ଆମ ଜିଲା ଖବର

ହୋଲି ଖେଳି ସେଲ୍‌ଫି ନେଉଥିଲେ ଦୁଇ ଯୁବକ, ଜଳସ୍ରୋତରେ ଭାସିଗଲେ

କୋଟପାଡ଼,୧୫ା୩(ରାଜଶେଖର): କୋରାପୁଟ ଜିଲା କୋଟପାଡ଼ ଗୁଲମୀ ପିକ୍‌ନିକ୍‌ ସ୍ପଟରେ ଗାଧୋଇବାକୁ ଯାଇ ସେଲ୍‌ଫି ନେବା ସମୟରେ ଗଡ଼ ଖୋସି ଛତିଶଗଡ଼ ଜଗଦଳପୁର କୁମାର ପାରା ଅଞ୍ଚଳର ଦୁଇଜଣ…

2 years ago

ବୁଦ୍ଧବିହାରରେ ଛୁରାମାଡ଼: ୨ଯୁବକ ଗୁରୁତର

ଭୁବନେଶ୍ବର,୧୫।୩: ଭୁବନେଶ୍ବର ବୁଦ୍ଧବିହାରରେ ଶନିବାର ରାତିରେ ଛୁରାମାଡ଼ ହୋଇଛି। ଛୁରାମାଡ଼ରେ ୨ଜଣ ଯୁବକ ଗୁରୁତର ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର…

2 years ago

ବିଦ୍ୟୁତ୍‌ ତାର ଚୋରି କରିବା ପଡ଼ିଲା ମହଙ୍ଗା

ଟିଟିଲାଗଡ଼୧୫।୩(ଶରତ ମିଶ୍ର): ବିଦ୍ୟୁତ୍‌ ତାର ଚୋରି କରିବା ଅଭିଯୋଗରେ ଟିଟିଲାଗଡ଼ ଥାନା ପୋଲିସ ଶନିବାର ୫ଜଣଙ୍କୁ ଗିରଫ କରଛି। ଗିରଫ ଅଭିଯୁକ୍ତମାନେ ହେଲେ କଳାହାଣ୍ଡିର ନିରାକାର ସାହୁ,…

2 years ago

କପିଳେଶ୍ୱରଦେବଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ନିରାକାରପୁର,୧୬।୩(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଡିଆ ପଞ୍ଚାୟତ ବିଜେଡିଆରେ ଅବସ୍ଥିତ ଶ୍ରୀ କପିଳେଶ୍ୱରଦେବଙ୍କ ଅଶୋକାଷ୍ଟମୀ ପବିତ୍ର ରଥଯାତ୍ରା ଉପଲକ୍ଷେ ପାରମ୍ପରିକ ରୀତିନୀତିରେ ଶନିବାର ରଥକାଠ ଅନୁକୂଳ…

2 years ago

ଯବାନଙ୍କ ରାଲିରେ ସାମିଲ ହେଲେ ମନ୍ତ୍ରୀ, ବିଧାୟକ

ଗୋପାଳପୁର,୧୫ା୩(ନବୀନ ରାଜ ଆଚାରୀ): ସିଆଇଏସ୍‌ଏଫ ୫୬ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବରିଷ୍ଠ କମାଣ୍ଡାଣ୍ଡ ଆଲୋକ ଯୋଶୀ ନେତୃତ୍ୱରେ ଯବାନମାନେ ଏକ ସାଇକେଲ ରାଲି ଗୁଜରାଟ ବାହାରି…

2 years ago

କୋଲକାତାରୁ ଗିରଫ ହେଲେ ପୂର୍ବତନ ଜିଲାପରିଷଦ ସଭ୍ୟ

ଧର୍ମଶାଳା,୧୫ା୩: ଯାଜପୁର ଜିଲା ଧର୍ମଶାଳା ୧୩ନଂ ଜୋନ୍‌ର ପୂର୍ବତନ ଜିଲା ପରିଷଦ ସଭ୍ୟ ଗିରଫ ହୋଇଛନ୍ତି। ସେ ହେଲେ ନିରଞ୍ଜନ ରାଉତ। ତାଙ୍କୁ ଯାଜପୁର ପୋଲିସର ଏକ…

2 years ago

ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଲାଠୋର,୧୫।୩(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ବର୍ତ୍ତିଆ ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଯାଦବ ପଟେଲ(୫୫)। ମିଳିଥିବା…

2 years ago

ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ମହିଳାଙ୍କ ସମେତ ୩ ଗିରଫ

ପାରଳାଖେମୁଣ୍ଡି,୧୫ା୩(ଗିରିଧାରୀ ପରିଚ୍ଛା): ଦୀର୍ଘ ଦେଢ଼ମାସ ପରେ ରେଖନା ସାହି ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ଗଜପତି ଜିଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ। ଚୋରି କରିଥିବା ମହିଳାଙ୍କ…

2 years ago

ଟ୍ରକ ପଛରେ ପିଟି ହୋଇ ଚାଲିଗଲା ୨ବାଇକ୍‌ ଆରୋହୀଙ୍କ ଜୀବନ

ସୁନ୍ଦରଗଡ଼,୧୫।୩(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ବିଜୁ ଏକ୍ସପ୍ରେସ ଓ୍ବେରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା…

2 years ago

ପାଣିଟାଙ୍କିରେ ଗାମୁଛା ଲଗାଇ ଝୁଲି ପଡ଼ିଲେ ଯୁବକ

ସନ୍ତ୍ରୀ ଛକ,୧୫ା୩(ସନ୍ତୋଷ ପରିଡ଼ା): ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗ୍ରାମରେ ବେକରେ ରଶି ଲଗାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଗ୍ରାମବାସୀଙ୍କ କହିବା…

2 years ago