓବାଦୀ କନ୍ଧମାଳ ଜିଲା ଦାରିଙ୍ଗବାଡି ଏବଂ…

2 months ago

ବି ଟେକ ଛାତ୍ରଙ୍କ ମୃତ୍ୟୁ ଘଟଣା: ଏତେ ଟଙ୍କା ସହାୟତା ଦେଲେ ବିଡିଓ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା ଗ୍ରାମ ମେନ ରୋଡ଼ର ଯୁକ୍ତ ୩ ଛାତ୍ର ସୁଧାକର ମାଦଳା ଗୁରୁବାର ଅପରାହ୍ନ ୧ଟାରେ ମୃତ୍ୟୁବରଣ କରିଥିଲେ। ଶୁକ୍ରବାର…

2 months ago

ଦିଗହରା ଆଦି ସେବାକେନ୍ଦ୍ର: ଆରମ୍ଭରୁ ଯୋଜନାରେ ବିଭ୍ରାଟ

ଦାରିଙ୍ଗବାଡି, ୧୧।୧୦ (ଅରୁଣ ସାହୁ): ଜନଜାତି ସାମ୍ପ୍ରଦାୟର ଜୀବନଜୀବିକା ସ୍ବାବଲମ୍ବୀ କରାଇବା ସହ ନିଜ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ସାମାଜିକ ସୁରକ୍ଷାକୁ ଶକ୍ତିଶାଳୀ କରିବା ଜନସଚେତନ…

2 months ago

ସାଗଯୁରୀ ଉନ୍ନୀତ ହାଇସ୍କୁଲରେ କ୍ଲଷ୍ଟର ସ୍ତରୀୟ ସୁରଭି: ଅଂଶଗ୍ରହଣ କଲେ ୧୧୫ ଛାତ୍ରୀଛାତ୍ର

ଅମରପାଲି, ୧୧।୧୦(ପୀତାମ୍ବର ସାହୁ ): ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ଠାରେ କିଛି ନା କିଛି ପ୍ରତିଭା ଅଛି। ଏହି ପ୍ରତିଭାର ବିକାଶ କରିବାକୁ ସମସ୍ତେ ପ୍ରୟାସ କରିବା ଆବଶ୍ୟକ।…

2 months ago

ନୂଆପଡ଼ା ଉପନିର୍ବାଚନ: ପ୍ରାର୍ଥୀ ଘୋଷଣାରେ ଆଗରେ କଂଗ୍ରେସ

ନୂଆପଡ଼ା,୧୧ା୧୦ (ମକାରୁ ବେମାଲ):ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ସରଗରମ ହେବାରେ ଲାଗିଛି। ୩ ପ୍ରମୁଖ ଦଳ ମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ଘୋଷଣାରେ…

2 months ago

ହାଲକା ଶୀତ ସହ କୁହୁଡି, ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ମୋହନା,୧୧।୧୦( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଅଞ୍ଚଳ ରେ ହାଲକା ଶୀତ ସହ ଘନ କୁହୁଡି ଦେଖାଦେଇଛି । ମୋହନା ଅଞ୍ଚଳ ଏକ ପାହାଡିଆ…

2 months ago

‘ଏଥର ନୂଆପଡ଼ାରେ ପଦ୍ମ ଫୁଟିବ…’; ଗଡ଼ ଦେବୀ ମା’ ରକ୍ତାମ୍ବରୀଙ୍କ ଆଶୀର୍ବାଦ ଭିକ୍ଷା କଲେ  ଅଭିନନ୍ଦନ ପଣ୍ଡା

ଖଡ଼ିଆଳ,୧୦।୧୦(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଉପ ନିର୍ବାଚନ ପାଇଁ ରାଜନୀତି ଉଷ୍ମତା ବୃଦ୍ଧି ପାଉଥିବା ବେଳେ ଭାଜପା ପ୍ରାର୍ଥୀ ପାଇଁ ଆଶାୟୀ ଥିବା ଅଭିନନ୍ଦନ ପଣ୍ଡା ଖଡ଼ିଆଳର…

2 months ago

ବୟୋଜ୍ୟେଷ୍ଠ ଦିବସରେ ସ୍ବାସ୍ଥ୍ୟ ପରୀକ୍ଷା

ଗଞ୍ଜାମ,୧୦ା୧୦(ଅଖିଳ ତରାଇ/ବିଦ୍ୟାଧର ସାହୁ):ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ବୟୋଜ୍ୟେଷ୍ଠ ଦିବସ ଉପଲକ୍ଷେ ଏକ ସ୍ବାସ୍ଥ୍ୟସେବା ଶିବିର ପରିଷଦର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଖଣ୍ଡଦେଉଳି…

2 months ago