ଆମ ଜିଲା ଖବର

ବୀଣାପାଣି ନର୍ସରୀ ସ୍କୁଲରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ: କୁନି ପ୍ରତିଭାଙ୍କୁ ସମ୍ମାନିତ

ଦିଗପହଣ୍ଡି,୯ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ବୀଣାପାଣି ନର୍ସରୀ ସ୍କୁଲର ୩୮ ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ପରିଚାଳନା କମିଟି ସଭାପତି ରସାନନ୍ଦ ରାଉତଙ୍କ ଅଧ୍ୟକ୍ଷତାରେ…

1 year ago

କବିସୂର୍ଯ୍ୟ ଜୟନ୍ତୀ ମହୋତ୍ସବ ଆୟବ୍ୟୟ ସମୀକ୍ଷା: ଜାଣନ୍ତୁ କେତେ ଖର୍ଚ୍ଚ ହେଲା

ଦିଗପହଣ୍ଡି,୯ା୨(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ସ୍ମୃତି କମିଟି ପକ୍ଷରୁ ଶନିବାର ସ୍ଥାନୀୟ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠରେ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆବାହକ କୁରେଶୁ ପଣ୍ଡାଙ୍କ…

1 year ago

ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ନିଷେଧ ଅଧିନିୟମ

ଦିଗପହଣ୍ଡି,୮ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ମିଶନ ଶକ୍ତି ଭବନ ଠାରେ ଶନିବାର ସେକ୍ଟରସ୍ତରୀୟ କିଶୋରୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଙ୍ଗନୱାଡ଼ି ସୁପରଭାଇଜର ବିଳାସିନୀ ପାଣିଗ୍ରାହୀଙ୍କ ସଂଯୋଜନାରେ…

1 year ago

ଚମ୍ପଟମାରିଲେ ଚାଲାଣକାରୀ: ମିନିଟ୍ରକ୍‌ରୁ ବାହାରିଲା ୮ ବସ୍ତାରେଥିବା ପୁଳାପୁଳା ଗଞ୍ଜେଇ

ଦାରିଙ୍ଗବାଡ଼ି,୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ ୨୮୦ କିଲୋ ଗଞ୍ଜେଇ ଜବତ ହୋଇଛି। ଏହାସହ ଗୋଟିଏ ମିନିଟ୍ରକକୁ ଜବତ କରିଛି । ସୂଚନାନୁଯାୟୀ, ଶନିବାର…

1 year ago

ପାନ ଦୋକାନରେ ମହିଳା ଜୀବନ୍ତ ଦଗ୍ଧ: ହୁହୁ ହୋଇ ଜଳିଲେ…

ପଟାମୁଣ୍ଡାଇ,୯।୨: ପାନ ଦୋକାନରେ ହୁହୁ ହୋଇ ଜଳିଗଲେ ମହିଳା।ନିଆଁ ଲାଗି ମହିଳା ଜୀବନ୍ତ ଦଗ୍ଧ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବକ୍ତାରପୁର ଛକରେ…

1 year ago

ବାଲେଶ୍ୱର ସହରର ଜଣେ ଯୁବତୀଙ୍କୁ ଦେଖା କରିବାକୁ ବାରମ୍ବାର ଦିଲ୍ଲୀରୁ ଆସୁଥିଲେ ଯୁବବ, ଏବେ ହୋଟେଲ୍‌ ରୁମରୁ

ବାଲେଶ୍ୱର,୯।୨(ବାଞ୍ଛାନିଧି ଦେ): ବାଲେଶ୍ୱର ସହଦେଖୁଣ୍ଟା ଥାନା ଅଞ୍ଚଳର ଏକ ହୋଟେଲ ରୁମରୁ ଶନିବାର ରାତିରେ ଜଣେ ଦିଲ୍ଲୀ ଯୁବକଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିଛି। ମୃତ…

1 year ago

 ସାନଭାଇଙ୍କୁ ଗୁଳିକରି ହତ୍ୟା: ବଡ଼ଭାଇ ଗିରଫ

ଲାଞ୍ଜିଗଡ଼,୯।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ବେଡ଼ା ପଞ୍ଚାୟତ ଦେହେଡ଼ା ଗାଁରୁ ଏକ ଅଭାବନୀୟ ଚିତ୍ର ସାମ୍‌ନାକୁ ଆସିଛି। ପୂର୍ବ…

1 year ago

ଆଜି ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝର,୯ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ସଂକ୍ଷିପ୍ତ ଗସ୍ତରେ କେନ୍ଦୁଝରକୁ ଆସିବାର କାର୍ଯ୍ୟକ୍ରମ ରହିଛି। ରବିବାର ୧୦ଟା୧୦ରେ ଧରଣୀଧର ମେଡିକାଲ…

1 year ago

ବଦଳୁଛି ଉଦଳା ରାଜନୀତି

ଉଦଳା(ସନ୍ତୋଷ କୁମାର ବାଛିନି)/ ଭୁବନେଶ୍ୱର,୯ା୨(ଅନୁରାଧା ମହାରଣା): ବଦଳିବାରେ ଲାଗିଲାଣି ଉଦଳା ରାଜନୀତିର ଗଣିତ। ଦିନକ ପୂର୍ବରୁ ଉଦଳା ବ୍ଲକ ଚେୟାରମ୍ୟାନ ବିଜେଡି ଛାଡ଼ି ଭାଜପାରେ ମିଶିଥିବା ବେଳେ…

1 year ago

କୋଟିକୋଟି ଟଙ୍କା ହେର୍‌ଫେର୍‌ ଅଭିଯୋଗ: ୨ ଗିରଫ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋଟିଂ କୋଅପରେଟିଭ ସୋସାଇଟି ଉପରେ ଇଓଡବ୍ଲ୍ୟୁର ବଡ଼ ରେଡ୍‌। କୋଟି କୋଟି ଟଙ୍କାର ହେରଫେର…

1 year ago