ଆମ ଜିଲା ଖବର

ବ୍ୟକ୍ତିଙ୍କୁ ଧକ୍କା ଦେଇ ଘୋଷାଡ଼ି ଘୋଷାଡ଼ି ନେଇଗଲା ଟ୍ରକ୍‌

ସଇଁତଳା,୨୩ା୧୦: ବଲାଙ୍ଗୀର ଜିଲା ସଇଁତଳା ଦେଇ ଯାଇଥିବା ଜାତୀୟ ରାଜପଥ ୨୬ରେ ଗୁରୁବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ପୋଲିସ ସୂଚନାନୁସାରେ,…

2 months ago

ବେକାରୀ ସମସ୍ୟା ଦୂର ପାଇଁ ଜିଲା ନିଯୁକ୍ତି କାର୍ଯ୍ୟାଳୟର ପ୍ରୟାସ, ନିଯୁକ୍ତି ପାଇବେ…

ଦାରିଙ୍ଗବାଡ଼ି,୨୩ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବେକାର ଯୁବତୀଯୁବକଙ୍କୁ କର୍ମ ନିଯୁକ୍ତି ପାଇଁ ଜିଲା ଦକ୍ଷତା ବୃଦ୍ଧି ତଥା ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ପ୍ରୟାସ…

2 months ago

ବନ୍ଦ ହେଲା ADEOଙ୍କ ଦରମା, ଜାଣନ୍ତୁ କ’ଣ ପାଇଁ…

କଟକ,୨୩।୧୦: କଟକ ଜିଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ ଗୁରୁବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କଟକ ଜିଲା ୬ଟି ବ୍ଲକର ସମସ୍ତ ପଞ୍ଚାୟତ ADEO(Assistant Development Extension…

2 months ago

ପୁଇଁତୋଳାରେ ପିଇବା ପାଣି ସଙ୍କଟ, ହନ୍ତସନ୍ତ ଗ୍ରାମବାସୀ

ଗଞ୍ଜାମ, ୨୩।୧୦(ଅଖିଳ ତରାଇ): ଗଞ୍ଜାମ ସହରର ପୁଇଁତୋଳା ଅଞ୍ଚଳର ୱାର୍ଡ ନଂ ୮ ଓ ୯ରେ ପିଇବା ପାଣି ଯୋଗାଣ ବନ୍ଦ ଥିବାରୁ ଗ୍ରାମବାସୀ ବହୁତ ଅସୁବିଧାର…

2 months ago

୨୬ରେ ଭଞ୍ଜନଗରରେ ମାଗଣା ସ୍ବାସ୍ଥ୍ୟ ଶିବିର, ଅଧିକ ଲୋକେ ଯୋଗ ଦେଇ ପରୀକ୍ଷା କରାଇ ନେବାକୁ…

ଭଞ୍ଜନଗର,୨୩।୧୦(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ ପରିସରରେ ଆସନ୍ତା ୨୬ ତାରିଖରେ ମେଗା ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଏବଂ ସର୍ଜରୀ ଶିବିର ହେବ। ଭାରତୀୟ ଚିକିତ୍ସକ…

2 months ago

ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା ନା ହତ୍ୟା: ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ…

କେସିଙ୍ଗା,୨୩।୧୦(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ରେଳ ଓଭରବ୍ରିଜରେ କାର୍ଯ୍ୟରତ ଜଣେ ଶ୍ରମିକ ବୁଧବାର ରାତିରେ ଆତ୍ମହତ୍ୟା କରିଛନ୍ତି। ଶ୍ରମିକଜଣଙ୍କ ଭଦ୍ରକ ଜିଲା ସାହାପୁର ଗ୍ରାମର…

2 months ago

ରାଜ୍ୟସ୍ତରୀୟ ଭାଗବତ ମହୋତ୍ସବ

ଭୁବନେଶ୍ୱର,୨୩।୧୦: ପ୍ରେସ କଲୋନି ୟୁନିଟ-୩ ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ ଆନୁକୂଲ୍ୟରେ ସନ୍ଧ୍ୟାତାରା ଯୁବକ ସଂଘ ଏବଂ ମନ୍ଦିର ପରିଚାଳନା କମିଟି ସହଯୋଗରେ…

2 months ago

ଐତିହ୍ୟ ପରମ୍ପରାକୁ ଉଜ୍ଜୀବିତ କରୁଛି ଗିରି ଗୋବର୍ଦ୍ଧନ ପୂଜା

କେନ୍ଦୁଝର,୨୩।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଉତ୍କଳୀୟ ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଉଜ୍ଜୀବିତ କରିବା ପାଇଁ ସଦର ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଜିତେନ୍ଦ୍ର ବେହେରାଙ୍କ…

2 months ago

ନାଁ କୁ ଆଶାକର୍ମୀ, ୨ ବର୍ଷ ହେଲାଣି ରାଜ୍ୟ ବାହାରେ; ବହିଷ୍କାର ଦାବିରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଘେରିଲେ…

ଦାରିଙ୍ଗବାଡି, ୨୩।୧୦(ଅରୁଣ ସାହୁ)-ଦିନେ କି ଦୁଇ ଦିନ ନୁହଁ ବର୍ଷ ବର୍ଷ ଧରି ଆଶାକର୍ମୀ ତାଙ୍କ ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନା କରୁନାହାନ୍ତି। କେବଳ ସେତିକି ନୁହେଁ ୨…

2 months ago

ବକେୟା ବିଲ୍‌ ନଦେବାରୁ ପୁରା ଗାଁର ବିଦ୍ୟୁତ୍‌ ଠପ୍‌ କରିଦେଲା TPSODL, ପୋଡମପେଟ୍ଟାରେ ତୀବ୍ର ଉତ୍ତେଜନା

ଗଞ୍ଜାମ, ୨୩।୧୦(ଅଖିଳ ତରାଇ):  ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଅଧିନସ୍ଥ ମସ୍ୟଯିବି ଗ୍ରାମ ପୋଡ଼ମପେଟ୍ଟାରେ ଟିପିଏସ୍‌ଓଡିଏଲ(TPSODL)ର ମନମୁଖୀ କାର୍ଯ୍ୟକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ବକେୟା…

2 months ago