ଆମ ଜିଲା ଖବର

ବଚସାରୁ ଆକ୍ରମଣ: ଚାଲିଗଲା ଯୁବକଙ୍କ ଜୀବନ

କୁନ୍ଦୁରା,୫।୧(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ଏବଂ ବୈପାରୀଗୁଡ଼ା ସୀମାନ୍ତ ଗୁଣ୍ଡାଳ ବ୍ରିଜ ନିକଟରେ ବଚସାରୁ ଆକ୍ରମଣ କରିବା ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

1 year ago

‘ଭାଇଚାରା ସହ ସମାଜରେ ସମସ୍ତେ ମିଳିମିଶି ରହିବାକୁ ଆହ୍ବାନ’

ପୁରୁଷୋତ୍ତମପୁର,୫ା୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ମନ୍ଦିର ପରିସରରେ ଗଞ୍ଜାମ ଜିଲା ବିଶ୍ବକର୍ମା ସମାଜର ବାର୍ଷିକ ଅଧିବେଶନ ରବିବାର ଅନୁଷ୍ଠିତ ହୋଇଯାଇଛି।  ପୂର୍ବଖଣ୍ଡମୁଠା ଆନୁକୂଲ୍ୟରେ…

1 year ago

ବାରଣ୍ଡାରେ ବସିଥିବାବେଳେ ମାଡ଼ିଗଲା ଅଟୋ, ୩ ଗୁରୁତର

ରାଇକିଆ,୫ା୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବାସନ୍ତୀ ପଲ୍ଲୀ ଛକ ନିକଟରେ ରବିବାର ଅପରାହ୍ନରେ ଘର ବାରଣ୍ଡା ଉପରକୁ ଅଟୋ ମାଡ଼ି ଯାଇ ୩ ଜଣ ଗୁରୁତର…

1 year ago

”ଯାଜପୁରରେ ଶେଷ ହେଲା ରାବଣ ରାଜନୀତି”, ବିଜେଡିକୁ ସିଧାସଳଖ ଟାର୍ଗେଟ

ଯାଜପୁର,୫ା୧: ଧର୍ମଶାଳା ମହୋତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ବିରୋଧୀ ବିଜେଡିକୁ କଡା ଭାଷାରେ ଟାର୍ଗେଟ କରିଛନ୍ତି। ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜିଲାରେ…

1 year ago

ସେବାୟତ ବିଶ୍ବନାଥ ଖୁଣ୍ଟିଆ ନିଲମ୍ବିତ

ପୁରୀ,୫।୧: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରବିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ବିଶୃଙ୍ଖଳା ଆଚରଣ ପାଇଁ ଶ୍ରୀମନ୍ଦିର ମୁଖ ପଖାଳ ସେବାୟତ ବିଶ୍ବନାଥ ଖୁଣ୍ଟିଆଙ୍କୁ ୩ ମାସ…

1 year ago

ସୌନ୍ଦର୍ଯ୍ୟ ହରାଉଛି ‘ଆଇ ଲଭ୍‌ ଦାରିଙ୍ଗବାଡ଼ି ସାଇନ୍‌ ବୋର୍ଡ’

ଦାରିଙ୍ଗବାଡ଼ି,୫ା୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି। ଆଉ କିଛି ଦିନ ପରେ ଏଠାରେ ଆରମ୍ଭ ହେବ ଶୀତ ମହୋତ୍ସବ। ଏନେଇ…

1 year ago

ମହୁଲି ମଦ ଭାଟି ଉପରେ ଚଢ଼ାଉ, ଛତ୍ରଭଙ୍ଗ ଦେଲେ ମାଫିଆ, ବୋଲେରୋ ଜବତ

ପାଟଣା,୫ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ହୀରାପଶି ଗ୍ରାମରେ ବେଆଇନ ଭାବେ ଚାଲି ଥିବା ଦେଶୀ ମଦ ଭାଟି ଉପରେ ରବିବାର ତୁରୁମୁଙ୍ଗା ପୋଲିସ ଚଢ଼ାଉ…

1 year ago

ପାଟ୍ଟାବନ୍ଧା ଜଳପ୍ରପାତରେ ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼, ଭୋଜିଭାତ କରି ଉଠାଉଛନ୍ତି ମଜା

ଦାରିଙ୍ଗବାଡ଼ି,୫ା୧(ଅରୁଣ ସାହୁ): ଯେତିକି ଶୀତ ବୃଦ୍ଧି ପାଉଛି, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ପର୍ଯ୍ୟଟନକ୍ଷେତ୍ରଗୁଡିକୁ ସେତିକି ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ପର୍ଯ୍ୟଟନକ୍ଷେତ୍ର ମଧ୍ୟରେ  ପାଟ୍ଟାବାନ୍ଧା…

1 year ago

ବାଇକ୍‌ ସହ ମୁହାଁମୁହିଁ ପିଟିହେଲା କାର୍‌, ଚାଲିଗଲା ଜଣଙ୍କ ଜୀବନ

କଣ୍ଟାବାଞ୍ଜି,୫ା୧(ଗୁରୁଦୟାଲ ହଂସ): ରବିବାର ଅପରାହ୍ନରେ ବୁଢ଼ୀବାହାଲ ଗାଁ ନିକଟରେ ଏକ କାର୍‌ ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଏଥିରେ ଘଟଣାସ୍ଥଳରେ ବାଇକ୍‌ଚାଳକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ…

1 year ago

ଗାଁ ପଣାଖୁଣ୍ଟିରେ ବଳିଦେବା ଘଟଣା: ଖବରଦାତା ସମ୍ମିଳନୀରେ ଏସ୍‌ପି ଦେଲେ ଚାଞ୍ଚଲ୍ୟକର ବୟାନ

ପରଜଙ୍ଗ,୫।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବସୋଇଗାଁରେ ନୂଆବର୍ଷରେ ବହୁଚର୍ଚ୍ଚିତ ବୀଭତ୍ସ ହତ୍ୟାକାଣ୍ଡର ପରଜଙ୍ଗ ପୋଲିସ ପର୍ଦ୍ଦାଫାଶ କରିଛି । ଲୋମଟାଙ୍କୁରା ବୀଭତ୍ସ ହତ୍ୟାକାଣ୍ଡକୁ ନେଇ…

1 year ago