ଆମ ଜିଲା ଖବର

ଉଠା ଦୋକାନୀଙ୍କ ସମସ୍ୟା ସମାଧାନ ଦାବି: ଜବରଦଖଲ ଉଚ୍ଛେଦ ବିରୋଧରେ ବିକ୍ଷୋଭ

ନୂଆପଡ଼ା,୨୯ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା ସଦର ମହକୁମା ୩୫୩ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଜବରଦଖଲ କରି ଦୋକାନ କରିଥିବା ବ୍ୟବସାୟୀଙ୍କୁ ୭ ଦିନ ଭିତରେ ଖାଲି କରିବା…

1 year ago

୪୩୬ ଟଙ୍କା ଦେଇ ୨ ଲକ୍ଷ ଟଙ୍କାର ମୃତ୍ୟୁ ବୀମାର ଲାଭ ଉଠାଇଲେ ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟା

କେସିଙ୍ଗା,୨୯।୫(ତୁମେଶ୍ବର ସାହୁ): କେନ୍ଦ୍ର ତଥା ରାଜ୍ୟ ସରକାର ଜନସାଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି l ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା…

1 year ago

ଧର୍ମଶାଳାରେ ମାତିଛନ୍ତି ମାଫିଆ: ବେଲଗାମ ଭାବେ କରୁଛନ୍ତି ମାଟି ଚୋରି, ପ୍ରଶାସନ ନିଦାବିଷ୍ଣୁ

ଧର୍ମଶାଳା,୨୯।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲରେ ବେଲଗାମ ହୋଇଛି ମାଟି ଚୋରି। ବିନା ଅନୁମତିରେ ମାଟି ମାଫିଆ ମାଟି ଲୁଟ କରୁଛନ୍ତି, କିନ୍ତୁ ପ୍ରଶାସନ…

1 year ago

ସିବିଏସଇ ପରୀକ୍ଷା ପରିଚାଳନାରେ ଅନିୟମିତତା: ୨ଅଧ୍ୟକ୍ଷଙ୍କ ସମେତ ୫ନିଲମ୍ବିତ, ୩୩ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡର ୨ସିବିଏସଇ ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ପରିଚାଳନାରେ ଅନିୟମିତତା ହୋଇଥିବା ଦର୍ଶାଇ ୨ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସମେତ ୫ ଶିକ୍ଷକଙ୍କୁ…

1 year ago

ସାବିତ୍ରୀର ଦିନକ ପରେ…ସ୍ବାମୀଙ୍କୁ ପ୍ରଥମେ ଟାଙ୍ଗିଆରେ ହାଣିଲେ, ବଞ୍ଚିଥିବେ ଭାବି ଇଟାରେ ମୁଣ୍ଡକୁ ଛେଚିଲେ ସ୍ତ୍ରୀ

କବିସୂର୍ଯ୍ୟନଗର,୨୮ା୫( କୃପାସିନ୍ଧୁ ସ୍ବାଇଁ)- ବେଗୁନିଆପଡା ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଘଟିଛି ଏକ ହତ୍ୟାକାଣ୍ଡ। ସ୍ବାମୀଙ୍କୁ ଟାଙ୍ଗିଆରେ ହାଣିବା ପରେ ଇଟାରେ ମୁଣ୍ଡକୁ ଛେଚି ମାରିଛନ୍ତି ସ୍ତ୍ରୀ।…

1 year ago

ଅଣ୍ଡା ନୁହେଁ ଚିକେନ ଖାଇବୁ…ଛତ୍ରପୁର ଉପକାରାଗାରରେ କଏଦୀଙ୍କ ଅନଶନ ପରେ…

ଛତ୍ରପୁର,୨୮ା୫(ଦିଲୀପ ସାମଲ): ଛତ୍ରପୁର ଉପ କାରାଗାରରେ କଏଦୀମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି, ତେଣୁ ସେମାନେ ଅନଶନ କରିବେ ବୋଲି ଏକ ଅଡିଓ କ୍ଲିପ୍‌ ଭାଇରାଲ ହୋଇଥିଲା। ଏ…

1 year ago

ଜେଲ ଯିବା ବେଳେ ରାଗରେ ଚିହିଁକି ଉଠିଲେ ପୁଞ୍ଜିଲାଲ, ଆଙ୍ଗୁଠି ଦେଖାଇ…

ବଲାଙ୍ଗୀର, ୨୮।୫(ସୁନିଲ କୁମାର ମହାନ୍ତି)- ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ବୁଧବାର ପାଟଣାଗଡ଼ ଏଡିଜେ କୋର୍ଟରେ ପ୍ରକାଶ…

1 year ago

ବରଗଡ଼ରେ ତେଜିଲା ଚାଷୀ ଆନ୍ଦୋଳନ, ସମସ୍ୟା ସମାଧାନ ନହେଲେ …

ବରଗଡ଼,୨୮ା୫ (ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ନେଇ ଅସନ୍ତୋଷ ବଢି ଚାଲିଥିବାବେଳେ ଆନ୍ଦୋଳନ ମଧ୍ୟ ତେଜି ଉଠିଛି। ବୁଧବାର ବରଗଡ଼ ଜିଲାପାଳ…

1 year ago

ସାତୁଳି ଗାଁରେ ଭୟର ବାତାବରଣ

ଗଞ୍ଜାମ,୨୮ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ସାତୁଳି ଗ୍ରାମରେ କୁକୁର କାମୁଡ଼ି ଅନେକ ଆହାତ ହୋଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।…

1 year ago

ପତିତ କିସମ ଜମିକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ: ବିବାଦୀୟ ଜମିରେ ନାଲିପତାକା ପୋତିଲା ରାଜସ୍ବ, ପୋଲିସ ବିଭାଗ

ଦାରିଙ୍ଗବାଡ଼ି, ୨୮ା୫(ଅରୁଣ ସାହୁ): ଦାରିଙ୍ଗବାଡ଼ି ତହସିଲ ଅଧୀନ ତରବାଡ଼ି ଗ୍ରାମରେ ଏକ ସରକାରୀ ଜମିକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ ମଧ୍ୟରେ ବିବାଦ ସହ ଗଣ୍ଡଗୋଳ ପରିସ୍ଥିତି…

1 year ago