ଆମ ଜିଲା ଖବର

ବଦଳିବ ରାଜନୀତି ଚିତ୍ର: ଅନାସ୍ଥା ପୂର୍ବରୁ ଇସ୍ତଫା, ଭୋଟରେ ହାରିଲେ NAC ଅଧ୍ୟକ୍ଷା

କବିସୂର୍ଯ୍ୟନଗର,୧୭।୩(କୃପାସିନ୍ଧୁ ସ୍ବାଇଁ): ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ଅଧ୍ୟକ୍ଷା। ଇସ୍ତଫା ଗୃହୀତ ହୋଇ ନ ଥିବାରୁ ଜିଲାପାଳଙ୍କ ଆଦେଶରେ ହେଲା ଅନାସ୍ଥା ଭୋଟ। ହାରିଗଲେ ଅଧ୍ୟକ୍ଷା।  କବିସୂର୍ଯ୍ୟନଗର…

2 years ago

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଅଟୋ, ଭିତରେ ଥିଲେ ଯାତ୍ରୀ

ଖଜୁରୀପଡ଼ା ୧୭।୩( ବିଦୁର ବେହେରା): ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦର ଛକ ନିକଟରେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଭିତରେ ଥିବା ୬…

2 years ago

ବେଆଇନ ଜଙ୍ଗଲ କାଟିବା ଅଭିଯୋଗରେ ୬ ଜଣଙ୍କୁ କୋର୍ଟ ଚାଲାଣ କଲା ବନବିଭାଗ

ଲାଞ୍ଜିଗଡ଼,୧୭।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଦକ୍ଷିଣ ବନାଞ୍ଚଳ ବିଜେପୁର ସେକ୍ସସନରେ ବେଆଇନ ଜଙ୍ଗଲ କାଟିବା ଅଭିଯୋଗରେ ୬ ଜଣଙ୍କୁ କୋର୍ଟ ଚାଲାଣ…

2 years ago

ପୁଅ ଶୋଇଥିବା ବେଳେ ବାହାର ପଟୁ କବାଟ ବନ୍ଦ କରି ନିଆଁ ଲଗାଇଦେଲେ ବାପା, ସାବତ ମା’

ବଣାଇ,୧୭।୩(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ତାଳ ବହାଳୀ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ ପୁଅ (ଦଶରଥ ଭୂମିଜ) ଶୋଇଥିବା ବେଳେ…

2 years ago

କଳାବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି ଆଉଟସୋର୍ସିଂ କର୍ମଚାରୀ

ପଟ୍ଟାଙ୍ଗି,୧୭।୩(ଶରତ କୁମାର ଧଳ): କୋରାପୁଟ ଜିଲାରେ ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀ ନିଜର ତିନି ଦଫା ଦାବି ଉଠାଇ କଳାବ୍ୟାଜ ପିନ୍ଧି ନିଜର କାର୍ଯ୍ୟ…

2 years ago

୧୩ ମାସ ହେଲା ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ, ସମାଧାନ ନ ହେଲେ ଆନ୍ଦୋଳନ କରିବାକୁ ଗ୍ରାମବାସୀଙ୍କର ଚେତାବନୀ

ଛତ୍ରପୁର, ୧୭।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ବ୍ଲଳ କୁଜିଢେପା ଗ୍ରାମରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ୧୩ ମାସ ହେଲା ବନ୍ଦ ରହିଛି। ଫଳରେ ଗର୍ଭବତୀ, ଶିଶୁମାନେ ବିଶେଷ…

2 years ago

ଚୟନ ହେଲା ପୁଇଁତୋଳା ନୂତନ ଗ୍ରାମ୍ୟ କମିଟି: କାହାକୁ କେଉଁ ଦାୟିତ୍ୱ

ଗଞ୍ଜାମ,୧୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ. ୮ ଓ ୯ ପୁଇଁତୋଳା ନୂତନ ଗ୍ରାମ୍ୟ କମିଟି ଚୟନ ରବିବାର ମା ଗଙ୍ଗାଦେବୀ ପୀଠରେ…

2 years ago

୩୧ଲକ୍ଷ ଟଙ୍କା ଅନିୟମିତତା ମାମଲା : ପୂର୍ବତନ ପ୍ୟାକ୍ସ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ବରଗଡ଼, ୧୭।୩( ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଲଖନପୁର ପ୍ରାଥମିକ କୃଷି ସମବାୟ ସମିତିର ପୂର୍ବତନ ସମ୍ପାଦକ ଧୃବଚରଣ ସାହୁଙ୍କୁ ସୋମବାର ଭିଜିଲାନ୍ସ ଗିରଫ କରିଛି। ତାଙ୍କ…

2 years ago

ତହସିଲ କାର୍ଯ୍ୟାଳୟରେ ଭିଡ଼:  ମିଳୁନି ପ୍ରମାଣପତ୍ର, ସମସ୍ୟା ଭୋଗୁଛନ୍ତି….

ଦାରିଙ୍ଗବାଡି,୧୭।୩ (ଅରୁଣ ସାହୁ): ବିଦ୍ୟାଳୟ ସମେତ ମହାବିଦ୍ୟାଳୟ ଆଦିରେ ଛାତ୍ରୀଛାତ୍ର ନାମ ଲେଖେଇବା ପାଇଁ ଆବଶ୍ୟକ ପଡୁଛି କାଷ୍ଟ, ଇନ୍‌କମ୍‌ ଓ ରେସିଡେନ୍ସ ପ୍ରମାଣ ପତ୍ର। ମାତ୍ର…

2 years ago

୩ ବର୍ଷ ଶିଶୁର ୨ କିଡ଼ନୀ ଖରାପ: କିଡ଼ନୀ ପ୍ରତ୍ୟାରୋପଣ ବ୍ୟବସ୍ଥା କରିବ ଜିଲା ପ୍ରଶାସନ

ଛତ୍ରପୁର,୧୭।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମପଞ୍ଚାୟତର ଲକ୍ଷ୍ମଣନଗର ଅଞ୍ଚଳର ଏନ.କ୍ରିଷ୍ଣା ରେଡ୍ଡୀ ଓ ଉର୍ମିଳା ରେଡ୍ଡୀଙ୍କ ୩ ବର୍ଷର କନ୍ୟା…

2 years ago