ଆମ ଜିଲା ଖବର

ମୋଟେରକୁ ବ୍ଲକ ଘୋଷଣା ଦାବି ତେଜିଲା

କୋକସରା,୨୭।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କେନ୍ଦ୍ର ଓ ରାଜ୍ୟ ସରକାର ନିର୍ବାଚନ ମଣ୍ଡଳୀ ଏବଂ ବ୍ଲକ ସମ୍ପ୍ରସାରଣ ନେଇ ଯୋଜନା କରୁଛନ୍ତି। ଏଭଳିସ୍ଥିତିରେ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ବିଭିନ୍ନ…

1 year ago

ଉତ୍ସର୍ଗିକୃତ କାର୍ଯ୍ୟ ପାଁଇ ମିଳିଲା  ରାଜ୍ୟପାଳ ପଦକ

କେନ୍ଦୁଝର,୨୭।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୋଲିସରର ହାଟଡିହି କୋର୍ଟରେ କାର୍ଯ୍ୟରତ  ଚିତ୍ତରଞ୍ଜନ ସାହୁ, କ/୩୭୧ ପୋଲିସ ବିଭାଗରେ କଠିନ ପରିଶ୍ରମ, ବୃତ୍ତିଗତ ଦକ୍ଷତା ଉତ୍ସର୍ଗିକୃତ କାର୍ଯ୍ୟ…

1 year ago

ବ୍ରାଉନସୁଗାର ବିକ୍ରି ପାଇଁ ଆସୁଥିଲେ: ୨ ବେପାରୀଙ୍କୁ ବାଟରୁ ଟେକି ନେଲା ପୋଲିସ

ଭୋଗରାଇ,୨୭।୧(ପ୍ରଦୀପ ଦାସ): ବାଲେଶ୍ବର ଜିଲା ସୀମାନ୍ତ ଜଳେଶ୍ୱର ଓ ଭୋଗରାଇ ବ୍ଲକ ନିଶା ବ୍ୟବସାୟୀଙ୍କ ଅଡ୍ଡାସ୍ଥଳ ପାଲଟିଛି। ଏଭଳି ସ୍ଥିତିରେ ଥାନା ଅଞ୍ଚଳରେ ବ୍ରାଉନସୁଗାର କାରବାର ହେଉଥିବା…

1 year ago

ବିଧାୟକଙ୍କ ପାଖେ ଦାବି ଜଣାଇଲେ ଓକିଲ ସଂଘ

ପୁରୁଷୋତ୍ତମପୁର,୨୭।୧(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲସଂଘ ପକ୍ଷରୁ କବିସୂର୍ଯ୍ୟଗରର ନବନିର୍ବାଚିତ ବିଧାୟକ ପ୍ରତାପଚନ୍ଦ୍ର ନାୟକଙ୍କୁ ସୋମବାର ସମ୍ବର୍ଦ୍ଧନା ଦିଆଯାଇଛି। ଓକିଲମାନେ ବାଜାବାଣ ଫୁଟାଇ ଶୋଭାଯାତ୍ରାରେ ବିଧାୟକଙ୍କୁ…

1 year ago

କମ୍ପାନୀରୁ ଲୁହା ଚୋରି କରି ବନ୍ଧା ହେଲେ ୬ ଅଭିଯୁକ୍ତ

ଲାଞ୍ଜିଗଡ଼,୨୭।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡରୁ ଲୁହା ଚୋରି ଅଭିଯୋଗରେ ଲାଞ୍ଜିଗଡ଼ ପୋଲିସ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

1 year ago

ମାଓବାଦୀଙ୍କ ବର୍ବରକାଣ୍ଡ: ଘରେ ପଶି ହାଣିଦେଲେ

ମାଲକାନଗିରି.୨୭।୧: କିଛି ଦିନର ନୀରବତା ପରେ ପୁଣି ମାଓବାଦୀମାନେ ଛତିଶଗଡ଼ ବିଜାପୁର କେଶମୁଣ୍ଡି ଗାଁରେ ବର୍ବରକାଣ୍ଡ ଭିଆଇଛନ୍ତି। ମାଓବାଦୀମାନେ କେଶମୁଣ୍ଡି ଗାଁରେ ପଶି ଜଣଙ୍କୁ କୁରାଢିରେ ହାଣି…

1 year ago

କୋରାପୁଟରୁ ଅଯୋଧ୍ୟା ଗଡ଼ିଲା ବସ୍‌: ଜାଣନ୍ତୁ ଟିକେଟ୍‌ ଦାମ୍‌ ମହିଳାଙ୍କ ପାଇଁ କେତେ, ପୁରୁଷଙ୍କ ପାଇଁ କେତେ…

କୋରାପୁଟ,୨୭।୧(ଅମିତାଭ ବେହେରା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର କୋରାପୁଟରୁ ଅଯୋଧ୍ୟା ଏବଂ ପ୍ରୟାଗରାଜ ଅଭିମୁଖେ ଏକ ଭଲବୋ ବସ୍‌ ଯାତ୍ରା ଆରମ୍ଭ କରିଛି। ଅତିଥି ଭାବେ କୋରାପୁଟ…

1 year ago

ନାଗ ସାପ ଦେଖାଇ କିଡ୍‌ନାପ: ଗୋଟିଏ ବନ୍ଦ ଘରୁ ଉଦ୍ଧାର ହେଲେ ୪ ଯୁବକ, ଦିଆଯାଉଥିଲା ଅକଥନୀୟ ନିର୍ଯାତନା

ଦିଗପହଣ୍ଡି,୨୭ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ପୋଲିସ ଚିକିଟି ଗଡ଼ ଗ୍ରାମର ନୂତନ ପାତ୍ରଙ୍କ ଘରେ ବନ୍ଧକ ରଖାଯାଇଥିବା ୪ ଯୁବକଙ୍କୁ ଉଦ୍ଧାର କରିଛି। ଉଦ୍ଧାର…

1 year ago

ପିକ୍‌ନିକ୍‌ ହେଲା କାଳ: ଅଫିସ ଷ୍ଟାଫ୍‌ଙ୍କ ସହ ଭୋଜି କରିବାକୁ ଆସି ଚାଲିଗଲା ଯୁବକଙ୍କ ଜୀବନ

ପାଟଣା,୨୭ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତର ଘାଟ ବାଲି ଯୋଡ଼ିସ୍ଥିତ ପ୍ରସିଦ୍ଧ ପ୍ରାଚୀନ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡର ସାନକୁଣ୍ଡ ଗଭୀର ଗଣ୍ଡରେ ରବିବାର ଅପରାହ୍ନ…

1 year ago

ଅପରାହ୍ନରୁ ଘରୁ ଯାଇ ଆଉ ଫେରି ନ ଥିଲେ ନାବାଳିକା, ସକାଳୁ ଝୁଲନ୍ତା ଅବସ୍ଥାରେ ମିିଳିଲା ମୃତଦେହ

ବଣାଇଁ,୨୭ା୧(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ କୋଇଡ଼ା ଥାନାର ଭଞ୍ଜପାଲି ଜଙ୍ଗଲରୁ ସୋମବାର ଜଣେ ୧୬ ବର୍ଷୀୟା ନାବାଳିକାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ନାବାଳିକା…

1 year ago