ଆମ ଜିଲା ଖବର

୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଉପ-ଜିଲାପାଳଙ୍କୁ ମାଡି ବସିଲା ଭିଜିଲାନ୍ସ

ଭବାନିପାଟଣା, ୮ା୬(ଉତ୍ତମ ଦାଶ): କଳାହାଣ୍ଡି ଜିଲାର ଧର୍ମଗଡ ଉପ-ଜିଲାପାଳ ଧୀମାନ ଚକ୍ମା, ଆଇଏଏସ (୨୦୨୧ ବ୍ୟାଚ), ଜଣେ ସ୍ଥାନୀୟ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କାର ଲାଞ୍ଚ…

1 year ago

ଦୁର୍ଗମ ଜଙ୍ଗଲରେ ଚାଲିଥିଲା ମଦ କାରଖାନା: ଭାଙ୍ଗିଲା ଅବକାରୀ ବିଭାଗ

ଦିଗପହଣ୍ଡି,୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ରବିବାର ଅବକାରୀ ଟିମ୍‌ ଚଢାଉ…

1 year ago

ମା-ବାପାଙ୍କ ଗଣ୍ଡଗୋଳ ଦେଖି ଜୀବନ ହାରିଲେ କଲେଜ ଛାତ୍ରୀ

ଧରାକୋଟ,୮।୬: ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ଧରାକୋଟ ମଝି ସାହିରେ ନିଜ ଘରେ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀ ଜଣକ…

1 year ago

ସଙ୍ଗଠନକୁ ମଜଭୁତ କରିବାକୁ ଏକାଠି ହେଲେ କଳାକାର

କର୍ଲାମୁଣ୍ଡା:୮।୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପେନସନ ଭୋଗୀ କଳାକାର ସଂଘର ବାର୍ଷିକ ବୈଠକ ଟକାରୁମାଲ ସ୍ଥିତ ଗିରିଗୋବର୍ଦ୍ଧନ ପୀଠରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

1 year ago

ବରଗଡ଼ ଏଫସି ଜିତିଲା ୨୦୨୫ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚାମ୍ପିୟନସିପ

ଭୁବନେଶ୍ୱର,୮ା୬: ବରଗଡ଼ ଏଫସି ଓଡ଼ିଶାରେ ଆୟୋଜିତ ୨୦୨୫ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚାମ୍ପିୟନସିପରେ ବିଜୟୀ ହୋଇଛି। ବରଗଡ଼ ଏଫସି ରବିବାର ରାଉରକେଲା ସହରର ବିର୍ସା ମୁଣ୍ଡା ଷ୍ଟାଡିୟମରେ…

1 year ago

କାଜୁ ବଗିଚାରେ ମହିଳାଙ୍କୁ କଚାଡ଼ି ମାରିଲା ହାତୀ

ଦେବଗଡ଼,୮ା୬(ଶଶାଙ୍କ ଶେଖର ଝାଙ୍କର): ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଯାଇଛି। ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ ଆଉଁଳିରେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା କୈଳାସ…

1 year ago

ଶ୍ରୀମନ୍ଦିର ଭୋଗ ମଣ୍ଡପରେ ଅଘଟଣ: ଗରମ ଡାଲି ପଡ଼ି ୭ ଭକ୍ତ ଆହତ

ପୁରୀ,୮।୬: ପୁରୀ ଶ୍ରୀମନ୍ଦିର ଭୋଗ ମଣ୍ଡପରେ ରବିବାର ଏକ ଅଘଟଣ ଘଟିଛି। ଗରମ ଡାଲି ପଡ଼ି ୭ଜଣ ଭକ୍ତ ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।…

1 year ago

ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ଘାଟିଶୁଳା, ଚକରା ଘାଟି

ଭଞ୍ଜନଗର,୮ା୬(ବାବୁଲା ପ୍ରଧାନ): ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଘୁମୁସର ଇତିହାସର ମୂକସାକ୍ଷୀ ଚକରା ଘାଟି ଏବଂ ଘାଟିଶୁଳାର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି। ଆଗକୁ ରଣଘଣ୍ଟାର…

1 year ago

ଭାଙ୍ଗି ଅଧାରେ ଝୁଲି ରହିଛି ଯାତ୍ରୀ ପ୍ରତୀକ୍ଷାଳୟ, ଆଶଙ୍କାରେ ଲୋକେ

ଧର୍ମଶାଳା,୮ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଜାରକା ବସ୍‌ ରହଣି ସ୍ଥାନରେ ବସ୍‌ଯାତ୍ରୀମାନଙ୍କ ପାଇଁ ନିର୍ମିତ ଅସ୍ଥାୟୀ ପ୍ରତୀକ୍ଷା ଲୟ ଭାଙ୍ଗି…

1 year ago

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରି ପୋଡ଼ିଦେଲେ ଦୁର୍ବୃତ୍ତ, ରକ୍ତ ଛିଟା ଦେଖି…

ପାରଳାଖେମୁଣ୍ଡି,୮ା୬(ଗିରିଧାରୀ ପରିଚ୍ଛା): ଗୁଣି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରି ପୋଡ଼ି ଦେଇଛନ୍ତି ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା କୁଇହୁରୁ…

1 year ago