ଆମ ଜିଲା ଖବର

ବଡଦାଣ୍ଡରେ ବଡ଼ ଅଘଟଣ: ଭକ୍ତଙ୍କ ଉପରକୁ ଚଢିଗଲା କାର୍‌

ପୁରୀ,୨୯।୮: ପୁରୀ ବଡଦାଣ୍ଡରେ ଘଟିଛି ବଡ଼ ଅଘଟଣ। ରାସ୍ତା ଉପରେ ବସିଥିବା ଭକ୍ତଙ୍କ ଉପରକୁ ଚଡିଯାଇଛି ଏକ କାର୍‌। ମାଉସୀ ମା’ ମନ୍ଦିର ନିକଟରେ ଏହି ଦୁର୍ଘଟଣା…

2 years ago

ରକ୍ତରଞ୍ଜିତ ରାଜରାସ୍ତା: ବସ ଧକ୍କାରେ ଚାଲିଗଲା ୧୬ ଗୋରୁଙ୍କ ଜୀବନ

ପରଜଙ୍ଗ,୨୯।୮(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୫୩ନଂ ଜାତୀୟ ରାଜପଥର ବାରିହାପୁର ଗାଁ ଛକ ନିକଟରେ ବୁଧବାର ରାତି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା…

2 years ago

ବାରଝୁଲାରେ ବ୍ୟାପିଲା ଝାଡାବାନ୍ତି: ୨ ଦିନରେ ୧୨ ଆକ୍ରାନ୍ତ ଚିହ୍ନଟ

ଅମରପାଲି,୨୯।୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାରଝୁଲା ଗ୍ରାମରେ ଝାଡାବାନ୍ତି ବ୍ୟାପିଛି। ଗ୍ରାମର ପ୍ରାୟ ୧୨ଜଣ ବ୍ୟକ୍ତି ଝାଡ଼ା ବାନ୍ତି…

2 years ago

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଛାତ୍ରୀଛାତ୍ର ଦକ୍ଷ ହେବା ନିହାତି ଆବଶ୍ୟକ

ଭବାନୀପାଟଣା,୨୯ା୮ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବିକାଶ ମହାବିଦ୍ୟାଳୟରେ ବିବିଏ, ବିସିଏ ବିଭାଗର ଛାତ୍ରୀଛାତ୍ରଙ୍କ ପାଇଁ ଚାଲିଥିବା ଦୁଇଦିନିଆ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମସିନ ଲର୍ନିଂ…

2 years ago

ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ସନ୍ତୋଷ କର:ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା, ୨୯ା୮(ଉତ୍ତମ କୁମାର ଦାଶ): ଚଳିତବର୍ଷ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଓଡ଼ିଶାର ଦୁଇ ଜଣ ଶିକ୍ଷକ ମନୋନୀତ ହୋଇଛନ୍ତି। ସେଥିମଧ୍ୟରେ କଳାହାଣ୍ଡି ଜିଲା ନର୍ଲାରୋଡ଼ ଜୟଦୁର୍ଗା…

2 years ago

ଦଶମ ପାସ୍‌ ନକଲି ଡାକ୍ତର ଗିରଫ

ଭୁବନେଶ୍ୱର,୨୯ା୮(ସତ୍ୟଜିତ୍‌ ରାଉତ): ଶିକ୍ଷାଗତ ଯୋଗ୍ୟତା ଦଶମ, ହେଲେ କାମ ଥିଲା ଅତି ଚତୁର। ନିଜକୁ ଡାକ୍ତର ପରିଚୟ ଦେଇ ଘର ଘର ବୁଲି ସ୍ବାସ୍ଥ୍ୟ ସମସ୍ୟା ପଚାରି…

2 years ago

ପ୍ରତିକାର ପାଇଁ ପ୍ରଶାସନିକ ତତ୍ପରତା

ବରଗଡ଼,୨୯।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଟୁକୁର୍ଲା(ଖେଦାପାଲି)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାର ଆବର୍ଜନା ନିକଟସ୍ଥ ଜଳାଶୟକୁ ପଶିବା ଘଟଣାକୁ ନେଇ ଅସନ୍ତୋଷ ଲାଗି ରହିଛି। ଏହାର ପ୍ରତିବାଦରେ ସୋମବାର…

2 years ago

ସଂକୀର୍ତ୍ତନରେ ଅଶ୍ଳୀଳତା ବନ୍ଦ ହେଉ

ବରଗଡ଼,୨୯।୮(ପ୍ରେମାନନ୍ଦ ଖମାରୀ):ସଂକୀର୍ତ୍ତନ ଭାବଭକ୍ତି ଏବଂ ଆଧ୍ୟାତ୍ମିକ ଚେତନାର ବାର୍ତ୍ତାବହ। କିନ୍ତୁ ସଂକୀର୍ତ୍ତନରେ ଅଶ୍ଳୀଳ ଓ ଦ୍ୱିଅର୍ଥ ବୋଧକ ସଙ୍ଗୀତ ପରିବେଷଣ କରାଯାଉଛି। ଏହା ସମାଜ ଉପରେ କୁପ୍ରଭାବ…

2 years ago

ବଣ୍ତାଘାଟିର ପ୍ରଥମ ଡାକ୍ତରୀ ଛାତ୍ର ମଙ୍ଗଳା ମୁଦୁଲି

ଗୋବିନ୍ଦପାଲି, ୨୮ା୮(କାର୍ତ୍ତିକ ରଥ): ଅନ୍ଧାରିମୂଲକ ଭିତରେ ଆଶାର କିରଣ ମାଲକାନଗିରି ଜିଲା ଖଇରପୁଟ ବ୍ଲକ୍‌ ବଣ୍ତାଘାଟିର ପ୍ରଥମ ଡାକ୍ତରୀ ଛାତ୍ର ମଙ୍ଗଳା ମୁଦୁଲି । ଆଦିମ ଜନଜାତିଙ୍କ…

2 years ago

ଇନ୍‌ଫର୍ମର ସନ୍ଦେହରେ ପୋଲିସ କର୍ମଚାରୀଙ୍କ ଭାଇଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୨୮ା୮(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲାରେ ମାଓବାଦୀମାନେ ଇନ୍‌ଫର୍ମର ସନ୍ଦେହରେ ପୋଲିସ କର୍ମଚାରୀଙ୍କ ଭାଇଙ୍କୁ ବୁଧବାର ହତ୍ୟା କରିଛନ୍ତି। ମୃତ ଯୁବକ ହେଲେ ମିଋତୁର ଥାନା ଅନ୍ତର୍ଗତ…

2 years ago