ଆମ ଜିଲା ଖବର

ମୟୂରଭଞ୍ଜକୁ ୩ ରେଳ ପ୍ରକଳ୍ପ ଭେଟି ଦେଲେ ସରକାର

ମୟୂରଭଞ୍ଜ,୭ା୧୨: ମୟୂରଭଞ୍ଜ ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଡ଼ାମରା-ନ୍ୟୁଜାମଶୋଳା ପ୍ରକଳ୍ପ-ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ…

2 years ago

ନିଶା ବଟିକା ଦେଇ ଯୁବତୀଙ୍କୁ ବଳାତ୍କାର କଲେ ବାବାଜୀ: ବାନ୍ଧିଲା ପୋଲିସ

ରେଢାଖୋଲ, ୬।୧୨(ଅଚ୍ୟୁତାନନ୍ଦ ପୁରୋହିତ):ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ବୈଷ୍ଣବଝୋଲି ଗ୍ରାମରେ ୬ ମାସ ହେଲା ମଠ କରି ରହୁଥିବା ଜଣେ ବାବାଜି ଜନୈକ ଯୁବତୀଙ୍କୁ ବଳାତ୍କାର କରିଥିବା…

2 years ago

ଜ୍ୱାଇଁଙ୍କ ଘର ଆଗରେ ଝିଅର ଜୁଇ ଜାଳିଲେ ବାପା: ଜାଣନ୍ତୁ କାହିଁକି

ଭୋଗରାଇ, ୭l୧୨(ପ୍ରଦୀପ ଦାସ): ବିବାହିତ ଝିଅକୁ ହତ୍ୟା କରିବା ଅଭିଯୋଗରେ ଜ୍ୱାଇଁ ଗୁରୁବାର ଗିରଫ ହୋଇଛନ୍ତି। ଏଭଳିସ୍ଥିତିରେ ମୃତା ମହିଳାଙ୍କ ବାପଘର ଲୋକେ ଶୁକ୍ରବାର ତାଲାପଡ଼ିଥିବା ଜ୍ୱାଇଁଙ୍କ…

2 years ago

ବେଆଇନ ବାଲି ଉତ୍ତୋଳନକୁ ନେଇ ଉତ୍ତେଜନା: ମେଶିନ ଛାଡ଼ି ପଳାଇଲେ ମାଫିଆ

ପାଟଣା,୭।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ତହସିଲ ଖଡ଼ିକାପଦା ପଞ୍ଚାୟତର ଗୟଳକୁଣ୍ଡ ଗାଁ ବିରଳ ନଦୀରୁ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ବାଲିମାଫିଆ ମାନେ ଚୋରା ବାଲି…

2 years ago

ଜମି ସମସ୍ୟାରେ ଛନ୍ଦିହୋଇଛନ୍ତି ୨୦ ହଜାର ଲୋକ

ଯାଜପୁର,୭ା୧୨(ହର୍ଷବର୍ଦ୍ଧନ ବେହେରା: ଯାଜପୁର ଜିଲାର ଅନ୍ୟତମ ସହର ବ୍ୟାସନଗର ତହସିଲ ସମେତ ଦାନଗଦି ଓ ସୁକିନ୍ଦା ତହସିଲ ଅଞ୍ଚଳର ୩୬ଟି ରାଜସ୍ବ ଗ୍ରାମର ପ୍ରଜା ଜମି ସମସ୍ୟାରେ…

2 years ago

ନାମକୁ ମାତ୍ର ଗବେଷଣା କେନ୍ଦ୍ର, ନଳିତା ଚାଷରୁ ମୁହଁ ଫେରାଇ ନେଉଛନ୍ତି ଚାଷୀ

ପଟ୍ଟାମୁଣ୍ଡାଇ,୭ା୧୨( କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସରକାରୀ ପ୍ରୋତ୍ସାହନ ଅଭାବରୁ ନଳିତା ଚାଷ ପ୍ରତି ଚାଷୀ ବିମୁଖ ହେଉଛନ୍ତି। ଯେଉଁ କେତେଜଣ ଚାଷୀ ଚାଷ…

2 years ago

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ: ୬୩୮ ପଞ୍ଜୀକୃତ

ପାଟଣାଗଡ ୭।୧୨ (ସଚ୍ଚିଦାନନ୍ଦ ମହାକୁର) ପାଟଣାଗଡ ଏନଏସି ବ୍ରାହ୍ମପୁରସ୍ଥିତ ସୁଭଦ୍ରା ଭବନଠାରେ ବିଜ୍ଞାପିତଅଞ୍ଚଳ ପରିଷଦ ଓ ବ୍ଳକ ପ୍ରଶାସନର ମିଲିତ ଆନୁକୁଲ୍ୟରେ ଭୀମଭୋଇ ଭୀନ୍ନକ୍ଷମ ସାମର୍ଥ୍ୟ ଅଭିଯାନ…

2 years ago

ଟୋକନ ଆସିଲା, ଧାନ ଉଠିଲାନି

ବଲାଙ୍ଗୀର,୭ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲାରେ ଡିସେମ୍ବର ୨ ତାରିଖରୁ ଧାନକିଣା ଆରମ୍ଭ ହେବ ବୋଲି ଜିଲା ସ୍ତରୀୟ ଧାନକ୍ରୟ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ହେଲେ…

2 years ago

ନୀଳଗିରିରେ ପଶିଲେ ୫୫ ଟିକିଆ ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି, ୭।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୫୫ ଟିକିଆ ଝାଡଖଣ୍ଡୀ ହାତୀପଲ। ଝାଡଖଣ୍ଡୀ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ…

2 years ago

ଧାନ ବିକ୍ରି ପାଇଁ ଟୋକନ୍‌ ତାରିଖରେ ବିଳମ୍ବ

ଭବାନୀପାଟଣା,୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଚଳିତ ଖରିଫ ଋତୁ ପାଇଁ ନଭେମ୍ବର ୨୯ରେ ଖୋଲିଛି ଧାନ ମଣ୍ଡି। ହେଲେ ଏବେଯାଏ ଆରମ୍ଭ ହୋଇପାରିନି ଧାନ ସଂଗ୍ରହ…

2 years ago